"ଶ୍ରୀରାମ ମନ୍ଦିର, ଡୁମୁରିପୁଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ହନୁମାନ ମନ୍ଦିର, ଡୁମୁରିପୁଟ
 
ଟିକେ ଛବି
୧ କ ଧାଡ଼ି:
[[File:Dumuriput Hanuman.JPG|thumb|Dumuriput Hanuman]]
[[କୋରାପୁଟ ଜିଲ୍ଲା]] ସଦର ବ୍ଳକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ଡୁମୁରିପୁଟରେ ଏହି ହନୁମାନ ମନ୍ଦିର ଅବସ୍ଥିତ ୤ ଏଠାରେ [[ହନୁମାନ]]ଙ୍କ ସମେତ ଶ୍ରୀରାମ ଲକ୍ଷ୍ମଣ ଓ ସୀତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ପୂଜା ପାଉଛନ୍ତି ୤ ୧୯୯୭ ମସିହାରେ ଏହି ମନ୍ଦିରଟି ପ୍ରତିଷ୍ଠା କରାଯାଇଥିଲା ୤ ପ୍ରତିବର୍ଷ [[ମାଘ]]ମାସ ଶୁକ୍ଳ [[ଏକାଦଶୀ]] ଦିନ ଏହାର ପ୍ରତିଷ୍ଠା ଦିବସ ପାଳନ କରାଯାଇଥାଏ ୤ ଏଠାରେ ୩୩ଫୁଟ ଉଚ୍ଚ [[ହନୁମାନ]]ଙ୍କ ମୂର୍ତ୍ତି ରହିଛି ୤ ଏହା [[କୋରାପୁଟ ଜିଲ୍ଲା]]ର ସର୍ବୋଚ୍ଚ ତଥା [[ରାଉରକେଲା]] ସ୍ଥିତ [[ହନୁମାନ ବାଟିକା]] ପରେ ରାଜ୍ୟର ଦ୍ଵିତୀୟ ସର୍ବୋଚ୍ଚ ମୂର୍ତ୍ତି ୤
[[କୋରାପୁଟ]]ରୁ ସୁନାବେଡ଼ା ରାସ୍ତାରେ ୧୨ କିମି ଦୁର ଡୁମୁରିପୁଟ ଛକରୁ ଏହି ମନ୍ଦିରକୁ ଯାଇ ପହଞ୍ଚିହୁଏ ୤