"ଭଦ୍ରକ ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୯୧ କ ଧାଡ଼ି:
*କାର୍ଟୁନିଷ୍ଟ : ଦିଲ୍ଲୀପ ଖୁଣ୍ଟିଆ
==== ସାହିତ୍ୟିକ ====
*ଗୋଟିଏ ନାଟକରେ ହିନ୍ଦୀ, ଉର୍ଦ୍ଦୁ ଓ ବଙ୍ଗଳା ଭାଷା ପ୍ରୟୋଗ କରି ସମଗ୍ର ଭାରତରେ ଅଦ୍ୱିତୀୟ କବି ଭାବରେ ପରିଚିତ ବଂଶି '''[[ବଂଶୀ ବଲ୍ଲଭ ଗୋସ୍ୱାମୀ]]'''।
*ଆଉ କେତେଜଣ ଆଗଧାଡ଼ିର ସାହିତ୍ୟ କାରମାନେ ହେଲେ, କବିଶେଖର [[ଚିନ୍ତାମଣି ମହାନ୍ତି]], ଚାରଣକବି [[ବାଞ୍ଛାନିଧି ମହାନ୍ତି]], କାନ୍ତକବି [[ଲକ୍ଷ୍ମୀକାନ୍ତ ମହାପାତ୍ର]], [[ନିତ୍ୟାନନ୍ଦ ମହାପାତ୍ର]], [[ଗୌରଚନ୍ଦ୍ର ମହାପାତ୍ର]], [[ହରେକୃଷ୍ଣ ମହତାବ]], ପୋଥି ବିଶାରଦ [[ନୀଳମଣି ମିଶ୍ର]], [[କୃଷ୍ଣ ଚରଣ ବେହେରା]]।
*ଉର୍ଦ୍ଦୁ ସାହିତ୍ୟରେ ପ୍ରବୀଣ ସଂସ୍କାରବାଦୀ ଓ ଇଶ୍ୱରବିଶ୍ୱାସୀ କବି [[ହାଜିମୌଲା ବଖସ୍]] (ଖ୍ରୀ:୧୮୫୮) ଲେଖିଛନ୍ତି, ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଈଶ୍ୱର ସମସ୍ତଙ୍କୁ ପ୍ରେମ କରନ୍ତି ଓ ସମସ୍ତଙ୍କଠାରୁ ପ୍ରେମ ଚାହାନ୍ତି । ତାଙ୍କ ଭାଷାରେ – ‘ଖୁଦା କା ଇଶ୍ମ ହୈ ଇଶ କେ ରସୁଲିଲ୍ଲା ହାଃ କହତେ ହୈ ୟେ ୱହ ମଞ୍ଜିଲ ହୈ ସବ୍ ଜିସ୍କୁ ଫନାଫିଲ୍ଲା କହତେ ହୈ।’ ସେ [[ଉର୍ଦ୍ଦୁ]] ଅକ୍ଷରରେ ପୁସ୍ତକ ପ୍ରକାଶନ ପାଇଁ ପ୍ରଥମେ ଛାପାଖାନା ସ୍ଥାପନ କରିଥିଲେ।
===== ବେତାର ଗୀତିକାର =====
*ନରସିଂହ ମହାପାତ୍ର, ଭଗବାନ ନାୟକ ବର୍ମା, ଡଃ କୀର୍ତ୍ତନ ନାରାୟଣ ପାଢ଼ୀ, ଡଃ ଖଗେନ୍ଦ୍ରନାଥ ମଲ୍ଲିକ, ଅପୂର୍ବ ରଞ୍ଜନ ରାୟ, ଇଂ ଅରୁଣ କୁମାର ପାତ୍ର, ନିର୍ମଳ ରାଉତ, ପିତାମ୍ବର ମିଶ୍ର, ଇଂ ଅଭୟ ସୂତାର।
 
==== ନାଟକ ଓ ଅଭିନୟ ====
*ଶ୍ୟାମସୁନ୍ଦର ମହାପାତ୍ର, ଗଣକବି [[ବୈଷ୍ଣବପାଣି]], ପଲ୍ଲୀ କବି କୃଷ୍ଣପ୍ରସାଦ ବେହେରା, ନାଟ୍ୟାଚାର୍ଯ୍ୟ [[ରଘୁନାଥ ପଣ୍ଡା]], ନାଟ୍ୟ ଭୁଷଣ ଉମାକାନ୍ତ ବେହେରା, ନବ କିଶୋର ବେହେରା, ସୁଧାଂଶୁ ଶେଖର ନାୟକ ଇତ୍ୟାଦି ଏ ଦିଗରେ ଅଗ୍ର ସ୍ମରଣୀୟ।