"ଅନୁଗୋଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର
୪ କ ଧାଡ଼ି:
|native_name = ଅନୁଗୋଳ
|other_name =
|district = [[ଅନୁଗୋଳ ଜିଲ୍ଲା|ଅନୁଗୁଳଅନୁଗୋଳ]]
|state_name = ଓଡ଼ିଶା
|nearest_city = [[କଟକ]], [[ଭୁବନେଶ୍ଵର]]
୩୮ କ ଧାଡ଼ି:
ଅନୁଗୋଳର ସାକ୍ଷରତା ହାର ୬୮.୭୯%, ଯାହାକି ଜାତୀୟ ସାକ୍ଷରତା ହାର ୫୯.୫% ଠାରୁ ବେଶୀ । ଲୋକସଂଖ୍ୟାର ୧୧% ଛ ବର୍ଷରୁ କମ ।
 
==ଦର୍ଶନୀୟ ସ୍ଥାନ==
==ଆହୁରି ଦେଖନ୍ତୁ==
===ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର===
[[ଅନୁଗୋଳ ଜିଲ୍ଲା]]
ଅନୁଗୋଳ ସହର ମଧ୍ୟସ୍ଥଳରେ ଥିବା ସୁନାଶଗଡ଼ ପାହାଡ଼ରେ ମାଆ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ଅବସ୍ଥିତ ୤<ref>{{cite web |url= http://www.odisha360.com/angul/budhi-thakuran/ |title=Budhi Thakurani |work=odisha360.com |year=2012 |quote=The temple of ‘Budhi Thakurani’ is situated on one side of Sunasagad hill, |accessdate=23 May 2012}}</ref>
ମନ୍ଦିରର ବାମ ପାର୍ଶ୍ଵରେ ମଦନମୋହନ, ଦକ୍ଷିଣ ପାର୍ଶ୍ଵରେ ଶିବପାର୍ବତୀ, ଗାୟତ୍ରୀ ଏବଂ ସମ୍ମୁଖରେ ଏକ ଦୁର୍ଗାମଣ୍ଡପ ରହିଅଛି ୤ ସୁନାଶଗଡ଼ ପାହାଡ଼ର ଶୀର୍ଷ ଦେଶରେ ଜଗନ୍ନାଥଙ୍କର [[ଜଗନ୍ନାଥ ମନ୍ଦିର, ଅନୁଗୋଳ|ଶୈଳଶ୍ରୀକ୍ଷେତ୍ର]] ୨୦୦୨ରେ ପ୍ରତିଷ୍ଠା କରାଯାଇଅଛି ୤ <ref>{{cite web |url= http://angul.nic.in/sailasrikhetra.htm |title=SAILASHREEKHETRA, ANGUL |work=angul.nic.in |year=2011 |quote= after completion of Pratistha Utsav on Dt.22.02.2002 |accessdate=23 May 2012}}</ref>
କିମ୍ବଦନ୍ତୀ ମତେ ସୁନାଶ ନାମକ ଜଣେ କନ୍ଧ ଏହି ପାହାଡ଼କୁ ଗଡ଼ ଭାବେ ବ୍ୟବହାର କରୁଥିଲା । ସେ ବୁଢ଼ୀ ଠାକୁରାଣୀଙ୍କୁ ନିଜର ଇଷ୍ଟଦେବୀ ରୂପେ ପୂଜା କରୁଥିଲା ୤ <ref>{{cite web |url= http://angul.nic.in/budhi.htm |title=BUDHI THAKURANI, LIVING GODDESS OF ANGUL |work=angul.nic.in |year=2011 |quote=The Kandha ruler placed this Budhi Thakurani and worshipped as his Esta Devi |accessdate=23 May 2012}}</ref>
 
ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ: [[ପଞ୍ଚୁପାଣ୍ଡବ]]ଙ୍କ ଅସ୍ତଶସ୍ତ୍ରକୁ ମା [[କୁନ୍ତୀ]] ସୁନାଶଗଡ଼ ପାହାଡ଼ ଭିତରେ ଲୁଚାଇ ନିଜେ ମାଆ ବୁଢ଼ୀ ବେଶରେ ପାହଡ଼ ସାମ୍ନାରେ ଜଗି ରହିଛନ୍ତି ୤
ମାଆ ବୁଢ଼ୀଠାକୁରାଣୀଙ୍କୁ ପ୍ରତିଦିନ ବିଧି ଅନୁସାରେ ଶାବରମତରେ ପୂଜାପାଠ କରାଯାଉଅଛି ୤ ପ୍ରତିବର୍ଷ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ଵିତୀୟା ତିଥିରେ ମାଆଙ୍କର ଜନ୍ମଦିନ ପାଳନ କରାଯାଏ ୤ ନାରାୟଣ ସାଗର ଓ ଚନ୍ଦନ ପୋଖରୀର ଜଳ ଆଣି ମାଆଙ୍କର ସ୍ନାନ ବିଧି ସମ୍ପନ୍ନ କରାଯାଇ ସୁନାବେଶରେ ସଜ୍ଜିତ କରାଯାଏ ୤
 
== ଆଧାର ==
"https://or.wikipedia.org/wiki/ଅନୁଗୋଳ"ରୁ ଅଣାଯାଇଅଛି