"ବିଶ୍ୱନାଥ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ (ଲିଙ୍କ)
}}
 
""'''ବିଶ୍ଵନାଥ ଦାସ""''' ଏକାଧାର( ରେ୮, ଭାରତମଈ, ୧୮୮୯ - ୨, ଜୁନ, ୧୯୮୪) ଏକା ଧାରାରେ ଜଣେ ମହାନ[[ଭାରତୀୟ]] ରାଜନେତା,ସମାଜ ସେବୀସମାଜସେବୀ ଓ ସ୍ଵାଧୀନତା ସଂଗ୍ରାମୀ ଥିଲେ।ଥିଲେ । ସେ ବିଲାତ ଶାସନ (୧୯୩୭ - ୧୯୩୯) କାଳରେ [[ଓଡିଶା]] ପ୍ରୋଭିନ୍ସର [[ପ୍ରଧାନ]] ମନ୍ତ୍ରି ଥିଲେ । ସେ ମଧ୍ୟ [[ଉତରପ୍ରଦେଶ]]ର [[ରାଜ୍ୟପାଳ]] (୧୯୬୨-୧୯୬୭) ଥିଲେ ଏବଂ ସେଷରେ [[ଓଡିଶା]] ପ୍ରଦେଶର [[ମୁଖ୍ୟମନ୍ତ୍ରି]] (୧୯୭୧-୧୯୭୨) ଥିଲେ ।<ref>http://orissa.gov.in/e-magazine/orissaannualreference/ORA-2005/pdf/bio-data_of_chief_minister.pdf</ref> ସେ ଇଂରେଜ ଅଧିନସ୍ଥ ଭାରତ ରେ ସ୍ଵତନ୍ତ୍ର [[ଓଡିଶା]] ର ପ୍ରଥମ ପ୍ରଧାନମନ୍ତ୍ରୀ(୧୯୩୭-୩୯) ,୧୯୬୨ ରୁ ୧୯୬୭ ଯାଏଁ [[ଉତ୍ତର ପ୍ରଦେଶ]]ର ରାଜ୍ୟପାଳ ଏବଂ ଶେଷ ରେ ଓଡିଶା ର ମୁଖ୍ୟମନ୍ତ୍ରୀ ୧୯୭୧ ରୁ ୧୯୭୨ ଯାଏଁ ହେଇଥିଲେ ।
 
 
==ପ୍ରାରମ୍ଭିକ ଜୀବନ==
ବିଶ୍ବନାଥ ଦାସ ୮ ମଈ ୧୮୮୯ ମସିହାରେ, ମଧୁସୁଦନ ଦାସଙ୍କ ଔରସରୁ [[ଓଡିଶା]]ର [[ଗଞ୍ଜାମ]] ଠାରେ ଜନ୍ମ ଗ୍ରହଣ କରିଥିଲେ । ସେ [[ରେଭେନ୍ସା]] ମହାବିଦ୍ୟାଳୟରୁ ସ୍ନାତକରେ ଉତିର୍ନ ହେଲାପରେ [[କଲିକତା]] [[ବିଶ୍ବବିଦ୍ୟାଳୟ]]ରୁ ଆଇନ ରେ ସ୍ନାତକ ହେଲେ । [[ମାଡ୍ରାସ]] ଠାରେ ଆଇନ ବେବସାୟ କରୁଥିବା ସମୟରେ ସେ ୧୯୨୧ ମସିହାରେ [[ଭାରତୀୟ ଜାତୀୟ କଙ୍ଗ୍ରେସ]] ରେ ଯୋଗଦେଲେ । ସେହିବର୍ଷ ସେ ମଧ୍ୟ [[ଗଞ୍ଜାମ]] [[ଜିଲ୍ଲା]]ର [[ଛତ୍ରପୁର]] ତାଲୁକା ପରିଷଦକୁ ସଭାପତି ପଦକୁ ନିର୍ବାଚିତ ହୋଇଥିଲେ ।
 
==ରାଜନୀତି==
ବିଶ୍ବନାଥ ଦାସ [[ମାଡ୍ରାସ]] କାଉନ୍ସିଲକୁ ତିନିଥର (୧୯୨୦ -୧୯୨୯) ନିର୍ବାଚିତ ହୋଇଥିଲେ । ପରେ ସେ ସ୍ବାଧିନତା ସଙ୍ଗ୍ରାମରେ ଭାଗ ନେବାପାଇଁ କାଉନ୍ସିଲରୁ ଇସ୍ତଫା ଦେଇଥିଲେ ଓ ବାରମ୍ବାର ଜେଲ ଯାଇଥିଲେ । ସ୍ବତନ୍ତ୍ର [[ଓଡିଶା]] ପ୍ରଦେଶ ଗଠନରେ ତାଙ୍କର ପ୍ରଚେଷ୍ଟା ପ୍ରଣିଧାନ ଯୋଗ୍ୟ । ୧୯୩୬ ମସିହାରେ ସ୍ବତନ୍ତ୍ର [[ଓଡିଶା]] ପ୍ରଦେଶ ଗଠନ ହେଲାପରେ ସେ ୧୯୩୭ ମଶିହାରେ [[ଓଡିଶା]]ର ପ୍ରଥମ [[ପ୍ରଧାନ ମନ୍ତ୍ରୀ]] ହୋଇଥିଲେ । ପରେ ସେ ଦ୍ବତୀୟ ବିସ୍ବଯୁଧ୍ୟ ହେବାରୁ ୧୯୪୨ ମସିହାରେ ଇସ୍ତଫା ଦେଇଥିଲେ । ସେ ୧୯୪୭ ରୁ ୧୯୫୨ ପର୍ଯ୍ୟନ୍ତ [[ଭାରତୀୟ]] ସମ୍ବିଧାନ ସଭାର ସଦସ୍ୟ ଥିଲେ । ସେ ଅନେକ ଥର [[ଓଡିଶା]] ପ୍ରଦେଶ କଙ୍ଗ୍ରେଶ କମିଟିର ସଭାପତି ଥିଲେ । ପରେ ୧୯୭୧-୧୯୭୨ ରେ ସେ [[ଓଡିଶା]]ର ମୁଖ୍ୟମନ୍ତ୍ରି ହୋଇଥିଲେ ।
 
==ଶେଷ ଜିବନ==
ପ୍ରାୟ ଅର୍ଦ୍ଦ ସତାଦ୍ଦି ଧରି ସାମଜିକ ଓ ରାଜନୀତିକ ଜୀବନ ଅତିବାହିତ କଲାପରେ ସେ ୨ ଜୁନ ୧୯୮୪ ରେ ଇହଲିଳା ସମ୍ବରଣ କରିଥିଲେ ।
 
""ବିଶ୍ଵନାଥ ଦାସ"" ଏକାଧାର ରେ ଭାରତ ର ଜଣେ ମହାନ ରାଜନେତା,ସମାଜ ସେବୀ ଓ ସ୍ଵାଧୀନତା ସଂଗ୍ରାମୀ ଥିଲେ। ସେ ଇଂରେଜ ଅଧିନସ୍ଥ ଭାରତ ରେ ସ୍ଵତନ୍ତ୍ର [[ଓଡିଶା]] ର ପ୍ରଥମ ପ୍ରଧାନମନ୍ତ୍ରୀ(୧୯୩୭-୩୯) ,୧୯୬୨ ରୁ ୧୯୬୭ ଯାଏଁ [[ଉତ୍ତର ପ୍ରଦେଶ]]ର ରାଜ୍ୟପାଳ ଏବଂ ଶେଷ ରେ ଓଡିଶା ର ମୁଖ୍ୟମନ୍ତ୍ରୀ ୧୯୭୧ ରୁ ୧୯୭୨ ଯାଏଁ ହେଇଥିଲେ ।
 
==ଆଧାର==
୫,୬୦୧

ଗୋଟି ସମ୍ପାଦନା