"ବିଶ୍ୱନାଥ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୪ କ ଧାଡ଼ି:
 
==ପ୍ରାରମ୍ଭିକ ଜୀବନ==
ବିଶ୍ବନାଥ ଦାସ ୮ ମଈ ୧୮୮୯ ମସିହାରେ, ମଧୁସୁଦନ ଦାସଙ୍କ ଔରସରୁ [[ଓଡିଶା]]ର [[ଗଞ୍ଜାମ ଜିଲ୍ଲା]] ଠାରେରେ ଜନ୍ମ ଗ୍ରହଣ କରିଥିଲେ । ସେ [[ରେଭେନ୍ସା]] ମହାବିଦ୍ୟାଳୟରୁ ସ୍ନାତକରେ ଉତିର୍ନଉତ୍ତୀର୍ଣ୍ଣ ହେଲା ପରେ ହେଲାପରେ [[କଲିକତା]] [[ବିଶ୍ବବିଦ୍ୟାଳୟ]]ରୁ ଆଇନ ରେ ସ୍ନାତକସ୍ନାତକୋତ୍ତର ହେଲେ । [[ମାଡ୍ରାସ]] ଠାରେ ଆଇନ ବେବସାୟବ୍ୟବସାୟ କରୁଥିବା ସମୟରେ ସେ ୧୯୨୧ ମସିହାରେ [[ଭାରତୀୟ ଜାତୀୟ କଙ୍ଗ୍ରେସକଂଗ୍ରେସ]] ରେ ଯୋଗଦେଲେ । ସେହିବର୍ଷ ସେ ମଧ୍ୟ [[ଗଞ୍ଜାମ]] [[ଜିଲ୍ଲା]] ର [[ଛତ୍ରପୁର]] ତାଲୁକା ପରିଷଦକୁ ସଭାପତି ପଦକୁ ନିର୍ବାଚିତ ହୋଇଥିଲେ ।
ଓଡିଶା ର ସେବା କ୍ଷେତ୍ର ରେ ମହତ୍ବପୂର୍ଣ୍ଣ ଅବଦାନ ଥିବା [[ଲୋକ ସେବକ ମଣ୍ଡଳ]] ର ଆଜୀବନ ସଦସ୍ୟ ମଧ୍ୟ ଥିଲେ।