"ଲକ୍ଷ୍ମୀ ପୂଜା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
ଢେଙ୍କାନାଳରେ ମହାଲକ୍ଷ୍ମୀ ପୁଜାର ପ୍ରସିଧି ପଛରେ ଐତିହାସିକ କାରଣ ରହିଛି । ଢେଙ୍କାନାଳ ଇତିହାସ ବର୍ଣ୍ନନା କାରାଯାଇଛି ଯ ଇଠାକାର ରାଜବନଶ କୃଷ୍ନ ବାସୁଦେବଙ୍କର ଉପାସକଭବେ ବୈସ୍ନବ ମଠ ପ୍ରତିଠା କରିଥିଲେ । କୁଞ୍ଜକାନ୍ତର କୃଷ୍ନମନ୍ଦର ଏହି ରାଜବଶ୍ଶ୍ଶ୍ଶ୍ଶ୍ର ଆରାଧ୍ୟ ଦେବତା, ବଳରାମ ମନ୍ଦର, ଜଗନ୍ନ୍ନ୍ନାଥ ମନ୍ଦର,ବୃନ୍ଦାବନ ମନ୍ଦର,ବ୍ରୁନ୍ଦାବନଚନ୍ଦ୍ର ମନ୍ଦର,କପିଳାସ ର ନରାୟଣ ମନ୍ଦର, ନୃସିଙ୍ଘ ଓ ଲକ୍ଷ୍ମୀମୁତ୍ତ ପ୍ରତିଶ୍ହ୍ଥ,
{{ତିଆରି ଚାଲିଛି}}
 
ଢେଙ୍କାନାଳରେ ମହାଲକ୍ଷ୍ମୀ ପୁଜାର ପ୍ରସିଧି ପଛରେ ଐତିହାସିକ କାରଣ ରହିଛି । ଢେଙ୍କାନାଳ ଇତିହାସ ବର୍ଣ୍ନନା କାରାଯାଇଛି ଯେ ଏଠାକାର ରାଜବଂଶ କୃଷ୍ନ ବାସୁଦେବଙ୍କର ଉପାସକଭବେ ବୈଷ୍ଣବ ମଠ ପ୍ରତିଷ୍ଠା କରିଥିଲେ । କୁଞ୍ଜକାନ୍ତର କୃଷ୍ଣମନ୍ଦିର ଏହି ରାଜବଂଶ ଆରାଧ୍ୟ ଦେବତା, ବଳରାମ ମନ୍ଦିର, ଜଗନ୍ନାଥ ମନ୍ଦିର, ବୃନ୍ଦାବନମଦିର, ବୃନ୍ଦାବନଚନ୍ଦ୍ରମନ୍ଦିର, କପିଳାସର ନାରାୟଣ ମଦିର, ନୃସିଂହ ଓ ଲକ୍ଷ୍ମୀମୁର୍ତ୍ତୀ ପ୍ରତିଷ୍ଠା, ଚୈତନ୍ୟଙ୍କ ପାଦଚିହ୍ନ ପ୍ରତିଷ୍ଠା ଇତ୍ୟାଦି ବହୁବିଧ ପଦକ୍ଷେପ ଯୋଗୁଁ ବିଷ୍ଣୁ ପୁଜାର ପରମ୍ପରା ପ୍ରଜାଙ୍କ ଦ୍ଵାରା ଆଦୃତ ହୋଈପାରିଥିବାରୁ ବିଷ୍ଣୁଙ୍କର ପତ୍ନୀ ଭାବରେ ଲକ୍ଷ୍ମୀ ପୁଜାର ପରମ୍ପରା ଏଠାରେ ଗଢିଉଠିଥିଲା ।