"ବାଜି ରାଉତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
'''ବାଜି ରାଉତ''' (ଜନ୍ମ ୧୯୨୫) [[ଓଡ଼ିଶା]]ର [[ଢେଙ୍କାନାଳ ଜିଲାଜିଲ୍ଲା]]ର ନୀଳକଣ୍ଠପୁର ଗାଆଁରେ ଜନ୍ମିତ ଜଣେ ମହାନ ସ୍ଵାଧୀନତା ସଂଗ୍ରାମୀ ଓ କନିଷ୍ଠତମ ସହିଦଶହିଦ
 
==ପରିବାର==
ତାଙ୍କର ବାପା "ହରି ରାଉତ"ଙ୍କୁ ସେ ବାଳୁତ କାଳରୁ ହରାଇଥିଲେ । ପର ଘରେ ଘଷି ପାରୁଥିବା ମାଆଙ୍କ ଦେଇ ପ୍ରତିପାଳିତ ବାଜି ନିଜ ପରିବାରର ଅଭବ୍ୟ ଦିନ ଦେଖିଥିଲେ । ସେତେବେଳର ଢେଙ୍କାନାଳର ଦୁରାଚାରୀ ରାଜା ଶଙ୍କର ପ୍ରତାପ ସିଂହଦେଓ ଗରିବ ମାନଙ୍କ ଉପରେ ଅତ୍ୟାଚାର କରୁଥିବାର ସେ ଅନୁଭବ କରିଥିଲେ । ପରେ ଢେଙ୍କାନାଳର ବୈଷ୍ଣବ ଚରଣ ପଟ୍ଟନାୟକ (ବୀର ବୈଷ୍ଣବ ନାଆଁରେ ଜଣାଶୁଣା) ଯେତେବେଳେ ରାଜା ବିରୋଧରେ ପ୍ରଜାମଣ୍ଡଳ ଆରମ୍ଭ କଲେ ସେତେବେଳେ ବାଜି ସେହି କୋମଳ ବୟସରେ ସେଥିରେ ଯୋଗ ଦେଇଥିଲେ ।
 
ଫିରିଙ୍ଗି ମାନଙ୍କୁ ଡଙ୍ଗାରେ ନଇ ପାରି ହେବାକୁ ସେ ମନା କରି ସେମାନଙ୍କ ହାତରେ ଜୀବନ ଦେଇଥିଲେ ।