"ଗାମୁଛା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:ବସ୍ତ୍ର using HotCat
ଟିକେNo edit summary
୧ କ ଧାଡ଼ି:
ଗାମୁଛା ଏକ ଛୋଟ ନିତ୍ୟ ବ୍ୟବହାଯ୍ର୍ୟବ୍ୟବହାର୍ଯ୍ୟ ବସ୍ତ୍ର | ଏହା ର ଲମ୍ବ ସାଧାରଣତଃ ୧.୫ମି ରୁ ୨.୫ମି ଭିତରେ ହୋଇଥାଏ | ଏହା ସାଧାରଣତଃ ଗେରୁଆ ରଂଗ ର ହୋଇଥାଏ | ଏହା କୁ ଓଡ଼ିଶା, ଆସାମ, ପଶ୍ଚିମବଂଗ ଏବଂ ବିହାର ରେ ବହୁଳ ଭାବ ରେ ବ୍ୟବହାର କରାଯାଏ | ଆସାମ ରେ ଏହା ଗାମୋସା ବା ଗାମୋଛା ନାମ ରେ ପରିଚିତ | <ref>http://assamgovt.nic.in/culture.asp</ref>ସସ୍ତା ତଥା ସୁଲଭ ହୋଇଥିବାରୁ ଏହା ଖୁବ୍ ଲୋକପ୍ରିୟ | ହିନ୍ଦୁ ପୁଜା ପଦ୍ଧତି ରେ ଗାମୁଛା ର ପ୍ରମୁଖ ଭୁମିକା ରହିଛି | ପୁଜା କରିବା ସମୟ ରେ ମଧ୍ୟ ଏହା କୁ ପରିଧାନ କରାଯାଏ | ଗାମୁଛା ତିଆରି ପାଇଁ ଓଡ଼ିଶା ର ଖୋର୍ଦ୍ଧା ଜିଲା ପୃଥିବୀ ପ୍ରସିଦ୍ଧ | <ref>http://www.ordistricts.nic.in/district_profile/history.php</ref> ଆଜିକାଲି ଗାମୁଛା ଉପରେ ବିଭିନ୍ନ ପ୍ରୟୋଗ କରାଯାଇ ଏହା କୁ ଏକ ଫେଶନ ସାମଗ୍ରୀ ରୁପ ରେ ମଧ୍ୟ ବ୍ୟବହାର କରାଗଲାଣି |
 
==ଆଧାର==
"https://or.wikipedia.org/wiki/ଗାମୁଛା"ରୁ ଅଣାଯାଇଅଛି