"ମୈଥିଳୀ ଭାଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{stub}} '''ମୈଥିଳୀ ଭାଷା''' ଏକ ଭାରତୀୟ ଭାଷା । == ଆଧା..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୧ କ ଧାଡ଼ି:
{{Infobox language
{{stub}}
|name=ମୈଥିଳୀ
'''ମୈଥିଳୀ ଭାଷା''' ଏକ [[ଭାରତ|ଭାରତୀୟ]] ଭାଷା ।
|nativename=मैथिली, মৈথিলী, ''Maithilī''
|states=[[ଭାରତ]], [[ନେପାଳ]]
|region=[[ବିହାର]], [[ଝାଡ଼ଖଣ୍ଡ]], [[ପଶ୍ଚିମବଙ୍ଗ]]ର କିଛି ଭାଗ, [[ନେପାଳ]]ର [[ତରାଇ ଅଞ୍ଚଳ]]<!--[[Terai Region]]-->
|speakers=୩୪.୭ ମିଲିଅନ
|date=2000
|ref=<ref>{{ethnologue|mai}}</ref>
|familycolor=ଭାରତୀୟ-ଇଉରୋପୀୟ
|fam2=[[ଇଣ୍ଡୋ-ଇରାନୀୟ ଭାଷାସମୂହ|ଇଣ୍ଡୋ-ଇରାନୀୟ]]<!--[[Indo-Iranian languages|Indo-Iranian]]-->
|fam3=[[ଇଣ୍ଡୋ-ଆର୍ଯ୍ୟ ଭାଷାସମୂହ|ଇଣ୍ଡୋ-ଆର୍ଯ୍ୟ]]<!--[[Indo-Aryan languages|Indo-Aryan]]-->
|fam4=[[ପୂର୍ବ ଇଣ୍ଡୋ-ଆର୍ଯ୍ୟ ଭାଷା ମାନଙ୍କର ତାଲିକା|ପୂର୍ବ]]<!--[[List of Eastern Indo-Aryan languages|Eastern]]-->
|script= [[କାଇଥି]], [[ମିଥିଳାକ୍ଷର]]<!--[[Kaithi]], [[Mithilakshar]] -->
|nation= [[ଭାରତ]]ର ସମ୍ବିଧାନରେ ଥିବା ୮ମ ଭାଗରେ, ଭାରତର [[ବିହାର]] ଓ [[ନେପାଳ]]
|iso1=bh ([[ବିହାରୀ ଭାଷା|ବିହାରୀ]])
|iso2=mai
|iso3=mai
|notice=Indic}}
 
'''ମୈଥିଳୀ ଭାଷା''' ଏକ [[ଭାରତ|ଭାରତୀୟ]] ଭାଷା । ଏହା ଭାରତର ପୂର୍ବ ଭାଗରେ ଓ [[ନେପାଳ]]ର ଦକ୍ଷିଣ-ପୂର୍ବ ଭାଗରେ କଥିତ । ମୈଥିଳୀ ଭାଷା କହୁଥିବା ମୂଳ ଅଧିବାସି [[ବିହାର]], [[ଝାଡ଼ଖଣ୍ଡ]], [[ପଶ୍ଚିମବଙ୍ଗ]] ଓ ନେପାଳର ଦକ୍ଷିଣ-ପଶ୍ଚିମ ଭାଗରେ ରହିଥାନ୍ତି । ବିହାରର ମଧୁବାଣି, ସୁପାଉଲ, ଅରାରିଆ, ସିତାମାଢି, ଆଦି ସ୍ଥାନରେ ଏହା କଥିତ । ଏହା ନେପାଳର ଦ୍ଵିତୀୟ ସର୍ବାଧିକ କଥିତ ଭାଷା (ପାଖାପାଖି ୧୨%)<ref name="SIL">Lewis, M. P. (ed.) (2009)
[http://www.ethnologue.com/show_language.asp?code=mai Maithili] In: Ethnologue: Languages of the World, Sixteenth edition. Dallas, Texas: SIL International.</ref>
 
ଭାଷାବିଦ ମାନେ ମୈଥିଳୀକୁ ଏକ ଇଣ୍ଡୋ-ଆର୍ଯ୍ୟ ଭାଷା ଶ୍ରେଣୀର ବୋଲି ଚିହ୍ନଟ କରିଛନ୍ତି ।<ref>(Grierson, 1883a and 1918; Chatterji, 1926/1970; S. Jha, 1958; G. Jha, 1974; Jeffers, 1976; Mishra, 1976) ''classification of the Indo-Aryan languages''].
 
== ଆଧାର ==