"ଭାରତ ରତ୍ନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.1) (Robot: Adding as:ভাৰত ৰত্ন, pt:Bharat Ratna
No edit summary
୧ କ ଧାଡ଼ି:
{{Infobox Indian Awards
| awardname = ଭାରତ ରତ୍ନ
| image = [[File:Bharat Ratna.jpg|220px]]
| type = Civilian
| category = National
| instituted = 1954
| lastawarded = 2008
| total = 41
| awardedby = [[Government of India]]
| cashaward =
| description = An image of the Sun along with the words "Bharat Ratna", inscribed in [[Devanagari]] script, on a [[peepul]] leaf
| previousnames =
| obverse =
| reverse =
| ribbon =
| firstawardees = [[C. Rajagopalachari]], [[Sarvepalli Radhakrishnan]], [[C. V. Raman]]
| lastawardees = [[Bhimsen Joshi]]
| precededby = None
| followedby = [[Padma Vibhushan]]
}}
ଭାରତରତ୍ନ - ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ । ୧୯୫୪ରେ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମ ବିଭୂଷଣ ଉପାଧି ସହ ଏହି ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତରତ୍ନ ପ୍ରଦାନ ଆରମ୍ଭ ହୋଇଥିଲା ୤ ଯେକୌଣସି ଜାତି, ବୃତ୍ତି (ଜୀବନ ସହ ଜଡ଼ିତ ସବୁ କ୍ଷେତ୍ରରେ ମହାନ ଅବଦାନ), ପାହ୍ୟା କିମ୍ବା ଲିଙ୍ଗର ବ୍ୟକ୍ତି ଏହି ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥାଆନ୍ତି । <!--ସବୁକ୍ଷେତ୍ରରେ ପାରଦର୍ଶିତା ତଥା ଦେଶର ମାନ ଓ ଗୌରବ ବୃଦ୍ଧି କରିଥିବା ବ୍ୟକ୍ତିଙ୍କୁ ଏହି ସର୍ବୋଚ୍ଚ ବେସାମରିକ ସମ୍ମାନ ପାଇଁ ମନୋନିତ କରାଯାଇଥାଏ ୤ କେବଳ ଭାରତୀୟଙ୍କୁ ଏହା ପ୍ରଦାନ କରାଯିବ ବୋଲି କୌଣସି ଲିଖିତ ନିୟମ ନାହିଁ ୤--> ଭାରତରତ୍ନ ନିମନ୍ତେ ପ୍ରଧାନ ମନ୍ତ୍ରୀ [[ଭାରତର ରାଷ୍ଟ୍ରପତି|ରାଷ୍ଟ୍ରପତି]]ଙ୍କ ନିକଟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କ ନାମ ସୁପାରିଶ କରିଥାନ୍ତି ୤ ପ୍ରତିବର୍ଷ ଅତିବେଶିରେ ୩ଜଣଙ୍କୁ ଭାରତରତ୍ନ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ୤ ସମ୍ମାନ ସ୍ଵରୂପ ଏକ ପ୍ରଶଂସାପତ୍ର ଏବଂ ପଦକ ପ୍ରଦାନ କରାଯାଏ ୤ [[ଭାରତର ରାଷ୍ଟ୍ରପତି|ରାଷ୍ଟ୍ରପତି]] ନିଜେ ଏହି ସମ୍ମାନ ପ୍ରଦାନ କରନ୍ତି । ଅଦ୍ୟାବଧି ୪୧ଜଣ ପ୍ରମୁଖ ବ୍ୟକ୍ତିଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇସାରିଛି ୤