"ଭଦ୍ରକ ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
== ଆଶ୍ରମ ଓ ଅନୁଷ୍ଠାନ ==
*[[ହରେକୃଷ୍ଣ ମହତାବ]]ଙ୍କଦ୍ୱାରା ୧୯୩୧ ମସିହାରେ ଆଗରପଡ଼ାଠାରେ [[ଗାନ୍ଧୀ କର୍ମମନ୍ଦିର]]
*[[ଗୁଜୁରାଟଗୁଜରାଟ]]ର ବିଶିଷ୍ଟ ଗାନ୍ଧିବାଦୀ [[ଜୀବନରାମ କଲ୍ୟାଣଜୀ କୋଠାରୀ]]ଙ୍କ ଦାନରେ [[ଗରଦ]]ପୁରର [[ଗାନ୍ଧୀ ବାଳାଶ୍ରମ]]
*[[ଭଣ୍ଡାରୀପୋଖରୀ]]ର [[କୁମ୍ଭାରିଆ ଆଶ୍ରମ]]
*'''ସାହିତ୍ୟ ସଂସ୍କୃତି ଓ କଳାର ବିକାଶ ପାଇଁ ଗଢ଼ି ଉଠିଥିବା ଅନ୍ୟାନ୍ୟ ଅନୁଷ୍ଠାନ''': ଚାନ୍ଦବାଲିର ପୂଜ୍ୟପୂଜା ସଂସଦ, ଭଦ୍ରକ ପୂଜ୍ୟପୂଜା ସଂସଦ, ଭଦ୍ରକ ସାହିତ୍ୟ ସଂସ୍କୃତି ପରିଷଦ, ରାମେଶ୍ୱର ସାହିତ୍ୟ ସଂସଦ, ରାନ୍ଦିଆ, ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚ, ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦ, ଚିନ୍ତା ଓ ଚେତନା, ଶାରଦା ବିହାର ଟ୍ରଷ୍ଟ, ଭଦ୍ରକ ଲେଖକ ସାମ୍ମୁଖ୍ୟ, ଭଦ୍ରକ ଗବେଷଣା ପରିଷଦ ଇତ୍ୟାଦି।