"କନ୍ୟାକୁମାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଂଗ
No edit summary
୧ କ ଧାଡ଼ି:
[[File:Thiruvalluvar Statue at Night.JPG|thumb|Thiruvalluvarଥିରୁଭାଲୁଭାର୍ Statueଷ୍ଟାଚ୍ୟୁର atରାତ୍ରୀକାଳୀନ Nightଦୂଶ୍ୟ]]
[[ଭାରତ]]ର ଦକ୍ଷିଣଭାଗରେ ଥିବା [[ତାମିଲନାଡୁ]] ରାଜ୍ୟରେ କନ୍ୟାକୁମାରୀ ଅବସ୍ଥିତ l ବିଷେଶକରି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ଥର ମନୋରମ ଦୂଶ୍ୟପାଇଁ ଏହି ସ୍ଥାନଟି ବେଶ ଲୋକପ୍ରିୟ l ତା ଛଡା କନ୍ୟାକୁମାରୀ ଠାରେହିଁ ବଙ୍ଗୋପସାଗର,ଭାରତ ମହାସାଗର ଓ ଆରବ ସାଗର ଏକତ୍ର ହୋଇଥିବାରୁ ଏଠାକାର ପରିବେଶ ବେଶ୍ ଆକର୍ଷଣୀୟ l
[[File:Vivekananda Rock & Valluvar Statue at Sunrise.JPG|thumb|Vivekananda Rock & Valluvar Statue at Sunrise]]