Content deleted Content added
ଟିକେNo edit summary
ଟିକେ ଭୁବନେଶ୍ଵର ମେଳଣ
୧ କ ଧାଡ଼ି:
__NOTOC__
{{ଉଇକିପିଡ଼ିଆ:Meetup/Bhubaneswar/Invite}}
==ନିମନ୍ତ୍ରଣ==
ପ୍ରିୟ ବନ୍ଧୁ,

ଭୁବନେଶ୍ଵର ଠାରେ ଆସନ୍ତା ଉତ୍କଳ ଦିବସ (ଅପ୍ରେଲ ୧ ତାରିଖ) ଦିନ ଏକ କର୍ମଶାଳାର ଆୟୋଜନ କରାଯାଉଅଛି । ଆପଣ ଏହି କର୍ମଶାଳାରେ ଯୋଗଦାନ କରି ଓଡ଼ିଆ ଉଇକିପିଡ଼ିଆର ପ୍ରଚାର ଓ ପ୍ରସାରରେ ସାହାଯ୍ୟ କରିବେ ବୋଲି ଆଶା ।
===କେବେ, କେଉଁଠାରେ ଓ କିଏ ଭାଗ ନେବେ===
'''କେବେ''' : ରବିବାର, '''୧-ଅପ୍ରେଲ-୨୦୧୨''' ପୂର୍ବାହ୍ନ ୧୦:୩୦ ଟା

'''କେଉଁଠାରେ''':

'''ୱେବରେନ୍ସ ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ଼''',

ଇନଫୋସିଟି, ଗଲ୍ଫ କ୍ଳବ ନିକଟ

ପଟିଆ, ଭୁବନେଶ୍ୱର- ୭୫୧ ୦୧୦

'''କିଏ ଭାଗ ନେବେ''':

ଉଇକିପିଡ଼ିଆ ମୁଖ୍ୟତଃ ଓଡ଼ିଆ ଉଇକିପିଡ଼ିଆ ବାବଦରେ ଯେଉଁ ମାନେ କିଛି ଜାଣିବାକୁ ଚାହୁଁଛନ୍ତି ଆଉ ଭାଗନେଇ ଓଡ଼ିଆ ଭାଷାରେ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚାହାନ୍ତି ସେ ସମସ୍ତେ ଏଠାକୁ ଆସିପାରିବେ ।

ଧନ୍ୟବାଦ ସହ

ଓଡ଼ିଆ ଉଇକି ସଂଘ

''ଓଡ଼ିଆ ଉଇକିପିଡ଼ିଆ ଅନଲାଇନରେ ଓଡ଼ିଆ ଭାଷାର ଜ୍ଞାନକୋଷକୁ ଖୋଲା ଓ ମାଗଣାରେ ଉପଲବ୍ଧ କରାଇବାର ଏକ ପ୍ରୟାସ ।

2nd BBSR Odia Wikipedia Workshop on 1st April 2012.

[https://www.facebook.com/events/366609686703867 ଫେସବୁକରେ ସାହାଯ୍ୟରେ ଯୋଗଦିଅନ୍ତୁ]

{{clear}}
{{userpage}}
Line ୭ ⟶ ୨୯:
[[ଓଡ଼ିଆ ଭାଷା|ଓଡ଼ିଆ]] ଉଇକିଆଳି [http://en.wikipedia.org/wiki/user:MKar ମୃତ୍ୟୁଞ୍ଜୟ କର] ଆପଣଙ୍କୁ ସ୍ଵାଗତ କରୁଛି ।

* [http://toolserver.org/~quentinv57/sulinfo/MKar ସମ୍ପାଦନା ଗଣନା (ବିଶ୍ଵ)]
* [http://toolserver.org/~soxred93/pcount/index.php?name=MKar&lang=or&wiki=wikipedia ସମ୍ପାଦନା ଗଣନା (ଓଡ଼ିଆ)]
* [http://toolserver.org/~soxred93/pages/index.php?name=MKar&lang=or&wiki=wikipedia&namespace=0&redirects=none ତିଆରି ପ୍ରସଙ୍ଗ]

[[ଶ୍ରେଣୀ:ଭାରତୀୟ ଉଇକିଆଳି]]