"କନ୍ୟାକୁମାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ଭାରତର ଦକ୍ଷିଣଭାଗରେ ଥିବା ତାମିଲନାଡୁ ରାଜ୍ୟରେ ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୧ କ ଧାଡ଼ି:
[[ଭାରତ]]ର ଦକ୍ଷିଣଭାଗରେ ଥିବା [[ତାମିଲନାଡୁ]] ରାଜ୍ୟରେ କନ୍ୟାକୁମାରୀ ଅବସ୍ଥିତ l ବିଷେଶକରି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ଥର ମନୋରମ ଦୂଶ୍ୟପାଇଁ ଏହି ସ୍ଥାନଟି ବେଶ ଲୋକପ୍ରିୟ l ତା ଛଡା କନ୍ୟାକୁମାରୀ ଠାରେହିଁ ବଙ୍ଗୋପସାଗର,ଭାରତ ମହାସାଗର ଓ ଆରବ ସାଗର ଏକତ୍ର ହୋଇଥିବାରୁ ଏଠାକାର ପରିବେଶ ବେଶ୍ ଆକର୍ଷଣୀୟ l
[[File:Vivekananda Rock & Valluvar Statue at Sunrise.JPG|thumb|Vivekananda Rock & Valluvar Statue at Sunrise]]
http://commons.wikimedia.org/wiki/File%3AKanyakumari1.JPG
==ପର୍ଯ୍ୟଟନସ୍ଥଳୀ ==
*କନ୍ୟାକୁମାରୀ ମନ୍ଦିର : ସମୁଦ୍ରକୂଳରେ ଥିବା କୁମାରୀ ଅମାନ୍ ମନ୍ଦିର ହେଉଛି କନ୍ୟାକୁମାରୀର ସବୁଠାରୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ୧ ଏଠାରେ ପୂଜାପାଇଥାନ୍ତି କନ୍ୟାକୁମାରୀ ଦେବୀ l
୯ କ ଧାଡ଼ି:
 
*ଏହାଛଡା କନ୍ୟାକୁମାରୀର ଥିରୁପାରାସ୍ପୁ, କୋଟାଲାମ୍ ଆଦି ଜଳପ୍ରପାଦ,ସୂବ୍ରମଣ୍ୟମ ମନ୍ଦିର,ଭାଟ୍ଟାକୋଟାଇ ଦୂର୍ଗ ବେଶ ଆକର୍ଷଣୀୟ l
[[File:Kanyakumari1.JPG|thumb|Kanyakumari1]]
http://commons.wikimedia.org/wiki/File%3AVivekananda_Rock_%26_Valluvar_Statue_at_Sunrise.JPG