"କ୍ୟାପିଟାଲ ହାଇସ୍କୁଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
image change
ଆହୁରି ଦେଖିବେ
୨୭ କ ଧାଡ଼ି:
== ଇତିହାସ ==
କ୍ୟାପିଟାଲ ହାଇସ୍କୁଲ ୧୯୫୧ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଏଠାରେ [[ଓଡ଼ିଆ ଭାଷା|ଓଡ଼ିଆ]] ମାଧ୍ୟମରେ ଶିକ୍ଷା ଦିଆଯାଇଥାଏ । ପ୍ରଥମ ପ୍ରଧାନ ଶିକ୍ଷକ ରୁପେ ଶ୍ରୀ ଗଣେଶ ଚନ୍ଦ୍ର ମିଶ୍ର ୧୬ ଜୁଲାଇ ୧୯୫୧ ତାରିଖ ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଇତି ମଧ୍ୟରେ ବିଦ୍ୟାଳୟଟି ୬୧ ବର୍ଷ ପୁରଣ କରି ସାରିଛି । ୨୮ ଓ ୨୯ ଅପ୍ରେଲ ୨୦୧୨ରେ ବିଦ୍ୟାଳୟର ହୀରକ ଜୟନ୍ତି ପାଳନ କରାଯାଇଥିଲା । ହୀରକ ଜୟନ୍ତି ଅବସର ରେ ଭାରତୀୟ ପୋଷ୍ଟ୍ ତରଫ ରୁ ସ୍କୁଲ କୁ ଉତ୍ସର୍ଗୀକୃତ ଏକ ସ୍ବତନ୍ତ୍ର କଭର ପ୍ରକାଶ କରାଯାଇଛି | <ref>http://philamirror.info/2012/05/09/special-cover60-years-of-capital-high-school-bhubaneswar/</ref> ପ୍ରତିଷ୍ଠା ବର୍ଷରୁ ଏ ଯାବତ ବହୁ ଛାତ୍ର ମାଟ୍ରିକ ପରୀକ୍ଷା ରେ ରାଜ୍ୟ ରେ ପ୍ରଥମ ଦଶ ଜଣଙ୍କ ମଧ୍ୟ ରେ ସ୍ଥାନ ଅର୍ଜନ କରିଛନ୍ତି ।<ref>http://www.capitalhighschoolbhubaneswar.com/results.htm</ref> ଅଧୁନା ଏହି ବିଦ୍ୟାଳୟରେ ପ୍ରାୟ ୧,୦୦୦ ଛାତ୍ର ଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି ।
 
==ଆହୁରି ଦେଖିବେ==
*[[ସେକେଣ୍ଡାରି ବୋର୍ଡ଼ ହାଇସ୍କୁଲ]]
*[[ଓଡିଶା_ପୋଲିସ_ହାଇସ୍କୁଲ]]
*[[ରେଭେନ୍ସା ବିଶ୍ଵବିଦ୍ୟାଳୟ]]
*[[]ମାଧ୍ୟମିକ_ଶିକ୍ଷା_ପରିଷଦ_ବିଦ୍ୟାଳୟ,_କଟକ]
 
==ଆଧାର==