"ରାଜେନ୍ଦ୍ର ନାରାୟଣ ସିଂହଦେଓ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ତଥ୍ୟ ପେଟି
ଟିକେNo edit summary
୨ କ ଧାଡ଼ି:
| name = ରାଜେନ୍ଦ୍ର ନାରାୟଣ ସିଂହଦେଓ
| image =
| birth_date = {{Birth date|1912|3|31|mfdf=y}}
| birth_place = ଶୈଳଶ୍ରୀ ରାଜପ୍ରସାଦ, [[ବଲାଙ୍ଗୀର]]
| residence =
| death_date = {{death date and age|df=yes|1975|2|23|1912|3|31}}
| death_place =
| constituency = [[ବଲାଙ୍ଗୀର ]]
| occupation = ରାଜନୀତି
| profession =
୨୯ କ ଧାଡ଼ି:
| source = http://orissa.gov.in/e-magazine/orissaannualreference/ORA-2004/pdf/biodata_CM_orissa.pdf
}}
ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ, ଛବିଶଟି ଗଡ଼ଜାତ ଭିତରୁ ବଲାଙ୍ଗିର-ପାଟଣା ଗଡ଼ଜାତର ୩୩ତମ ଚୌହାନ ବଂଶୀୟ ରାଜା।ରାଜା । ପରବର୍ତ୍ତୀ କାଳରେ ସେ [[ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନଙ୍କର ତାଲିକା|ଓଡ଼ିଶାର ମୁଖ୍ୟମନ୍ତ୍ରୀ]] ପଦ ମଣ୍ତନ କରିଥିଲେ।
ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ
 
<!--ଜନ୍ମ : ୧୯୧୨ ମସିହା ମାର୍ଚ୍ଚ ୩୧ ତାରିଖ
== ପରିଚୟ ==
ଛବିଶଟି ଗଡ଼ଜାତ ଭିତରୁ ବଲାଙ୍ଗିର-ପାଟଣା ଗଡ଼ଜାତର ୩୩ତମ ଚୌହାନ ବଂଶୀୟ ରାଜା। ପରବର୍ତ୍ତୀ କାଳରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ମଣ୍ତନ କରିଥିଲେ।
 
ଜନ୍ମ : ୧୯୧୨ ମସିହା ମାର୍ଚ୍ଚ ୩୧ ତାରିଖ
ପିତା : ଆଦିତ୍ୟ ପ୍ରସାଦ ସିଂହ
ମାତା : ପଦ୍ମିନୀ କୁମାରୀ
Line ୪୨ ⟶ ୩୯:
ହଜାରିବାଗ ଓ ମୁଙ୍ଗେରରେ ରାଜ କାର୍ଯ୍ୟ ପରିଚାଳନା ସମ୍ବନ୍ଧୀ ଶିକ୍ଷାପ୍ରାପ୍ତି
ବିବାହ : ୨୦ ବର୍ଷ ବୟସରେ ପାତିଆଲା ମହାରାଜଙ୍କର କନ୍ୟା କୈଳାସ କୁମାରୀ
୧୯୩୩: ମସିହାରୁ ରାଜ୍ୟଭାର-->
 
== ଶାସନ ==
Line ୫୧ ⟶ ୪୮:
 
=== ସଂସ୍କୃତିପ୍ରେମ ===
କଳାର ଅଭିବୃଦ୍ଧି ପାଇଁ ‘କୋଶଳ କଳାମଣ୍ଡଳ’ ନାମକ ସଂସ୍ଥା ଗଠନ କରିଥିଲେ।କରିଥିଲେ । ‘ଚତୁରଙ୍ଗ’ ନାମକ ସାହିତ୍ୟ ପତ୍ରିକା ତାଙ୍କରି ପ୍ରଚ୍ଛନ୍ନ ଅନୁଦାନରୁ କଳାମଣ୍ଡଳର ମୁଖପତ୍ର ରୂପେ ପ୍ରକାଶ ପାଇଥିଲା। ଏହା ଛଡା ସେ ‘ଘୋଷଣା’ ନାମକ ପତ୍ରିକା ରାଜ ଦରବାର ତରଫରୁ ପ୍ରକାଶ କରିଥିଲେ। ତାଙ୍କ ରାଜ ଉଆସ ଭିତରେଥିଲା ଏକ ସମୃଦ୍ଧ ପୁସ୍ତକାଳୟ, ଯେଉଁଥିରେ ଭାରତୀୟ ଓ ବିଦେଶୀ ଭାଷାର ଅନେକ ପୁସ୍ତକ ରହିଥିଲା।ରହିଥିଲା । ତାଙ୍କ ଅନ୍ତେ ରାଜେନ୍ଦ୍ର କଲେଜର ପୁସ୍ତକାଳୟକୁ ଏହି ପୁସ୍ତକଗୁଡ଼ିକ ପ୍ରଦାନ କରାଯାଇଥିଲା।
 
ପୁରାତନ ଐତିହ୍ୟର ସୁରକ୍ଷାପାଇଁ ସେ ‘ପ୍ରତ୍ନତତ୍ତ୍ୱ ବିଭାଗ’ ଓ ‘ଐତିହାସିକ ଅନୁସନ୍ଧାନ ସୋସାଇଟି’ ନାମକ ଦୁଇଟି ସଂସ୍ଥା ଗଠନ କରିଥିଲେ। କେଦାରନାଥ ମହାପାତ୍ର ଓ ପୂର୍ଣ୍ଣଚନ୍ଦ୍ର ରଥଙ୍କ ପରି ଐତିହାସିକ ତାଙ୍କ ପୃଷ୍ଠପୋଷକତା ଲାଭ କରିଥିଲେ।କରିଥିଲେ ।
=== ନାରୀମାନଙ୍କ ଉନ୍ନତି ===
ନାରୀମାନଙ୍କ ଭିତରେ ଜାଗରଣପାଇଁ ସେ ବଲାଙ୍ଗୀରରେ[[ବଲାଙ୍ଗୀର]]ରେ ଏକ ମହିଳାକ୍ଲବ ସ୍ଥାପନ କରିଥିଲେ। ନାରୀମାନଙ୍କ ପାଇଁ ଚିକିତ୍ସାକୁ ସହଜ ସୁଲଭ କରିବାପାଇଁ ସେ ମାତୃମଙ୍ଗଳ କେନ୍ଦ୍ର ସ୍ଥାପନ କରିଥିଲେ, ଯାହା ତାଙ୍କ ପତ୍ନି କୈଳାଶ କୁମାରୀ ଦେବୀ ଉଦ୍ଘାଟନ କରିଥିଲେ।କରିଥିଲେ । ମହିଳାମାନଙ୍କୁ ପ୍ରତ୍ୟକ୍ଷ ରାଜନୀତିରେ ଅଂଶଗ୍ରହଣ କରିବାପାଇଁ ସେ ଅନୁପ୍ରେରିତ କରୁଥିଲେ।କରୁଥିଲେ । ତାଙ୍କଦ୍ୱାରା ପ୍ରଭାବିତ ହୋଇ ତାଙ୍କ ଭଉଣୀ ଢେଙ୍କାନାଳର[[ଢେଙ୍କାନାଳ]]ର ରାଣୀ ରତ୍ନପ୍ରଭା ଦେବୀ ଓ ତିଗିରିଆ ରାଜମାତା ରାସ ମଞ୍ଜରୀ ଦେବୀ ପ୍ରତ୍ୟକ୍ଷ ରାଜନୀତିରେ ଯୋଗ ଦେଇଥିଲେ।ଦେଇଥିଲେ ।
=== ସ୍ୱାସ୍ଥ୍ୟ ବ୍ୟବସ୍ଥା ===
ପ୍ରଜାମାନଙ୍କ ସ୍ୱାସ୍ଥ୍ୟର ସୁବିଧା ପାଇଁ ସେ ଅନେକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ କରିଥିଲେ।କରିଥିଲେ । ବଲାଙ୍ଗୀର ଚିକିତ୍ସାକେନ୍ଦ୍ରରେ ପ୍ରଥମ କରି ରଞ୍ଜନ ରଶ୍ମୀ ସ୍ଥାପନ କରାଇଥିଲେ। ସ୍ୱାଧୀନତା ପରେ ଏହା କଟକକୁ ସ୍ଥାନାନ୍ତରିତ ହୋଇ ଯାଇଥିଲା।ଯାଇଥିଲା । ସେଠାରେ ଅଭିଜ୍ଞ ଚିକିତ୍ସକଙ୍କୁ ନିୟୋଜିତ କରିବା ସହିତ ବଲାଙ୍ଗୀରରେ ଏକ ଆୟୁର୍ବେଦିକ ଚିକିତ୍ସାଳୟ ମଧ୍ୟ ସ୍ଥାପନା କରାଇଥିଲେ। ରାମକୃଷ୍ଣ ପରମହଂସଙ୍କ ସହଧର୍ମିଣୀ ଶାରଦା ଦେବୀଙ୍କ ନାମ ଅନୁସାରେ ଏହି ଚିକିତ୍ସାଳୟର ନାମ ଶାରଦେଶ୍ୱରୀ ରଖାଯାଇଥିଲା। ବଲାଙ୍ଗୀର ସହରରେ ଏକ ଗୋପାଳନ କେନ୍ଦ୍ର ସ୍ଥାପନ କରିବା ସହିତ ସେଠାରେ ଉନ୍ନତ ଗୋ ମହିଷାଦି ପାଳନର ବ୍ୟବସ୍ଥା କରାଇଥିଲେ।କରାଇଥିଲେ ।
=== ଧାର୍ମିକତା ଓ ସମାଜ ସଂସ୍କାର===
ସେ ଜଣେ ଧର୍ମପ୍ରାଣ ମଣିଷ ଥିଲେ। ନିଜ ମାଆ କିଶୋରୀ ମୋହନ ଦେବୀଙ୍କ ସ୍ମୃତିରେ ସେ ରାଜପ୍ରାସାଦ ଭିତରେ ଦୁଇଟି ପୁଷ୍କରିଣୀ ମଝିରେ ନୀଳକଣ୍ଠେଶ୍ୱର ମନ୍ଦିର ଓ ଶ୍ରୀରଘୁନାଥ ମନ୍ଦିର ସ୍ଥାପନ କରାଇଥିଲେ। ସେ ୧୯୩୯ରେ ସାତ ଦିନିଆ ‘ବିଷ୍ଣୁ ମହାଯଜ୍ଞ’ କରାଇଥିଲେ। ପଣ୍ଡିତ ଅର୍ଜ୍ଜୁନ ହୋତାଙ୍କ ପରାମର୍ଶ କ୍ରମେ ସେ ଅନେକ ମନ୍ଦିରରୁ ବଳିପ୍ରଥା ଦୂର କରିବାରେ ସମର୍ଥ ହୋଇଥିଲେ। ୧୯୩୯ରେ ସେ ଗୋଟିଏ ପଣ୍ଡିତ ସମ୍ମିଳନୀ ଡ଼କାଇଥିଲେ ଯେଉଁଥିଲେ ୫୦୦୦ରୁ ଅଧିକ ପଣ୍ଡିତ ଯୋଗ ଦେଇଥିଲେ।ଦେଇଥିଲେ । ବାଲ୍ୟବିବାହ ପ୍ରଥାର ଉଚ୍ଛେଦ ଓ ବିଧବା ବିବାହ ପ୍ରଚଳନ ପାଇଁ ସେ ଏହାଦ୍ୱାରା ଜନ ଜାଗୃତି ସୃଷ୍ଟି କରିଥିଲେ। ପ୍ରତି ଶନିବାର ଓ ବୁଧବାର ଦିନ ଯେ କେହି ପ୍ରଜା ରାଜପ୍ରାସାଦକୁ ଯାଇ ତାଙ୍କୁ ନିଜ ଦୁଃଖ ଜଣାଇ ପାରୁଥିଲା। ୧୯୩୬ ମସିହାରେ ନିଜ ଜନ୍ମଦିନ ଅବସରରେ ସେ ବେଠି ଓ ବେଗାରି ପ୍ରଥା ପ୍ରଜାମାନଙ୍କ ଉପରୁ ଉଠାଇ ଦେଇଥିଲେ।ଦେଇଥିଲେ ।
=== ନିର୍ମଳ ଶାସନ ===
ବଲାଙ୍ଗୀର ପାଟଣା ଗଡ଼ଜାତରେ ସେ ସମୟରେ ଏକ ସ୍ୱତନ୍ତ୍ର ବିଚାର ବ୍ୟବସ୍ଥା ରହିଥିଲା। ତିନିଜଣ ବିଜ୍ଞ ବିଚାରପତିଙ୍କୁ ନେଇ ବଲାଙ୍ଗୀରରେ ଏକ ଉଚ୍ଚନ୍ୟାୟାଳୟ କାମ କରୁଥିଲା, ଯାହା ସେ ସମୟରେ ଅନ୍ୟ କୌଣସି ପ୍ରାନ୍ତୀୟ ରାଜ୍ୟରେ ବିରଳଥିଲା।
Line ୬୬ ⟶ ୬୩:
କ୍ରୀଡାପ୍ରତି ତାଙ୍କ ପ୍ରେମର ନିଦର୍ଶନ ସ୍ୱରୂପ ‘ରମାଇ ଫୁଟବଲ ଟୁର୍ଣ୍ଣାମେଣ୍ଟ’ ଆୟୋଜନ କରିଥିଲେ। ସେ ନିଜେ ଟାଉନ ଟିମ୍ରେ ଖେଳୁଥିଲେ। ଅନ୍ୟମାନଙ୍କ ସହ ମିଶି ଖେଳିବାକୁ ସେ କେବେ କୁଣ୍ଠାବୋଧ କରୁ ନ ଥିଲେ। ପ୍ରଫେସର ସି.ଆର.ଡ଼ି. ନାଇଡ଼ୁ ତାଙ୍କୁ ଯୋଗ ଓ ପ୍ରାଣାୟାମ ଶିକ୍ଷା ଦେଉଥିଲେ।
=== ପାରଦର୍ଶୀ ବ୍ୟକ୍ତିତ୍ୱ ===
ତାଙ୍କର ସୁଶାସନ ପାଇଁ ଅନ୍ୟାନ୍ୟ ଗଡ଼ଜାତରେ ପ୍ରଜା ଆନ୍ଦୋଳନ ହୋଇଥିଲା ବେଳେ ତାଙ୍କ ରାଜ୍ୟରେ ଶାନ୍ତି ଥିଲା। ଗଡ଼ଜାତ ମିଶ୍ରଣ ଚୁକ୍ତିରେ ସ୍ୱାକ୍ଷର କରି ସେ ବଲାଙ୍ଗୀର ଗଡ଼ଜାତକୁ [[ଓଡ଼ିଶା]] ରାଜ୍ୟ ସହିତ ମିଶାଇଥିଲେ।ମିଶାଇଥିଲେ । ମିଶ୍ରଣ ସମୟରେ ରାଜକୋଷରୁ ଅନ୍ୟ ରାଜାଙ୍କ ପରି ଅର୍ଥ ଆତ୍ମସାତ ନ କରି ବହୁଜନହିତାୟର ଆଦର୍ଶ ନେଇ ସେ ସର୍ବାଧିକ ରାଜସ୍ୱ ଓଡ଼ିଶା ସରକାରଙ୍କୁ ପ୍ରଦାନ କରିଥିଲେ।
== ରାଜନୀତିରେ ଯୋଗଦାନ ଓ ଶେଷ ଜୀବନ ==
ପରବର୍ତ୍ତୀ କାଳରେ ସେ ବିରୋଧି ଦଳର ନେତା, ଉପମୁଖ୍ୟ ମନ୍ତ୍ରୀ, ଅର୍ଥମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ସାଂସଦରୂପେ ନିଜ ଭୂମିକା ସୁଚାରୁରୂପେ ନିଭାଇଥିଲେ।ନିଭାଇଥିଲେ । ସେ ଜଣେ ଭଲ ବକ୍ତା ଓ ନୀତିସମ୍ପନ୍ନ ନେତା ଥିଲେ।ଥିଲେ । ତାଙ୍କ ଉଦ୍ଦେଶ୍ୟରେ ସାହିତ୍ୟକିତ [[ସୁରେନ୍ଦ୍ର ମହାନ୍ତି]] କହିଛନ୍ତି, ‘ସେ ରାଜାମାନଙ୍କ ଭିତରେ ଜଣେ ମନୁଷ୍ୟ ଥିଲେ ଓ ମନୁଷ୍ୟ ମାନଙ୍କ ଭିତରେ ରାଜା।ରାଜା । ୧୯୭୫ ମସିହା ଫେବ୍ରୁଆରୀ ୨୩ ତାରିଖରେ ସେ ଇହଲୀଳା ସମ୍ବରଣ କରିଥିଲେ।
 
ପରବର୍ତ୍ତୀ କାଳରେ ସେ ବିରୋଧି ଦଳର ନେତା, ଉପମୁଖ୍ୟ ମନ୍ତ୍ରୀ, ଅର୍ଥମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ସାଂସଦରୂପେ ନିଜ ଭୂମିକା ସୁଚାରୁରୂପେ ନିଭାଇଥିଲେ। ସେ ଜଣେ ଭଲ ବକ୍ତା ଓ ନୀତିସମ୍ପନ୍ନ ନେତା ଥିଲେ। ତାଙ୍କ ଉଦ୍ଦେଶ୍ୟରେ ସାହିତ୍ୟକିତ ସୁରେନ୍ଦ୍ର ମହାନ୍ତି କହିଛନ୍ତି, ‘ସେ ରାଜାମାନଙ୍କ ଭିତରେ ଜଣେ ମନୁଷ୍ୟ ଥିଲେ ଓ ମନୁଷ୍ୟ ମାନଙ୍କ ଭିତରେ ରାଜା। ୧୯୭୫ ମସିହା ଫେବ୍ରୁଆରୀ ୨୩ ତାରିଖରେ ସେ ଇହଲୀଳା ସମ୍ବରଣ କରିଥିଲେ।