"ନୂଆପଡ଼ା ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Ansumang ନୂଆପଡ଼ା ଜିଲା ପୃଷ୍ଠାଟି ନୂଆପଡ଼ା ଜିଲ୍ଲାକୁ ପୁନପ୍ରେରଣ ଛାଡ଼ି ଘୁଞ୍ଚାଇଲେ
ମିଶାଇଲି ନୁଆପଡା ଜିଲ୍ଲାରୁ
୫୬ କ ଧାଡ଼ି:
'''ନୂଆପଡ଼ା''' [[ଓଡ଼ିଶା]]ର ପଶ୍ଚିମରେ ଥିବା ଏକ ପ୍ରଶାସନିକ ଜିଲ୍ଲା । [[ନୂଆପଡ଼ା]] ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ ଅଫିସ ଆଉ ବେସରକାରି କମ୍ପାନୀର ପ୍ରଧାନ ଅଫିସ ସବୁ ଅଛି ।
== ଇତିହାସ ==
୧୯୯୩ ମସିହା ଅପ୍ରେଲ ପହିଲା ଦିନ ନୂଆପଡ଼ା ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା | ୧ ଅପ୍ରେଲ ୧୯୯୩ ପୂର୍ବରୁ ଏହା 'କଳାହାଣ୍ଡି' ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲା |। ନୁଆପଡା ସହର ଏହାର ସଦର ମହକୁମା ।
 
== ଭୂଗୋଳ ==
୯୮ କ ଧାଡ଼ି:
== ପର୍ଯ୍ୟଟନ ସ୍ଥଳୀ ==
# ଯୋଗୀମଠ
# ପାତାଳଗଙ୍ଗା
 
===ପତୋରା===
ପତୋରା ନୁଆପଡା ଠାରୁ ୨୦ କିମି ଦୁରତା । ଏହା ପ୍ରଧାନ ଶୈବ ପିଠ (ଯୋଗେଶ୍ଵର ମହାଦେବ) ଭାବରେ ପ୍ରସିଦ୍ଧ। ଏହା ମାରାଗୁଦା ଗ୍ରାମରେ ଅବସ୍ଥିତ । ଏହା ନିକଟରେ ଏକ ରାମମନ୍ଦିର ଓ ଏକ ୪୦ଫୁଟ ଲମ୍ବ ହନୁମାନ ମୂର୍ତ୍ତି ଅବସ୍ଥିତ ।
===ଖରିଆର===
ଦଧିବାମନ ଯାହାକି ସ୍ଥାନୀୟ ଭାଷାରେ ବଡଗୁଡି ମନ୍ଦିର ଏହାର କେନ୍ଦ୍ରରେ ଅବସ୍ଥିତ । ଏହ ନୂଆପଡ଼ା ଠାରୁ ୭୦ କିମି ଦୂରରେ ଅବସ୍ଥିତ ।
# ===ପାତାଳଗଙ୍ଗା===
ଏହା ଖରିଆର ଠାରୁ ୪୧କିମି । ଏହା ହିନ୍ଦୁ ମାନଙ୍କର ପବିତ୍ର ସ୍ଥାନ। ବିସ୍ଵାଶ କରଯାଏ ଯେ ରାମଚନ୍ଦ୍ରଙ୍କର ବନବାସ ବେଳେ ଏହିଠାରେ ଦେବି ସିତାଙ୍କୁ ଶୋଶ ଲାଗିଲା ଆଖପାଖ ରେ କୌଣସି ଜଳର ସ୍ରୋତନଥିବରୁ ନିଜେ ଧନୁତିର ମାରି ଗଙ୍ଗାଙ୍କୁ ଆଣୀଥିଲେ ସେଇଦିନ ଠାରୁ ଏହା ପାତାଳଗଙ୍ଗା ନାମରେ ନାମିତ।
===ଗୋଧୁସ୍ ଜଳସ୍ରୋତ===
ଅହା ନୂଆପଡ଼ା ଠାରୁ ୩୦କିମି ଦୂରରେ ଅବସ୍ଥିତ । ଏହାର ଉଚ୍ଚତା ୩୦ ମିଟର ।
 
== ଆଧାର ==