"ଭାରତ ରତ୍ନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ ଲିଙ୍କ
୨୯ କ ଧାଡ଼ି:
!ବିଜେତାଙ୍କ ନାମ!!ଜୀବନ କାଳ!!କେଉଁ ବର୍ଷ!!ସୁଚନା
|-
|| ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍||[୧୮୮୮-୧୯୭୫]|| (୧୯୫୪)|| ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ [[ଭାରତ]]ର ପ୍ରଥମ ଉପ ରାଷ୍ଟ୍ରପତି ତଥା ଦ୍ଵିତୀୟ [[ଭାରତର ରାଷ୍ଟ୍ରପତି|ରାଷ୍ଟ୍ରପତି]]
|-
|| [[ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ]]||[୧୮୭୮-୧୯୭୨]|| (୧୯୫୪)|| ସ୍ଵାଧୀନତା ସଂଗ୍ରାମୀ, [[ଭାରତ]]ର ପ୍ରଥମ ତଥା ଶେଷ ଭାରତୀୟ ଗଭର୍ଣ୍ଣର ଜେନେରାଲ, ପଶ୍ଚିମ ବଙ୍ଗର[[ପଶ୍ଚିମବଙ୍ଗ]]ର ପୂର୍ବତନ ରାଜ୍ୟପାଳ, ମାଡ୍ରାସ ରମାଡ୍ରାସର ମୁଖ୍ୟମନ୍ତ୍ରୀ
|-
|| ସି. ଭି. ରମଣ||[୧୮୮୮-୧୯୭୦]|| (୧୯୫୪)|| ଡକ୍ଟର ଚନ୍ଦ୍ରଶେଖର ଭେଙ୍କଟ ରମଣ ନୋବେଲ ପୁରସ୍କାର ବିଜୟୀ ବିଶିଷ୍ଟ ପଦାର୍ଥବିଜ୍ଞାନୀ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ, ବାଙ୍ଗାଲୋର ର ପ୍ରତିଷ୍ଠାତା ୤
|-
|| [[ଜବାହରଲାଲ ନେହେରୁ]]||[୧୮୮୯-୧୯୬୪]||(୧୯୫୫)|| ପଣ୍ଡିତ ଜହାହାରଲାଲ ନେହେରୁ ସ୍ଵାଧୀନତା ସଂଗ୍ରାମୀ, [[ଭାରତ]]ର ପ୍ରଥମ ପ୍ରଧାନମନ୍ତ୍ରୀ
|-
|| ଭଗବାନ ଦାସ||[୧୮୬୯-୧୯୫୮]|| (୧୯୫୫)|| ଡଃ ଭଗବାନ ଦାସ ସ୍ଵାଧୀନତା ସଂଗ୍ରାମୀ, ବେଦାନ୍ତବିତ୍
|-
|| ମୋକ୍ଷଗୁଣ୍ଡମ୍‌ ବିଶ୍ଵେଶ୍ଵରାୟା ||[୧୮୬୦-୧୯୬୨]|| (୧୯୫୫)|| ଶିକ୍ଷାବିତ, ଯନ୍ତ୍ରୀ
|-
|| ଗୋବିନ୍ଦ ବଲ୍ଲଭ ପନ୍ଥ||[୧୮୮୭-୧୯୬୧]|| (୧୯୫୮)|| ସ୍ଵାଧୀନତା ସଂଗ୍ରାମୀ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ
|-
|| ଧଣ୍ଡୋ କେଶବ କାର୍ଭେ ||[୧୮୫୮-୧୯୬୨]|| (୧୯୫୮)|| ବିଧବା ବିବାହ ଓ ନାରୀ ଶିକ୍ଷା କ୍ଷେତ୍ରରେ ଗଠନମୂଳକ ତଥା ସଂସ୍କାରଧର୍ମୀ କାର୍ଯ୍ୟକର୍ତ୍ତା
|-
|| ବିଧାନ ଚନ୍ଦ୍ର ରାୟ ||[୧୮୮୨-୧୯୬୨]|| (୧୯୬୧)|| ଡାକ୍ତର ବିଧାନ ଚନ୍ଦ୍ର ରାୟ ପଶ୍ଚିମବଙ୍ଗର[[ପଶ୍ଚିମବଙ୍ଗ]]ର ପୂର୍ବତନ ମୁଖ୍ୟମନ୍ତ୍ରୀ
|-
|| ପୁରୁଷୋତ୍ତମଦାସ ଟଣ୍ଡନ||[୧୮୮୨-୧୯୬୨]|| (୧୯୬୧)|| ସ୍ଵାଧୀନତା ସଂଗ୍ରାମୀ
|-
|| ରାଜେନ୍ଦ୍ର ପ୍ରସାଦ ||[୧୮୮୪-୧୯୬୩]|| (୧୯୬୨)|| ଡକ୍ଟର ରାଜେନ୍ଦ୍ର ପ୍ରସାଦ ସ୍ଵାଧୀନତା ସଂଗ୍ରାମୀ, [[ଭାରତ]]ର ପ୍ରଥମ [[ଭାରତର ରାଷ୍ଟ୍ରପତି|ରାଷ୍ଟ୍ରପତି]], ନ୍ୟାସନାଲ କଲେଜ, ପାଟନା ର ପ୍ରତିଷ୍ଠାତା
|-
|| ଜାକିର ହୁସେନ ||[୧୮୯୭-୧୯୬୯]|| (୧୯୬୩)|| ଡକ୍ଟର ଜାକିର ହୁସେନ [[ଭାରତ]]ର ଦ୍ଵିତୀୟ ଉପ ରାଷ୍ଟ୍ରପତି ତଥା ତୃତୀୟ [[ଭାରତର ରାଷ୍ଟ୍ରପତି|ରାଷ୍ଟ୍ରପତି]], ଶିକ୍ଷାବିତ
|-
|| ପାଣ୍ଡୁରଙ୍ଗ ବାମନ କାଣେ ||[୧୮୮୦-୧୯୨୭]|| (୧୯୬୩)|| ସମାଜ ସଂସ୍କାରକ, ସଂସ୍କୃତ ପଣ୍ଡିତ
|-
|| ଲାଲ ବାହାଦୁର ଶାସ୍ତ୍ରୀ||[୧୯୦୪-୧୯୬୬]|| (୧୯୬୬-ମରଣୋତ୍ତର)|| ସ୍ଵାଧୀନତା ସଂଗ୍ରାମୀ, [[ଭାରତ]]ର ଦ୍ଵିତୀୟ ପ୍ରଧାନମନ୍ତ୍ରୀ
|-
|| [[ଇନ୍ଦିରା ଗାନ୍ଧୀ]] ||[୧୯୧୭-୧୯୮୪]|| (୧୯୭୧)||[[ଭାରତ]]ର ଚତୁର୍ଥ ତଥା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ
|-
|| [[ବରାହଗିରି ଭେଙ୍କଟଗିରି|ଭି. ଭି. ଗିରି]] ||[୧୮୯୪-୧୯୮୦]|| (୧୯୭୫)|| ବରାହଗିରି ଭେଙ୍କଟ ଗିରି, [[ଭାରତ]]ର ତୃତୀୟ ଉପ ରାଷ୍ଟ୍ରପତି ତଥା ଚତୁର୍ଥ [[ଭାରତର ରାଷ୍ଟ୍ରପତି|ରାଷ୍ଟ୍ରପତି]], ଶ୍ରମିକ ନେତା
|-
|| କେ କାମରାଜ||[୧୯୦୩-୧୯୭୫]|| (୧୯୭୬-ମରଣୋତ୍ତର)|| କୁମାରସ୍ଵାମୀ କାମରାଜ ସ୍ଵାଧୀନତା ସଂଗ୍ରାମୀ, ମାଡ଼୍ରାସର ପୂର୍ବତନ ମୁଖ୍ୟମନ୍ତ୍ରୀ
|-
|| ମଦର ଟେରେସା ||[୧୯୧୦-୧୯୯୭]|| (୧୯୮୦)|| ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ
|-
|| ବିନୋବା ଭାବେ||[୧୮୯୫-୧୯୮୨]|| (୧୯୮୩-ମରଣୋତ୍ତର)|| ସ୍ଵାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ଭୂଦାନ ଆନ୍ଦୋଳନର ପୁରଧା ତଥା ମାଗାସେସ୍‌ ପୁରସ୍କାର ବିଜୟୀ,
|-
|| ଖାଁ ଅବଦୁଲ ଗଫର ଖାଁ ||[୧୮୯୦-୧୯୮୭]|| (୧୯୮୭)|| ସୀମାନ୍ତ ଗାନ୍ଧୀ ତଥା ଫକର-ଏ-ଆଫଗାନ, ସ୍ଵାଧୀନତା ସଂଗ୍ରାମୀ
|-
|| ଏମ. ଜି. ରାମଚନ୍ଦ୍ରନ||[୧୯୧୭-୧୯୮୭]|| (୧୯୮୮-ମରଣୋତ୍ତର)|| ମରାଥୁର ଗୋପାଳ ରାମଚନ୍ଦ୍ରନ, ଚଳଚ୍ଚିତ୍ରକଥାଚିତ୍ର ଅଭିନେତା ଓ ତାମିଲନାଡ଼ୁର[[ତାମିଲନାଡୁ]]ର ପୂର୍ବତନ ମୁଖ୍ୟମନ୍ତ୍ରୀ
|-
|| ବି. ଆର. ଆମ୍ବେଦକର||[୧୮୯୧-୧୯୫୬]|| (୧୯୯୦-ମରଣୋତ୍ତର)|| ଭୀମରାଓ ରାମଜୀ ଆମ୍ବେଦକର ଭାରତୀୟ ସମ୍ବିଧାନର ପ୍ରଣେତା
|-
|| ନେଲସନ ମଣ୍ଡେଲା ||[୧୯୧୮]|| (୧୯୯୦)|| ଡଃ ନେଲସନ ମଣ୍ଡେଲା ଆଫ୍ରିକାର ଗାନ୍ଧୀ ଭାବେ ପରିଚିତ ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ [[ଭାରତର ରାଷ୍ଟ୍ରପତି|ରାଷ୍ଟ୍ରପତି]]
|-
|| ରାଜୀବ ଗାନ୍ଧୀ||[୧୯୪୪-୧୯୯୧]|| (୧୯୯୧-ମରଣୋତ୍ତର)||[[ଭାରତ]]ର ସପ୍ତମ ଓ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ
|-
|| ସର୍ଦ୍ଦାର ବଲ୍ଲଭଭାଇ ପଟେଲ||[୧୮୭୫-୧୯୫୦]|| (୧୯୯୧-ମରଣୋତ୍ତର)|| ସ୍ଵାଧୀନତା ସଂଗ୍ରାମୀ, ଭାରତର ପ୍ରଥମ ସ୍ଵରାଷ୍ଟ୍ର ମନ୍ତ୍ରୀ
|-
|| ମୋରାରଜୀ ଦେଶାଇ||[୧୮୯୬-୧୯୯୫]|| (୧୯୯୧)|| ସ୍ଵାଧୀନତା ସଂଗ୍ରାମୀ, [[ଭାରତ]]ର ପଞ୍ଚମ ପ୍ରଧାନମନ୍ତ୍ରୀ
|-
|| ଆବୁଲ କଲାମ ଆଜାଦ||[୧୮୮୮-୧୯୫୮]||(୧୯୯୨-ମରଣୋତ୍ତର)|| ମୌଲାନା ଆବୁଲ କଲାମ ଆଜାଦ ସ୍ଵାଧୀନତା ସଂଗ୍ରାମୀ, [[ଭାରତ]]ର ପ୍ରଥମ ଶିକ୍ଷାମନ୍ତ୍ରୀ
|-
|| ଜେ. ଆର. ଡି. ଟାଟା||[୧୯୦୪-୧୯୯୩]|| (୧୯୯୨)|| ଜାହାଙ୍ଗିର ରତନଜୀ ଦାଦାଭାଇ ଟାଟା ଶିଳ୍ପପତି, ସମାଜସେବୀ
|-
|| ସତ୍ୟଜିତ ରାୟ ||[୧୯୨୨-୧୯୯୨]|| (୧୯୯୨)|| ଓସ୍କାର ପୁରସ୍କାର ପ୍ରାପ୍ତ ସିନେକଥାଚିତ୍ର ନିର୍ଦ୍ଦେଶକ
|-
|| ସୁବାସ[[ସୁଭାଷ ଚନ୍ଦ୍ର ବୋଷ ]]||[୧୯୮୭-୧୯୪୫]||(୧୯୯୨)|| ପରେ ପ୍ରତ୍ୟାହୃତ ହୋଇଥିଲା
|-
|| ଏ.ପି.ଜେ. ଅବଦୁଲ କଲାମ||[୧୯୩୧-]|| (୧୯୯୭)|| ଡଃ ଅବୁଲ ଫକୀର ଜୈନ୍ୟୁଲାବେଦ୍ଦିନ ଅବଦୁଲ କଲାମ, ପ୍ରତିରକ୍ଷା ବିଜ୍ଞାନୀ, [[ଭାରତ]]ର ଏକାଦଶ [[ଭାରତର ରାଷ୍ଟ୍ରପତି|ରାଷ୍ଟ୍ରପତି]]
|-
|| ଗୁଲଜାରୀଲାଲ ନନ୍ଦା||[୧୮୯୮-୧୯୯୮]|| (୧୯୯୭-ମରଣୋତ୍ତର)|| ସ୍ଵାଧୀନତା ସଂଗ୍ରାମୀ, [[ଭାରତ]]ର ପୂର୍ବତନ କାମଚଳା ପ୍ରଧାନମନ୍ତ୍ରୀ
|-
|| ଅରୁଣା ଆସଫ ଅଲ୍ଲୀ||[୧୯୦୮-୧୯୯୬]|| (୧୯୯୭-ମରଣୋତ୍ତର)|| ସ୍ଵାଧୀନତା ସଂଗ୍ରାମୀ, ଭାରତଛାଡ଼ ଆନ୍ଦୋଳନ (୯ ଅଗଷ୍ଟ ୧୯୪୨)ର ଅଗ୍ରଣୀ ନାରୀନେତ୍ରୀ
|-
|| ଏମ. ଏସ. ସୁବୁଲକ୍ଷ୍ମୀ||[୧୯୧୬-୨୦୦୪]|| (୧୯୯୮) ||ମଦୁରାଇ ସାନମୁଗବଦିବୁ ସୁବୁଲକ୍ଷ୍ମୀ ଶାସ୍ତ୍ରୀୟ କଣ୍ଠଶିଳ୍ପୀ
|-
|| ଚିଦାମ୍ବରମ ସୁବ୍ରମଣ୍ୟମ||[୧୯୧୦-୨୦୦୦]|| (୧୯୯୮)|| ସ୍ଵାଧୀନତା ସଂଗ୍ରାମୀ, ପୂର୍ବତନ କେନ୍ଦ୍ର କୃଷିମନ୍ତ୍ରୀ, ସମାଜ ସେବୀ
|-
|| ଜୟପ୍ରକାଶ ନାରାୟଣ||[୧୯୦୨-୧୯୭୯]||(୧୯୯୯-ମରଣୋତ୍ତର)|| ସ୍ଵାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ
|-
|| ରବି ଶଙ୍କର||[୧୯୨୦-]||୧୯୯୯ || ପଣ୍ଡିତ ରବି ଶଙ୍କର ସିତାର ବାଦକ
|-
|| ଅମର୍ତ୍ତ୍ୟ ସେନ||[୧୯୩୩]||(୧୯୯୯)|| ନୋବେଲ ଅର୍ଥନୀତି ପୁରସ୍କାର ବିଜୟୀ ବିଶିଷ୍ଟ ଅର୍ଥନୀତିଜ୍ଞ
|-
|| ଗୋପୀନାଥ ବର୍ଦ୍ଦୋଳି||[୧୮୯୦-୧୯୫୦]||(୧୯୯୯-ମରଣୋତ୍ତର)|| ଲୋକପ୍ରିୟ ଗୋପୀନାଥ ବର୍ଦ୍ଦୋଳି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ
|-
|| ଲତା ମଙ୍ଗେସକର||[୧୯୨୯-]||(୨୦୦୧)|| ପ୍ରଚ୍ଛଦପଟ କଣ୍ଠଶିଳ୍ପୀ
|-
|| ବିସ୍‌ମିଲ୍ଲା ଖାଁ||[୧୯୧୬-୨୦୦୬]||(୨୦୦୧)|| ଉସ୍ତାଦ ବିସ୍‌ମିଲ୍ଲା ଖାଁ ଭାରତୀୟ ଶାସ୍ତ୍ରୀୟ ସେହନାଇ ବାଦକ
|-
|| ଭିମସେନ ଜୋଶୀ||[୧୯୨୨-୨୦୧୧]||(୨୦୦୮)|| ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଗାୟକ
|}