"କଳ୍ପନା ଦାଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
:ମାର୍ଜିନରୁ ଆରମ୍ଭ ଧାଡ଼ି
{{Infobox person
| honorific_prefix =
Line ୬୦ ⟶ ୬୧:
ଏଭେରେଷ୍ଟ ଶୃଙ୍ଗକୁ ଛୁଇଁବାରେ କଳ୍ପନା ଦାଶ ହେଉଛନ୍ତି ପ୍ରଥମ ଓଡ଼ିଆ, ପ୍ରଥମ ଅସୈନିକ (civilian) ଓ ସବୁଠାରୁ ବୟସ୍କା ଭାରତୀୟ ମହିଳା(୪୨)। <ref>{{cite web|title=www.tribuneindia.com/2008/20081005/spectrum/main2.htm}}</ref>
 
ପର୍ବତାରୋହଣ କରିବା ଏକ ପୁରଷୋଚିତ କାର୍ଯ୍ୟ ବୋଲି ସେ ବିଚାର କରୁ ନ ଥିଲେ, ଏହା ଥିଲା ତାଙ୍କର ସ୍ୱପ୍ନ। ପର୍ବତାରୋହଣ କରିବାର ପ୍ରେରଣା ସେ ନିଜ ପିତା ସ୍ୱର୍ଗତ ଗୁଣନିଧି ଦାଶଙ୍କଠାରୁ ପାଇଥିଲେ। ଢେଙ୍କାନାଳର ଆଖ ପାଖରେ ଥିବା ସମସ୍ତ ପାହଡ଼ ଚଢା ସମୟରେ କଳ୍ପନା ତାଙ୍କ ସାଙ୍ଗରେ ଥିଲେ। ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଯିଏ ଏଭେରେଷ୍ଟର ଶିଖରକୁ ଛୁଇଁବାପାଇଁ ଆବଶ୍ୟକୀୟ ଅର୍ଥ ନିଜ ଉଦ୍ୟମରେ ଯୋଗାଡ଼ କରିଥିଲେ। ଏଭେରେଷ୍ଟ ଶିଖରରେ ପହଞ୍ଚି ପାରିଥିବା ଆଉ ସମସ୍ତ ଭାରତୀୟ ଆରୋହଣକାରୀ ହୁଏତ ସେନା ବାହିନୀ ତରଫରୁ କିମ୍ବା କୌଣସି ସଂସ୍ଥା ତରଫରୁ ପ୍ରଶିକ୍ଷଣ ଓ ଆର୍ଥିକ ପୃଷ୍ଠପୋଷକତା ପାଇଥିଲେ।<ref>{{cite web|title=www.tribuneindia.com/2008/20081005/spectrum/main2.htm}}</ref>
ଆର୍ଥିକ, ଶାରୀରିକ ତଥା ସାମାଜିକ ଆହ୍ୱାନକୁ ସାମନା କରି ଜଣେ ନାରୀ ହିସାବରେ ଏମିତି ଏକ ଉପଲବ୍ଧି ହାସଲ କରିବାର ଉଦାହରଣ ଅତି ବିରଳ। ଦୁଇ ଦୁଇଥର ବିଫଳତାର ସାମନା କରିବା ପରେ ମଧ୍ୟ ତାଙ୍କର ଉତ୍ସାହ ମରି ଯାଇ ନଥିଲା।
 
ଆର୍ଥିକ, ଶାରୀରିକ ତଥା ସାମାଜିକ ଆହ୍ୱାନକୁ ସାମନା କରି ଜଣେ ନାରୀ, ବିଶେଷ କରି ଓଡ଼ିଆ ହିସାବରେ ଏମିତି ଏକ ଉପଲବ୍ଧି ହାସଲ କରିବାର ଉଦାହରଣ ଅତି ବିରଳ। ଦୁଇ ଦୁଇଥର ବିଫଳତାର ସାମନା କରିବା ପରେ ମଧ୍ୟ ତାଙ୍କର ଉତ୍ସାହ ମରି ଯାଇ ନଥିଲା।
 
କୌଣସି ବିଧିବଦ୍ଧ ଶିକ୍ଷା ବିନା ସେ ୨୦୦୪ରେ ହିମାଳୟ ଆରୋହଣର ପ୍ରଥମ ପ୍ରଚେଷ୍ଟା କରି ୭୩୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ବିନା ଅମ୍ଳଜାନରେ ଯାଇ ପାରିଥିଲେ। ତାଙ୍କ ଜୋତାରେ ତ୍ରୁଟି ଆସିବା କାରଣରୁ ଓହ୍ଲେଇ ଆସିଥିଲେ।
Line ୬୬ ⟶ ୬୯:
୨୦୦୬ରେ ପୁନର୍ବାର ସେ ୮୦୪୮ ମିଟିର ପର୍ଯ୍ୟନ୍ତ ଏଭେରେଷ୍ଟ ଆରୋହଣ କରିଥିଲେ। କିନ୍ତୁ ମୃତ୍ୟୁର ବଳୟ ବୋଲି କୁହାଯାଉଥିବା ଇଲାକା ଯେଉଁଠି ଅମ୍ଳଜାନର ମାତ୍ରା ପାଖାପାଖି ଶୂନ୍ୟ ଥାଏ ଓ ଉତ୍ତାପ ଶୂନ୍ୟଡିଗ୍ରୀରୁ କମ ଥାଏ, ସେଠାରେ ପ୍ରବେଶ କରିଲା ପରେ, ଅତି ପ୍ରତିକୂଳ ପାଣିପାଗ ଯୋଗୁଁ ବାଧ୍ୟ ହୋଇ ପ୍ରତ୍ୟାବର୍ତ୍ତନ କରିଥିଲେ।<br />
 
ତଦୁପରାନ୍ତ ପର୍ବତାରୋହଣରେ ପ୍ରାମାଣିକ ଶିକ୍ଷା ହାସଲ କରିବାପାଇଁ ସେ ୨୦୦୧ରେ ଦାର୍ଜିଲିଂର ହିମାଳୟ ପର୍ବତାରୋହଣ-ପ୍ରଶିକ୍ଷଣ ସଂସ୍ଥାନରେ (Himalayan Mountaineering Institute at Darjeeling) ୩୫ ବର୍ଷର ପରିଣତ ବୟସରେ ଯୋଗଦେଇଥିଲେ। ତା’ପରଠାରୁ ସେ କେବେ ପଛକୁ ଫେରି ଚାହିଁ ନ ଥିଲେ। ପ୍ରତିଦିନ ସେ ନିଜ ସହର [[ଢେଙ୍କାନାଳ]] (ଓଡ଼ିଶାର ରାଜଧାନୀ [[ଭୁବନେଶ୍ୱର]]ଠାରୁ ୧୦୦ କି.ମି. ଦୂର) ଉପକଣ୍ଠରେ ଥିବା ୧୩୫୨ ପାହାଚଯୁକ୍ତ [[କପିଳାସ]] ପାହାଡ଼କୁ ନିଜ ପିଠିରେ ୩୦ କିଲୋ ଓଜନ ବୋହି ଚଢ଼ିବା ଓ ଓହ୍ଲାଇବାର ଅଭ୍ୟାସ ଦିନକୁ ପାଞ୍ଚ ପାଞ୍ଚଥର କରୁଥିଲେ। ତାଙ୍କୁ ଏ ଦିଗରେ ଆରୋହଣ ନିପୁଣା ବଚେନ୍ଦ୍ରୀ ପାଲଙ୍କର ମାର୍ଗଦର୍ଶନ ବହୁତ ସାହାଯ୍ୟ କରିଥିଲା। ପାଲ୍ କଳ୍ପନାଙ୍କୁ ଆରୋହଣର ଅନେକ କୌଶଳ ଶିକ୍ଷା ଦେଇଥିଲେ। <ref>{{cite web|title=www.tribuneindia.com/2008/20081005/spectrum/main2.htm}}</ref>
 
ପର୍ବତାରୋହଣ କରିବାରେ ଅନେକ ଅର୍ଥର ଆବଶ୍ୟକତା ରହିଥାଏ, ଯାହା ବ୍ୟକ୍ତିଗତ ଭାବେ ତାଙ୍କଦ୍ୱାରା ପୂରଣ କରିବା ସମ୍ଭବ ନ ଥିଲା। ଢେଙ୍କାନାଳର କତିପୟ ବାସିନ୍ଦା ଏବଂ ଢେଙ୍କାନାଳର ଜିଲ୍ଲାପାଳ ତାଙ୍କୁ ଏ ଦିଗରେ ଆର୍ଥିକ ସାହାଯ୍ୟ କରିଥିଲେ ଯାହା ଯଥେଷ୍ଟ ନ ଥିଲା। ଏପରିକି ସରକାରଙ୍କ ତରଫରୁ ମଧ୍ୟ ଯାହା ସାହାଯ୍ୟ ମିଳିଲା ତାହାଥିଲା ସମୁଦ୍ରକୁ ଶଙ୍ଖେ ପାଣି ପରି। ଯଦିଓ ସେ ପେଶାରେ ଜଣେ ଓକିଲ, ତଥାପି ଓକିଲାତି ପାଇଁ ତାଙ୍କ ପାଖରେ ଖୁବ୍ କମ୍ ସମୟଥିଲା, କାରଣ ତାଙ୍କ ଜୀବନର ପ୍ରାଥମିକତା ଥିଲା ପର୍ବତାରୋହଣ।
Line ୭୪ ⟶ ୭୭:
ନେପାଳ, ଆମେରିକା, କାନାଡ଼ା ଓ ୟୁକ୍ରେନର ପର୍ବତାରୋହୀଙ୍କୁ ନେଇ ଗଠିତ ଦଳକୁ ନେଇ ସେ ୨୦୦୮ ମସିହା ମେ ମାସ ୨୧ ତାରିଖ, ୧୧.୪୫ ସମୟରେ ସେ ହିମାଳୟର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭେରେଷ୍ଟ ଆରୋହଣ କରିବାରେ ସଫଳ ହୋଇ ପାରିଥିଲେ। ସେ ହେଉଛନ୍ତି ପ୍ରଥମ ଓଡ଼ିଆ ଯିଏ ଏଭେରେଷ୍ଟ ଆରୋହଣରେ ସଫଳ ହୋଇ ପାରିଛନ୍ତି। <ref>{{cite web|title=Orissa Reference Manual 2009- Part I, Page 102 (access date 21.5.2012)|url=http://orissa.gov.in/e-magazine/orissaannualreference/OR-Annual-2009/ORA-2009.htm}}</ref>
 
ମୃଦୁଭାଷିଣୀ କଳ୍ପନା ଭାଗ୍ୟ ଓ ଭଗବାନରେ ବିଶ୍ୱାସ କରନ୍ତି। ତାଙ୍କର ଅଭିଜାନରେ ବାହାରିବା ଆଗରୁ ସେ ପୁରୀ ଜଗନ୍ନାଥ ମନ୍ଦିରକୁ ଠାକୁରଙ୍କ ଆଶିଷ ନେବାପାଇଁ ଯାଇଥିଲେ। ‘ପ୍ରଥମ ଓଡ଼ିଆ ଏଭେରେଷ୍ଟ ଆରୋହଣକାରୀ ଜଣେ ନାରୀ କେମିତି ହୋଇ ପାରିଲେ’ ବୋଲି ଯେତେବେଳେ ତାଙ୍କୁ ପଚରାଗଲା, ସେ କହିଥିଲେ ‘ଏହା ପ୍ରଭୁ ଜଗନ୍ନାଥଙ୍କର ଇଚ୍ଛା।’ ନିଜ ସଫଳତାର ଶ୍ରେୟ ସେ ଓଡ଼ିଶାବାସୀଙ୍କୁ ଦେଇ କହିଥିଲେ, ସେମାନଙ୍କର ଶୁଭକାମନା ଯୋଗୁଁ ଏହା ସମ୍ଭବ ହୋଇ ପାରିଲା।
 
ତାଙ୍କର ସଫଳତା ପରେ ତାଙ୍କୁ ରାଜ୍ୟପାଳ ମାନନୀୟ ରାମେଶ୍ୱର ଠାକୁର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଜ ଭବନ ଭୁବନେଶ୍ୱରରେ ସମ୍ବର୍ଦ୍ଧିତ କରାଯାଇଥିଲା।