"ନବମୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ + କାଞ୍ଜିଅଁଳା ଓଷା
ଟିକେ ରଥ କାଠ ଚିରଟ
୧ କ ଧାଡ଼ି:
==ନବମୀ==
'ନବମୀ' ଚନ୍ଦ୍ରପକ୍ଷର ନବମ ଦିବସ - ଚନ୍ଦ୍ରର ନବମ କଳାର ହ୍ରାସ ବା ବୃଦ୍ଧିଜନିତ [[ତିଥି]] ୤ [[ଅଷ୍ଟମୀ]]ର ପରବର୍ତ୍ତୀ ଓ [[ଦଶମୀ]]ର ପୂର୍ବବର୍ତ୍ତୀ [[ତିଥି]]୤ କୃଷ୍ଣ ପକ୍ଷର ନବମୀକୁ କୃଷ୍ଣା ନବମୀ ଓ ଶୁକ୍ଳ ପକ୍ଷର ନବମୀକୁ ଶୁକ୍ଳା ନବମୀ କୁହାଯାଇଥାଏ ୤
 
* [[ଚୈତ୍ର]] ଶୁକ୍ଳନବମୀ: ରାମନବମୀ - ଏ ଦିନ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ଏବଂ ଦୁର୍ଗାଙ୍କର ମଧ୍ୟ ବାସନ୍ତିକ ନବମୀପୂଜା ହୁଏ ୤
:ପାରମ୍ପରିକ ରୀତି ମତେ ନବମୀ ତିଥିରେ [[ଶ୍ରୀମନ୍ଦିର]]ରୁ ମହାପ୍ରଭୁଙ୍କର ଫୁଲ ତୁଳସୀ ନିଆଯାଇ ପୂଜାର୍ଚ୍ଚନା କରାଯିବା ପରେ [[ରଥଯାତ୍ରା]] ଲାଗି ରଥ କାଠ ଚିରଟ କାର୍ଯ୍ୟର ଶୁଭାରମ୍ବ ହୋଇ ହୋଇଥାଏ ୤
* [[ବୈଶାଖ]] ଶୁକ୍ଳନବମୀ: ସୀତାନବମୀ- ସୀତାଜନ୍ମ
* [[ଭାଦ୍ରବ]] କୃଷ୍ଣନବମୀ: ନନ୍ଦୋତ୍ସବ - ଜନ୍ମାଷ୍ଟମୀର ପରଦିନ କୃତ ଉତ୍ସବ
"https://or.wikipedia.org/wiki/ନବମୀ"ରୁ ଅଣାଯାଇଅଛି