"ବିଶ୍ୱନାଥ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବନାନ
୨୪ କ ଧାଡ଼ି:
|death_place = [[କଟକ]]
|residence = କାଜି ବଜାର ,କଟକ
|party = ସଂଯୁକ୍ତ ସାମ୍ମୁକ୍ଷସାମ୍ମୁଖ୍ୟ
|spouse =
|alma_mater = [[ରେଭେନ୍ସା ବିଶ୍ଵବିଦ୍ୟାଳୟ|ରେଭେନ୍ସା କଲେଜ ମହାବିଦ୍ୟାଳୟ]]<br>[[କଲିକତା ବିଶ୍ୱବିଦ୍ୟାଳୟ]]
|website =
}}
 
'''ବିଶ୍ଵନାଥ ଦାସ''' ( ୮, ମଈ, ୧୮୮୯ - ୨, ଜୁନ, ୧୯୮୪) ଏକା ଧାରାରେ ଜଣେ [[ଭାରତୀୟ]] ରାଜନେତା, ସମାଜସେବୀ ଓ ସ୍ଵାଧୀନତା ସଂଗ୍ରାମୀ ଥିଲେ । ସେ ବିଲାତ ଶାସନ (୧୯୩୭ - ୧୯୩୯) କାଳରେ [[ଓଡିଶାଓଡ଼ିଶା]] ପ୍ରଦେଶପ୍ରଦେଶର ର [[ପ୍ରଧାନମନ୍ତ୍ରୀ]] ଥିଲେ । ସେ ମଧ୍ୟ [[ଉତ୍ତରପ୍ରଦେଶଉତ୍ତର ପ୍ରଦେଶ]]ର [[ରାଜ୍ୟପାଳ]] (୧୯୬୨-୧୯୬୭) ଥିଲେ ଏବଂ ଶେଷରେ [[ଓଡିଶାଓଡ଼ିଶା]] ପ୍ରଦେଶର [[ମୁଖ୍ୟମନ୍ତ୍ରୀ]] (୧୯୭୧-୧୯୭୨) ଥିଲେ ।<ref>http://orissa.gov.in/e-magazine/orissaannualreference/ORA-2005/pdf/bio-data_of_chief_minister.pdf</ref>
 
==ପ୍ରାରମ୍ଭିକ ଜୀବନ==
ବିଶ୍ବନାଥବିଶ୍ଵନାଥ ଦାସ ୮ ମଈ ୧୮୮୯ ମସିହାରେ, ମଧୁସୁଦନ ଦାସଙ୍କ ଔରସରୁ [[ଓଡିଶା]]ର [[ଗଞ୍ଜାମ ଜିଲ୍ଲା]] ରେ ଜନ୍ମ ଗ୍ରହଣ କରିଥିଲେ । ସେ [[ରେଭେନ୍ସା ବିଶ୍ଵବିଦ୍ୟାଳୟ|ରେଭେନ୍ସା ମହାବିଦ୍ୟାଳୟ]] ମହାବିଦ୍ୟାଳୟରୁରୁ ସ୍ନାତକରେ ଉତ୍ତୀର୍ଣ୍ଣ ହେଲା ପରେ [[କଲିକତା]] [[ବିଶ୍ବବିଦ୍ୟାଳୟବିଶ୍ଵବିଦ୍ୟାଳୟ]]ରୁ ଆଇନ ରେଆଇନରେ ସ୍ନାତକୋତ୍ତର ହେଲେଶିକ୍ଷା ସମାପ୍ତ କରିଥିଲେ । [[ମାଡ୍ରାସ]] ଠାରେ ଆଇନ ବ୍ୟବସାୟ କରୁଥିବା ସମୟରେ ସେ ୧୯୨୧ ମସିହାରେ [[ଭାରତୀୟ ଜାତୀୟ କଂଗ୍ରେସ]] ରେ ଯୋଗଦେଲେ । ସେହିବର୍ଷ ସେ ମଧ୍ୟ [[ଗଞ୍ଜାମ]] [[ଜିଲ୍ଲା]] ର [[ଛତ୍ରପୁର]] ତାଲୁକା ପରିଷଦକୁପରିଷଦର ସଭାପତି ପଦକୁ ନିର୍ବାଚିତ ହୋଇଥିଲେ ।
ଓଡିଶା [[ଓଡ଼ିଶା]]ର ସେବା କ୍ଷେତ୍ର ରେକ୍ଷେତ୍ରରେ ମହତ୍ବପୂର୍ଣ୍ଣମହତ୍ଵପୂର୍ଣ୍ଣ ଅବଦାନ ଥିବା [[ଲୋକ ସେବକ ମଣ୍ଡଳ]] ର ଆଜୀବନ ସଦସ୍ୟ ମଧ୍ୟ ଥିଲେ।
 
==ରାଜନୀତି==
ବିଶ୍ବନାଥବିଶ୍ଵନାଥ ଦାସ [[ମାଡ୍ରାସ]] କାଉନ୍ସିଲକୁ ତିନିଥର (୧୯୨୦ -୧୯୨୯) ନିର୍ବାଚିତ ହୋଇଥିଲେ । ପରେ ସେ ସ୍ବାଧିନତା ସଙ୍ଗ୍ରାମରେ ଭାଗ ନେବାପାଇଁ କାଉନ୍ସିଲରୁ ଇସ୍ତଫା ଦେଇଥିଲେ ଓ ବାରମ୍ବାର ଜେଲ ଯାଇଥିଲେ । ସ୍ବତନ୍ତ୍ରସ୍ଵତନ୍ତ୍ର [[ଓଡିଶାଓଡ଼ିଶା]] ପ୍ରଦେଶ ଗଠନରେ ତାଙ୍କର ପ୍ରଚେଷ୍ଟା ପ୍ରଣିଧାନ ଯୋଗ୍ୟ । ୧୯୩୬ ମସିହାରେ ସ୍ବତନ୍ତ୍ରସ୍ଵତନ୍ତ୍ର [[ଓଡିଶାଓଡ଼ିଶା]] ପ୍ରଦେଶ ଗଠନ ହେଲାପରେ ସେ ୧୯୩୭ ମସିହାରେ [[ଓଡିଶାଓଡ଼ିଶା]]ର ପ୍ରଥମ [[ପ୍ରଧାନମନ୍ତ୍ରୀ]] ହୋଇଥିଲେ । ପରେ ସେ ଦ୍ଵିତୀୟ ବିଶ୍ଵଯୁଦ୍ଧ ହେବାରୁ ୧୯୪୨ ମସିହାରେ ଇସ୍ତଫା ଦେଇଥିଲେ । ସେ ୧୯୪୭ ରୁ ୧୯୫୨ ପର୍ଯ୍ୟନ୍ତ [[ଭାରତୀୟ ସମ୍ବିଧାନ]] ସମ୍ବିଧାନ ସଭାର ସଦସ୍ୟ ଥିଲେ । ସେ ଅନେକ ଥର [[ଓଡିଶା]]ଓଡ଼ିଶା ପ୍ରଦେଶ [[କଂଗ୍ରେସ କମିଟି]] କମିଟିର ସଭାପତି ଥିଲେ । ପରେ ୧୯୭୧-୧୯୭୨ ରେ ସେ [[ଓଡିଶାଓଡ଼ିଶା]]ର [[ମୁଖ୍ୟମନ୍ତ୍ରୀ]] ହୋଇଥିଲେ ।
 
==ଶେଷ ଜୀବନ==
ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ସାମଜିକସାମାଜିକ ଓ ରାଜନୀତିକ ଜୀବନ ଅତିବାହିତ କଲାପରେ ସେ ୨ ଜୁନ ୧୯୮୪ ରେ ଇହଲୀଳା ସମ୍ବରଣ କରିଥିଲେ ।
 
==ଆଧାର==