"ପ୍ରଥମ ଭାସ୍କର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{ମୁଣ୍ଡିଆ}} ଭାସ୍କର (ଖ୍ରୀ ୬୦୦-୬୮୦) ହେଉଛନ୍ତି ୭ମ ଶତା..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୦୯:୪୨, ୧୫ ମାର୍ଚ୍ଚ ୨୦୧୨ ଅନୁସାରେ କରାଯାଇଥିବା ବଦଳ

ଭାସ୍କର (ଖ୍ରୀ ୬୦୦-୬୮୦) ହେଉଛନ୍ତି ୭ମ ଶତାବ୍ଦୀର ଜଣେ ଭାରତୀୟ ଗଣିତଜ୍ଞ ‌। ସଂଖ୍ୟା ପଦ୍ଧତିରେ ଶୂନ ଲିଖନ ଓ ସାଇନ୍ (sine) ର ମୂଲ୍ୟନିରୂପଣରେ ତାଙ୍କର ଭୂମିକା ଉଲ୍ଲେଖନୀ ୟ । ସେ ଖ୍ରୀ ୬୨୯ ରେ ଆର୍ଯ୍ୟଭଟୀୟଭାସ୍ୟ ରଚନା କରିଥିଲେ । ଆର୍ଯ୍ୟଭଟଙ୍କର ଜ୍ୟୋତିର୍ବିଜ୍ଞାନକୁ ଆଧାର କରି ସେ ମହାଭାସ୍କରୀୟ ଓ ଲଘୁଭାସ୍କରୀୟ ପୁସ୍ତକ ରଚନା କରିଥିଲେ ‌।