"ଭଦ୍ରକ ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ଟିକେ (ଲିଙ୍କ)
ଅନ୍ୟାନ୍ୟ ଅଞ୍ଚଳ ପରି ଭଦ୍ରକରେ [[ଖୁଦୁରୁକୁଣୀ ଓଷା]], [[ଜହ୍ନି ଓଷା]], [[ଅକ୍ଷୟ ତୃତୀୟା]], [[ସାବିତ୍ରୀ ଅମାବସ୍ୟା]], [[ବାଟଓଷା]] ଆଦି ପାଳନ କରାଯାଏ।
*'''[[ଦ୍ୱିତୀୟା ଓଷା]]''' ବା [[ଦୂତୀ ବାହନ ଓଷା]] ଭଦ୍ରକର ବିଭିନ୍ନ ସ୍ଥାନରେ ପାଳିତ ହୋଇଥାଏ। ଏହି ଓଷାରେ ସନ୍ତାନ ମାନଙ୍କର ଦୀର୍ଘଜୀବନ କାମନା କରି ମହିଳାମାନେ ଉପବାସ କରିଥାନ୍ତି। [[ଭାଦ୍ରବ]]ମାସ [[ମୂଳାଷ୍ଟମୀ]]ରେ ପୋଖରୀ ତୁଠରେ ବାଲିଲେ [[କୁମ୍ଭୀର]] କରି ପୂଜାର୍ଚ୍ଚନା କରିଥାନ୍ତି।
[[ନରେନ୍ଦ୍ରପୁର]] ଗ୍ରାମରେ ଚୈତ୍ର ପୂର୍ଣ୍ଣିମା ଦିନ ପାଟଣ ମଙ୍ଗଳାଙ୍କ ନିକଟରେ [[ପାଟୁଆ ନାଚ]], [[ଘୋଡାନାଚ]] ଆଦି ଅନୁଷ୍ଠିତ ହୁଏ। [[ରାମ]], [[ସୀତା]] ଓ [[ଲକ୍ଷ୍ଣଣ]]ଙ୍କୁ ନୌକାରେ ବସାଇ ନାବପୂଜା କରାଯାଏ। ଭଦ୍ରକର ପ୍ରାୟ ସବୁ ଗାଁରେ ଘୋଡ଼ାନାଚ, ପାଟୁଆ ନାଚ ଓ [[ଉଡ଼ାଣ ପର୍ବ (ଯାହା [[ଚଡ଼କପର୍ବ]]ପରି) (ନିଜ ଦେହରେ କଣ୍ଟା ଫୋଡ଼ି ଝୁଲିବା) ଆଦି ପାଳନ କରାଯାଏ।
=== ପାଲା ଓ ଦାସ କାଠିଆ ===
[[ପାଲା]] ଓ [[ଦାସକାଠିଆ]] ପରି ଲୋକକଳାରେ ଭଦ୍ରକ ଜିଲ୍ଲା ସମୃଦ୍ଧ। ପୌରାଣିକ ଆଖ୍ୟାନ ସହିତ ସାମ୍ପ୍ରତିକ ଲୋକ ଚଳଣିର ମିଶ୍ରଣ କରି ମନୋରଞ୍ଜକ ଢ଼ଙ୍ଗରେ ପରିବେଷଣ କରିବା ଏଇ ଲୋକକଳାର ବିଶେଷତ୍ତ୍ୱ। <br />