"କନ୍ୟାକୁମାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ ଅନୁବାଦ
୧ କ ଧାଡ଼ି:
{{Infobox settlement
| name = Kanyakumariକନ୍ୟାକୁମାରୀ
| native_name =
| native_name_lang =
| other_name =
| settlement_type = townସହର
| image_skyline = Thiruvalluvar Statue at Night.JPG
| image_alt =
| image_caption = Thiruvalluvarଥିରୁଭାଲୁଭାର୍ Statueଷ୍ଟାଚ୍ୟୁର ରାତ୍ରୀକାଳୀନ ଦୂଶ୍ୟ
| coordinates_display = inline,title
| subdivision_type = Countryଦେଶ
| subdivision_name = India[[ଭାରତ]]
| subdivision_type1 = Stateରାଜ୍ୟ
| subdivision_name1 = Tamil Nadu[[ତାମିଲନାଡୁ]]
| subdivision_type2 = Districtଜିଲ୍ଲା
| subdivision_name2 = [[Kanyakumari district|Kanyakumari]]କନ୍ୟାକୁମାରୀ
| established_title = Established
| established_date =
୨୧ କ ଧାଡ଼ି:
| government_type =
| governing_body =
| leader_title = Districtଜିଲ୍ଲାପାଳ Collector
| leader_name = Thiruଥିରୁ. Sଏସ. Nagarajanନାଗରାଜନ
| unit_pref = Metric
| area_footnotes =
୪୧ କ ଧାଡ଼ି:
| utc_offset1 = +5:30
| postal_code_type = [[Postal Index Number|PIN]]
| postal_code = 629୬୨୯ xxx
| area_code_type = Telephone code
| area_code = 914652 ୯୧୪ ୬୫୨
| registration_plate = TN 74 & TN 75
| website = {{URL|www.kanyakumari.tn.nic.in}}
| footnotes =
}}
 
[[ଭାରତ]]ର ଦକ୍ଷିଣଭାଗରେ ଥିବା [[ତାମିଲନାଡୁ]] ରାଜ୍ୟରେ କନ୍ୟାକୁମାରୀ ଅବସ୍ଥିତ l ବିଷେଶକରି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ଥର ମନୋରମ ଦୂଶ୍ୟପାଇଁ ଏହି ସ୍ଥାନଟି ବେଶ ଲୋକପ୍ରିୟ l ତା ଛଡା କନ୍ୟାକୁମାରୀ ଠାରେହିଁ ବଙ୍ଗୋପସାଗର, ଭାରତ ମହାସାଗର ଓ ଆରବ ସାଗର ଏକତ୍ର ହୋଇଥିବାରୁ ଏଠାକାର ପରିବେଶ ବେଶ୍ ଆକର୍ଷଣୀୟ l [[File:Thiruvalluvar Statue at Night.JPG|thumb|ଥିରୁଭାଲୁଭାର୍ ଷ୍ଟାଚ୍ୟୁର ରାତ୍ରୀକାଳୀନ ଦୂଶ୍ୟ]]
 
କେପ କାମୋରିନ [[ତାମିଳାକମ]]ର ଦକ୍ଷିଣଭାଗ ଥିଲା । <ref>V. Kanakasabhai. [http://books.google.com/books?hl=en&lr=&id=VuvshP5_hg8C&oi=fnd&pg=PA1&dq=Tamilakam&ots=doaJ5A3of1&sig=ySkrE4rnDTHyTXKWL0wGDpXxQzk#PPA10,M1 The Tamils Eighteen Hundred Years Ago]. Asian Educational Services. 1997. ISBN 8120601505. ପୃ.ସ. 10</ref>
Line ୫୯ ⟶ ୬୦:
*'''ଥିରୁଭାଲୁଭାର୍ ଷ୍ଟାଚ୍ୟୁ ''': କନ୍ୟାକୁମାରୀର ଅନ୍ୟତମ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ହେଉଛି ଥିରୁଭାଲୁଭାର୍ ଷ୍ଟାଚ୍ୟୁ l ଉକ୍ତ ଷ୍ଟାଚ୍ୟୁର ଉଚତା ହେଉଚି ୧୩୩ ଫୁଟ ଏବଂ ଓଜନ ପ୍ରାୟ ୭୦୦୦ ଟନରୁ ଅଧିକ ହେବ l କୁହାଯାଏ ଏହାକୁ ନିର୍ମାଣ ପାଇଁ ୫୦୦ରୁ ଅଧିକ ଶ୍ରମିକ ଲାଗିଥିଲେ l ସମୁଦ୍ରର ନିଳରାଶି ଭିତରେ ଥିବା ଏହି ଷ୍ଟାଚ୍ୟୁର ସୌନ୍ଦର୍ଯ୍ୟ ବେଶ ମନଲୋଭା l
 
*'''ପଦ୍ମନାଭପୁରମ୍ ପ୍ରାସାଦ ''': ବିଶ୍ବରେଥିବାବିଶ୍ଵରେଥିବା ଦଶଟି ପ୍ରମୂଖ ପ୍ରାସାଦ ମଧ୍ୟରୁ ପଦ୍ମନାଭପୁରମ୍ ପ୍ରାସାଦ ହେଉଛି ଅନ୍ୟତମ l ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ପ୍ରାସାଦଟିର ନିର୍ମାଣ ସମ୍ପୂର୍ଣ୍ଣଭାବେ କାଠରେ ହୋଇଛି l
 
*ଏହାଛଡା କନ୍ୟାକୁମାରୀର ଥିରୁପାରାସ୍ପୁ, କୋଟାଲାମ୍ ଆଦି ଜଳପ୍ରପାଦ,ସୂବ୍ରମଣ୍ୟମ ମନ୍ଦିର,ଭାଟ୍ଟାକୋଟାଇ ଦୂର୍ଗ ବେଶ ଆକର୍ଷଣୀୟ l
Line ୬୬ ⟶ ୬୭:
==ଆଧାର==
{{ଆଧାର}}
 
{{ମୁଣ୍ଡିଆ}}
 
[[da:Kap Komori]]
[[de:Kanyakumari]]