"ଭାରତର ଜିଲ୍ଲାମାନଙ୍କର ତାଲିକା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"==ଭାରତ ର ଜିଲ୍ଲା ଗୁଡିକର ତାଲିକା == ଜିଲ୍ଲା (ହିନ୍ଦୀ: ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୨୧:୨୫, ୧ ଅପ୍ରେଲ ୨୦୧୨ ଅନୁସାରେ କରାଯାଇଥିବା ବଦଳ

ଭାରତ ର ଜିଲ୍ଲା ଗୁଡିକର ତାଲିକା

ଜିଲ୍ଲା (ହିନ୍ଦୀ: ज़िला Zilā; ଉର୍ଦୁ: ضلع)

ଜିଲ୍ଲା ଗୁଡା ଭାରତ ର ରାଜ୍ଯ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ର ପ୍ରଶାସନିକ ବିଭାଯନ ଅଟେ।

ଜିଲ୍ଲା କାର୍ୟକାଳ ସମ୍ବନ୍ଧୀଅ ଅନ୍ତଭୃକ୍ତି

  • ଜିଲ୍ଲା ମୁକ୍ଷ୍ଯ ପ୍ରଶାଇସକ ଜିଏ କି IAS ର କମ୍ରଚାରୀ ଜିଲ୍ଲା ର ପ୍ରଶାସନିକ ଓ ଆୟ ଆଦାୟ ଦ୍ବାୟିତ୍ବରେ ଅଛନ୍ତି ।
  • Superintendent of Police or Deputy Commissioner of Police,ଭାରତୀୟ ପୋଲିସ୍ ସେବା ର କମ୍ରଚାରିଜିଏ କି ଆଇନ୍ କାନୁନ୍ ସମ୍ଭାଳିବା , ଦ୍ବାୟିତ୍ବରେ ଅଛନ୍ତି ।
  • Deputy Conservator of Forests, Indian Forest Service ର କମ୍ରଚାରୀ, ଜିଏ କି ଜିଲ୍ଲା ର forest department ଦ୍ବାୟିତ୍ବରେ ଅଛନ୍ତି ।

ଜିଲ୍ଲା ମୁକ୍ଷ୍ଯାଳୟ ର କମ୍ରୀମନେ ରାଜ୍ଯ ସରକାର ଦ୍ବାରା ସାହୟତ ହୁଅନ୍ତି ।

ଭାରତ ରେ ମୁଲତ୍ବ ୬୪୦ ଟି ଜିଲ୍ଲା ଅଛି ।