୫୧୬
ଗୋଟି ସମ୍ପାଦନା
}}
'ଗୋଆ' [[ଭାରତ]]ର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଏକ ରାଜ୍ୟ |କ୍ଷେତ୍ରଫଳ ହିସାବରେ ଏହା ଭାରତର କ୍ଷୁଦ୍ରତମ ତଥା ଜନସଂଖ୍ୟା ହିସାବରେ ଏହା ଭାରତର ଚତୁର୍ଥ କ୍ଷୁଦ୍ର ରାଜ୍ୟ। ଆରବ ସାଗର କୁଳରେ ଥିବା ଏହି ରାଜ୍ୟକୁ ଉତ୍ତରଦିଗରେ ମହାରାଷ୍ଟ୍ର, ପୂର୍ବ ଓ ଦକ୍ଷିଣ ଦିଗରେ କର୍ଣାଟକ ଘେରି ରହିଛି। ଗୋଆ ଭାରତର ସବୁଠାରୁ ଧନୀ ରାଜ୍ୟ। ଏହାର ମୋଟ ଘରୋଇ ଉତ୍ପାଦ (ଜି. ଡ଼ି. ପି.) ଦେଶର ଜି. ଡ଼ି. ପି.ର ଅଢେଇଗୁଣ ଅଧିକ।। ୧୧ମ ବିତ୍ତ କମିଶନ ଗୋଆକୁ ଭିତ୍ତିଭୂମି ପାଇଁ ସବୁଠୁ ଭଲ ରାଜ୍ୟ ଭାବେ ଗଣନା କରିଛନ୍ତି। ପାନାଜି ବ ପାଞ୍ଜିମ ଗୋଆର ରାଜଧାନୀ ଆଟେ। ପ୍ରାୟ ୪୫୦ବର୍ଷ ଧରି ଗୋଆ ପର୍ତୁଗିଜ୍ କଲୋନୀ ରହି ଆସିଥିଲା। ୧୯୬୧ ମସିହାରେ ଏହା ଭାରତ ବର୍ଷ ସାଙ୍ଗରେ ଯୋଗ କରାଗଲା। ଗୋଆ ରାଜ୍ୟ ଏହାର ବେଳାଭୂମି ,ବିଶ୍ଵବିଖ୍ୟାତ ଗୀର୍ଜାଘର, ଭରପୁର ଖଣିଜ ପଦାର୍ଥ ଓ ସବୁଜ ପଶ୍ଚିମଘାଟ ପର୍ବତ ମାଲା ପାଇଁ ପ୍ରସିଦ୍ଧ ଅଟେ।
==ଆଧାର==
|
ଗୋଟି ସମ୍ପାଦନା