"ଭଦ୍ରକ ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ଲିଙ୍କ
ଟିକେ (ଲିଙ୍କ)
=== କଳାକାର ===
ବିଭିନ୍ନ କଳା କ୍ଷେତ୍ରରେ ଭଦ୍ରକ ଅଧିବାସୀମାନଙ୍କର ଦାନ ଅତୁଳନୀୟ। ଏ ଦିଗରେ କେତେକ ବିଶେଷ ବ୍ୟକ୍ତି ବିଶେଷଙ୍କ ନାମ ନିମ୍ନରେ ଦିଆଗଲା:
*[[ମୋହନ ସୁନ୍ଦର ଗୋସ୍ୱାମୀଦେବ ଗୋସ୍ଵାମୀ]]: ଓଡ଼ିଶାର[[ଓଡ଼ିଶା]]ର ପ୍ରଥମ ଚଳଚ୍ଚିତ୍ରକଥାଚିତ୍ର [[ସୀତା ବିବାହ]] (୧୯୩୪-୩୬)ର ପ୍ରଯୋଜକ।
*[[ଉଦୟନାଥ ସାହୁ]] : ଏକକ ଅଭିନୟ।
*[[ସୁବାସସୁବାଷ ଦାସ]] : ସଙ୍ଗୀତ କ୍ଷେତ୍ରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ସମ୍ପନ୍ନ।
*ସୁବାସରାମ ସଙ୍ଗୀତକାର ଓ ପଞ୍ଚାନନ ନାୟକ : ଆଧୁନିକ ଗୀତିକାର।
*ମନମୋହନ ସାବତ, ଜଗବନ୍ଧୁ ସାହୁ, ମୁରଲୀଧର ଗିରି, ବନମାଳୀ ସେଠୀ, ପ୍ରଫୁଲ୍ଲ ନାୟକ, ରୁଦ୍ରମାଧବ ବାରିକ :
*ରବିନାରାୟଣ ନାୟକ – ଧର୍ମପଦ ପୁରସ୍କାର ପ୍ରାପ୍ତ
*ଅନ୍ୟାନ୍ୟ ଚିତ୍ର ଶିଳ୍ପୀ ମାନେ ହେଲେ ନିଜାମ, କଳାଶିକ୍ଷକ ଅଶୋକ କୁମାର ମହାନ୍ତି, ସୁଶାନ୍ତ କୁମାର ନାୟକ ଓ ଚୁଡ଼ାମଣି।
*କାର୍ଟୁନିଷ୍ଟ : ଦିଲ୍ଲୀପ ଖୁଣ୍ଟିଆ: ବ୍ୟଙ୍ଗଚିତ୍ର ଶିଳ୍ପୀ
==== ସାହିତ୍ୟିକ ====
*ଗୋଟିଏ ନାଟକରେ ହିନ୍ଦୀ, ଉର୍ଦ୍ଦୁ ଓ ବଙ୍ଗଳା ଭାଷା ପ୍ରୟୋଗ କରି ସମଗ୍ର ଭାରତରେ ଅଦ୍ୱିତୀୟ କବି ଭାବରେ ପରିଚିତ '''[[ବଂଶୀ ବଲ୍ଲଭ ଗୋସ୍ୱାମୀ]]'''।
 
==== ନାଟକ ଓ ଅଭିନୟ ====
*ଶ୍ୟାମସୁନ୍ଦର ମହାପାତ୍ର, ଗଣକବି [[ବୈଷ୍ଣବପାଣିବୈଷ୍ଣବ ପାଣି]], ପଲ୍ଲୀ କବି କୃଷ୍ଣପ୍ରସାଦ ବେହେରା, ନାଟ୍ୟାଚାର୍ଯ୍ୟ [[ରଘୁନାଥ ପଣ୍ଡା]], ନାଟ୍ୟ ଭୁଷଣ ଉମାକାନ୍ତ ବେହେରା, ନବ କିଶୋର ବେହେରା, ସୁଧାଂଶୁ ଶେଖର ନାୟକ ଇତ୍ୟାଦି ଏ ଦିଗରେ ଅଗ୍ର ସ୍ମରଣୀୟ।
==== ରାଜନୀତିଜ୍ଞ ====
*[[ମୌଲବି ଅବଦୁସ୍ ଶୋଭନ୍ ଖାଁ]], ଭଦ୍ରକରୁ ପ୍ରଥମ ମନ୍ତ୍ରୀ ଯିଏକି ଏକ ସମୟରେ ରାଜସ୍ୱ, ସ୍ୱାସ୍ଥ୍ୟ, ଆଇନ ଓ ବାଣିଜ୍ୟ ବିଭାଗ ପାଇଥିଲେ।
*ଡଃ [[ହରେକୃଷ୍ଣ ମହତାବ]]ଓଡ଼ିଶାର[[ଓଡ଼ିଶା]]ର ପ୍ରଥମ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ।
*[[ନୀଳମଣି ରାଉତରାୟ]] ଓ [[ନବକୃଷ୍ଣ ଚୌଧୁରୀ]] – ପୂର୍ବତନ ମୁଖ୍ୟମନ୍ତ୍ରୀ
*[[ଭାଗବତ ସାହୁ]] – ଜାତୀୟ ରାଜନୀତିରେ ଅଂଶଗ୍ରହଣ କରିବାରେ ଭଦ୍ରକରୁ ପ୍ରଥମ।
୨୪,୫୧୫

ଗୋଟି ସମ୍ପାଦନା