"ଭାରତୀୟ ଡାକ ସେବା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଆଧାର
No edit summary
୧୦ କ ଧାଡ଼ି:
| industry = [[Postal system]] |
| homepage = [http://www.indiapost.gov.in/ www.indiapost.gov.in]
[[File:1947 India Flag 3½ annas.jpg|ଡାକ ଷ୍ଟାମ୍ପ|thumb|ଡାକ ଷ୍ଟାମ୍ପ|]]|
}}
ଭରତୀୟ ଡାକ ବିଭାଗ (Hindi: भारतीय डाक विभाग) ""ଇଣ୍ଡିଆ ପୋଷ୍ଟ '' ବ୍ଯାପାର ଚିହ୍ନ ରେ କାର୍ଯକରେ, ଏହା ଭାରତ ସରକାର ଦ୍ବ୍ବ୍ବ୍ବ୍ବାରା ଚାଳିତ ଭାରତ ର ଡାକ ସେବା ଅଟେ , ଭାରତ ରେ ବିଶେଷ କରି ଏହା ଡାକଘର କୁହାଯାଏ।
[[ଭାରତୀୟ ଡାକ ସେବା]] ରେ ୧୫୫,୩୩୩ ଟି ଡାକଘର ଅଛି , ଓ ଏହା ବିଶ୍ଵ ରେ ବଣ୍ଟନ ହେଇଥିବା ଡାକ ସେବା ମଧ୍ଯ ରୁ ଏକ। ଭାରତୀୟ ଡାକ ସେବା ନିଜର ସେବା କେବଳ ସହର ରେ ହି ନୁହେଁ ବରଂ ଦୂରବର୍ତ୍ତୀ ଜାଗାରେ ମଧ୍ଯ ସେବା ଯୋଗାଏ। ଭାରତୀୟ ଡାକ ସେବା କେବଳ ଚିଠି ଆଦାନ ପ୍ରଦାନ କରେନି ଏହା କାର୍ୟାଳୟ ସେବା , ବ୍ଯାଙ୍କ ସେବା ଏବଂ ଅତ୍ଯାଧିକ ସେବା ପ୍ରଦାନ କରେ।[[File:Gpo-patna.jpg|ପାଟନା କାର୍ୟାଳୟ|thumb|]]
==ଭାରତୀୟ ଡାକ ସେବା ର ଶାସନ ଓ ବ୍ଯବସ୍ଥା==
ଭାରତୀୟ ଡାକ ସେବା ଭାରତ ସରକାର ଙ୍କ ସୁଚନା ଓ ଲୋକସଂପର୍କ ବିଭାଗ ଅଧିନ୍ନ ରେ ଆସୁଛି। ଭାରତୀୟ ଡାକ ସେବା ସଂସ୍ଥା ର ଉଚ୍ଚ ସେବା ବିଭାଗ ଟି ହେଲା ଭାରତୀୟ ଡାକ ସେବା ବୋର୍ଡ। ଏହି ସଂସ୍ଥା ରେ ଜଣେ ସଭାପତି ଓ ୬ ଜଣ ସଦସ୍ଯ ଅଛନ୍ତି।
ଭାରତୀୟ ଡାକ ସେବା ଟି ୨୨ ବିଭାଗ ରେ ବିଭାଜନ ହେଇଛି, ପ୍ରତେକ ବିଭାଗ ମୁକ୍ଷ୍ଯ ଡାକ ମାହାପ୍ରବନ୍ଧକ ଅଟନ୍ତି। ପ୍ରତେକ ଟି ବିଭାଗ ବିଭିନ୍ନ ଭାଗରେ ବିଭାଜିତ ହୋଇଛି ଜାହାକି ବିଭିନ୍ନ ସ୍ତାନରେ ସେବା ପ୍ରଦାନ କରେ।
୨୨ ଟି ବିଭାଗ ଛଡା ଏହା ରେ ଭାରତୀୟ ଡାକ ନିଜର ଏକ ବିଭାଗ ଭାରତୀୟ ସୁରକ୍ଷା କରୁଥିବା ଯବାନ ମାନଙ୍କୁ ଦେଇଥାଏ।ଏହାର ସଭାପତି ସେହି ସ୍ଥାନ ରେ ଥିବା ମେଜର ଜେନେରାଲ ଙ୍କୁ ମିଳିଥାଏ।
<!--==ଇତିହାସ==
History
Main article: Postage stamps and postal history of India
 
The Indian Postal Services were established in the current format largely under the East India company. It was first established under the name "Company Dawk". In 1688, the first post office of the Company Post was established at Bombay/Madras. The system was reorganized and the service opened to the general public by Warren Hastings, the first governor general of Bengal with supervisory powers over Bombay and Madras, in 1774. A Postmaster General was appointed and metal tickets or tokens were issued to pay for the postal charges. The presidencies of Bombay and Madras followed suit.
 
In 1835 a Committee was set up for unification of customs and postal system of all the presidencies. The result was the first Indian Post Office Act of 1837. It not only provided for uniform rates and routes but for the uniform designs and other specifications of the postmarks for each category of post office. A Commission was set up in 1850 and submitted its report in 1851 that resulted in the post office act of 1854. Under the provisions of this act, the monopoly of carrying mail in the entire area of British possessions in India were granted to Indian Post office and office of the Director General of Post Offices of India was established. Mr. H P A B Riddle, till then the Postmaster General of North West Presidency, was appointed the first Director General in May 1854.
 
Adhesive stamps were introduced on 1 October 1854 on all India basis. Meanwhile in 1852 adhesive postage stamps were issued for use within the province of Sind, now in Pakistan. These were the first adhesive postage stamps in Asia.
-->
==ଆଧାର==
{{ଆଧାର}}