"ଉଇକିପିଡ଼ିଆ:ମେଳଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
{{Shortcut|WP:Meetup}}+
୧ କ ଧାଡ଼ି:
{{Shortcut|WP:Meetup}}
ଉଇକିପିଡ଼ିଆ '''[[Wikipedia:Meetup|ମେଳଣ]]''' ଦେଇ ଆମେ ଓଡ଼ିଆ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚେଇବାର ଚେଷ୍ଟା କରିଥାଉ, ଓଡ଼ିଆ ଉଇକିପିଡ଼ିଆ ଉପରେ ନାନା ଆଲୋଚନା କରିଥାଉ ଓ ଆଗକୁ ବଢାଇବାର ବାଟ ତିଆରି କରିଥାଉ । ଯଦି ଆପଣ [[ଓଡ଼ିଶା]] ଓ ଓଡ଼ିଶା ବାହାରେ ଓଡ଼ିଆ ଉଇକିପିଡ଼ିଆ ଓ [[Wikimedia_Foundation#Wikimedia_projects|ବାକି ଉଇକିମିଡ଼ିଆ ପ୍ରକଳ୍ପ]]ସବୁର ବିକାଶ ପାଇଁ ଇଛୁକ ତେବେ ଏଥିରେ ଭାଗ ନିଅନ୍ତୁ ।