"ସଚିନ ତେନ୍ଦୁଲକର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.2) (Robot: Adding en:Sachin Tendulkar
ଟିକେNo edit summary
୧୦୫ କ ଧାଡ଼ି:
}}
 
'''ସଚିନ ରମେଶ ତେନ୍ଦୁଲକର''' ({{lang-mr|सचिन रमेश तेंडुलकर}}; {{audio|Sachin_Tendulkar.ogg|pronunciation}}; (ଜନ୍ମ)୨୪ ଅପ୍ରେଲ ୧୯୭୩) ଜଣେ [[ଭାରତୀୟ କ୍ରିକେଟ ଦଳ]] ର ଏକ ପ୍ରମୁଖ ସଦସ୍ୟ ଓ ବିଶ୍ଵ କ୍ରିକେଟ ର ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟସମ୍ୟାନ ଭାବରେ ସାରା ବିଶ୍ଵ ରେ ପରିଚିତ। ସେ ଉଭୟ ଟେଷ୍ଟ ଓ ଦିନିକିଆ [[କ୍ରିକେଟ ]] ରେ ବିଶ୍ଵ୍ଵ ର ସବୁଠାରୁ ଅଧିକ ରନ କରିଥିବ କ୍ରିକେଟର। ସେ କ୍ରିକେଟ ରେ ସବୁଠାରୁ ଅଧିକ ଶତକ ହାସଲ କରିଥିବ ଖେଳାଳୀ।<ref>{{cite web| url=http://www.hindustantimes.com/StoryPage/StoryPage.aspx?id=31d055a3-de0d-4969-93bf-82b186a50fc0&ParentID=d9bbcde5-db34-4afc-87e6-e4cca6aa5033&MatchID1=4586&TeamID1=1&TeamID2=8&MatchType1=1&SeriesID1=1151&MatchID2=4588&TeamID3=3&TeamID4=5&MatchType2=1&SeriesID2=1152&PrimaryID=4586&Headline=Tendulkar+is+Warne's+greatest |title= Tendulkar is Shane Warne's Greatest|work=Hindustan Times |location=India| accessdate=1 June 2008}}</ref><ref>{{cite web| url=http://www.india-today.com/itoday/04051998/sport.html |title= The Best Cricketer|publisher=[[India Today]] |accessdate=1 June 2008}}</ref><ref>{{cite web| url=http://www.dawn.com/2004/03/17/spt2.htm |publisher=[[Dawn (newspaper)|Dawn]]| title=Tendulkar is greatest, says Pakistan's Captain Inzamam |accessdate=1 June 2008 |archiveurl = http://web.archive.org/web/20080527163533/http://www.dawn.com/2004/03/17/spt2.htm |archivedate = 27 May 2008}}</ref> ସଚିନ ଦ୍ଵୀଶତକ ହାସଲ କରିଥିବାରେ ପ୍ରଥମ ଖେଳାଳୀ.<ref>[http://www.downthewicket.com/2010/02/sachin-tendulkar-the-god-creates-history-again/ Highest Score in an Innings in ODI] DownTheWicket</ref><ref>[http://stats.cricinfo.com/ci/content/current/records/216972.html Auto-updated statistics: One-Day Internationals Batting records – Most runs in an innings] Cricinfo</ref> ସଚିନ ଙ୍କୁ ୨୦୦୨ ରେ ସର୍ବକାଳୀନ ଟେଷ୍ଟ ବ୍ୟାଟ୍ସମ୍ୟାନ ରେ [[ସାର ଡୋନାଲ ବ୍ରାଡମ୍ୟାନ ]] ଙ୍କ ପରେ ଦ୍ଵିତୀୟ ଓ ସେହିପରି ସର୍ବକାଳୀନ ଦିନିକିଆ ବ୍ୟାଟ୍ସମ୍ୟାନ ରେ ମଧ୍ୟ [[ସାର ଭି.ଭି.ଆନ ରିଚାର୍ଡସ]] ଙ୍କ ପରେ ଦ୍ଵିତୀୟ ସ୍ଥାନ ରେ ରଖାଯାଇଥିଲା।<ref>{{cite web|url=http://www.rediff.com/cricket/2002/dec/13wisden.htm |title=Tendulkar second-best ever: Wisden |publisher=Rediff.com |accessdate=27 November 2008}}</ref> ସଚିନ [[ଭାରତ]] ତରଫରୁ ୬ ଥରକ୍ରିକେଟ ବିଶ୍ଵକପ ଖେଳିଛନ୍ତି ଓ ୨୦୧୧ ବିଶ୍ଵକପ ବିଜେତା ଦଳ ର ସଦସ୍ୟ ଥିଲେ।<ref name=thapr2011>{{cite news|title=Reliving a dream|url=http://www.thehindu.com/life-and-style/nxg/article1604713.ece|accessdate=6 April 2011|newspaper=''[[The Hindu]]''|date=6 April 2011}}</ref> ତଙ୍କୁ ବର୍ତମାନ [[ଭାରତରତ୍ନ]] ସମ୍ମାନ ପାଇଁ ମନୋନୀତ କରାଯାଇଛି। <ref>The Times of India, news channel, 5/4/12 </ref>
 
==ଜୀବନୀ==
୧୪୬ କ ଧାଡ଼ି:
[[ଶ୍ରେଣୀ:କ୍ରିକେଟ]]
[[ଶ୍ରେଣୀ:୧୯୭୩ ଜନ୍ମ]]
[[ଶ୍ରେଣୀ:ଖେଳ]]
 
[[ar:تندولكر]]