"ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
EmausBot (ଆଲୋଚନା | ଅବଦାନ)
ଟିକେ r2.6.4) (Robot: Adding mr:पिन कोड
ଟିକେNo edit summary
୧ କ ଧାଡ଼ି:
{{prettyurl|Postal Index Number‎}}
ଅନେକ ସ୍ଥାନର ଡାକଘର ଏକା ନାମରେ ଥିବାରୁ ନିର୍ଭୁଲ ଭାବେ ଚିଠି ପତ୍ର ପ୍ରେରଣ ପାଇଁ ୬ଅଙ୍କ ବିଶିଷ୍ଟ ପିନକୋଡ଼ (ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର) ବ୍ୟବସ୍ଥା ୧୯୭୨ ଅଗଷ୍ଟ ୧୫ ତାରିଖରୁ ଭାରତୀୟ ଡାକ ବିଭାଗ ଦ୍ଵାରା ଆରମ୍ଭ ହୋଇଥିଲା ୤ ସାରା ପୃଥିବୀରେ [[ଭାରତ]] ୧୯ତମ୧୯ଶ ଦେଶ ଯିଏକି ଏହି ବ୍ୟବସ୍ଥା ପ୍ରଚଳନ କରିଥିଲା ୤ ୧୯୬୧ ମସିହାରେ ସର୍ବପ୍ରଥମେ ଜର୍ମାନୀରେ[[ଜର୍ମାନୀ]]ରେ ୪ଅଙ୍କ ବିଶିଷ୍ଟ ପିନ ପ୍ରଚଳନ ହୋଇଥିଲା ୤
[[ଫାଇଲ:IndiaPincodeMap.gif|right|thumb|ପିନକୋଡ଼ର ଅନୁସାରେ ଭାରତର ବିଭିନ୍ନ ଅଞ୍ଚଳ]]
ଭାରତରେ[[ଭାରତ]]ରେ ବ୍ୟବହୃତ ୬ଅଙ୍କ ମଧ୍ୟରୁ ବାମପଟର ୩ଟିଅଙ୍କ ମୁଖ୍ୟ ଅଞ୍ଚଳ ଓ ଡାହାଣପଟର ୩ଟିଅଙ୍କ ତତସଂଲଗ୍ନ କ୍ଷୁଦ୍ରାଞ୍ଚଳ ପାଇଁ ଉଦ୍ଧିଷ୍ଟ ୤
ବାମପଟୁ ପ୍ରଥମ ଅଙ୍କଟି ଗୋଟିଏ ନିର୍ଦ୍ଧିଷ୍ଟ ଜୋନକୁ ଚିହ୍ନଟ କରିଥାଏ ୤ [[ଭାରତ]]ର ସମସ୍ତ ଅଞ୍ଚଳକୁ ୯ଟି ଜୋନରେ ବିଭକ୍ତ କରାଯାଇଅଛି ୤
ବାମପଟୁ ଦ୍ଵିତୀୟ ଅଙ୍କଟି ସବ-ଜୋନ କୁ ଚିହ୍ନଟ କରିଥାଏ ୤
୮ କ ଧାଡ଼ି:
ଅନ୍ୟ ତିନିଟି ଅଙ୍କ ନିର୍ଦ୍ଧିଷ୍ଟ ଡାକଘରଟିକୁ ଚିହ୍ନଟ କରିବାରେ ସାହାଯ୍ୟ କରେ ୤
 
==ଭାରତର ୯ଟି ଡାକ ମଣ୍ଡଳ==<!--The nine PIN zones cover the Indian states and union territories as follows:-->
 
* ୧ - [[ଦିଲ୍ଲୀ]], [[ହରିଆଣା]], [[ପଞ୍ଜାବ]], [[ହିମାଚଳ ପ୍ରଦେଶ]], [[ଜାମୁ ଓ କାଶ୍ମୀର|ଜମ୍ମୁ ଓ କଶ୍ମୀର]](including ([[Pakistan-administeredପାକିସ୍ଥାନ Kashmirଅଧୀକୃତ କଶ୍ମୀର]] ସମେତ), [[ଚଣ୍ଡୀଗଡ଼]]
* ୨ - [[ଉତ୍ତର ପ୍ରଦେଶ]], [[ଉତ୍ତରାଖଣ୍ଡ]]
* ୩ - [[ରାଜସ୍ଥାନ]], [[ଗୁଜରାଟ]], [[ଡାମନ ଓ ଡିଉ]], [[ଦାଦରା ନଗରହାଵେଳି]]
* ୪ - [[ଗୋଆ]], [[ମହାରାଷ୍ଟ୍ର]], [[ମଧ୍ୟ ପ୍ରଦେଶ]], [[ଛତିଶଗଡ଼]]
* ୫ - [[ଆନ୍ଧ୍ର ପ୍ରଦେଶ]], [[କର୍ଣ୍ଣାଟକ]]
* ୬ - [[ତାମିଲନାଡୁ]], [[କେରଳ]], [[ପୁଡୁଚେରୀ]], [[ଲାକ୍ଷାଦ୍ବୀପ|ଲାକ୍ଷାଦ୍ୱୀପଲାକ୍ଷାଦ୍ଵୀପ]]
* ୭ - [[ଓଡ଼ିଶା]], [[ପଶ୍ଚିମବଙ୍ଗ]], [[ଅରୁଣାଚଳ ପ୍ରଦେଶ]], [[ନାଗାଲାଣ୍ଡ]], [[ମଣିପୁର]], [[ମିଜୋରାମ]], [[ତ୍ରିପୁରା]], [[ମେଘାଳୟ]], [[ଆଣ୍ଡାମାନଆଣ୍ଡମାନନିକୋବାରନିକୋବର ଦ୍ବୀପପୁଞ୍ଜଦ୍ଵୀପପୁଞ୍ଜ]]
* ୮ - [[ବିହାର]], [[ଝାଡ଼ଖଣ୍ଡ]]
* ୯ - ସେନା ଡାକ କାର୍ଯ୍ୟାଳୟ ଓ କ୍ଷେତ୍ର ଡାକ କାର୍ଯ୍ୟାଳୟ <!--Army Post office(APO) and Field Post office(FPO)-->
୩୧ କ ଧାଡ଼ି:
[[ଶ୍ରେଣୀ:ଯୋଗାଯୋଗ]]
[[ଶ୍ରେଣୀ:ଭାରତୀୟ ଡାକ ବ୍ୟବସ୍ଥା]]
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
 
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖାପ୍ରସଙ୍ଗ-->
[[as:পিনক'ড]]
[[de:Postleitzahl (Indien)]]