"ପୁଦିନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ପୋଦିନା ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହା ଅତି ବେଶୀରେ ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
୪୨ କ ଧାଡ଼ି:
ଅଜୀର୍ଣ୍ଣ, ଅରୁଚି, କଫ, କାସ, ବାନ୍ତି, ଅତିସାର, ବାୟୁ, କୃମି ଆଦିର ନିବାରଣ ପାଇଁ ଏହାର ଉପଯୋଗ ହୋଇଥାଏ। ଅଜୀର୍ଣ୍ଣ ଓ ଅଗ୍ନିମାନ୍ଦ୍ୟରେ [[ସୈନ୍ଧବ ଲବଣ]], ପୁରୁଣା [[ତେନ୍ତୁଳି]] ଓ [[ଜୀରା]] ସହିତ, ଅଥବା ଅଦା ଓ ଲୁଣ ସହିତ, ନାଳ ଝାଡାରେ [[ଶୁଣ୍ଠି]] ଓ ଲୁଣ ସହିତ ଏବଂ କୃମି ଆଦିରେ ଏହାକୁ [[ଗୋଲ ମରିଚ]] ସହିତ ପ୍ରୟୋଗ କରାଯାଏ।
 
[[ପୋଦିନା ପତ୍ର ଚଟଣି]] ଏକ ଲୋକପ୍ରିୟ ବ୍ୟଞ୍ଜନ।
 
== ବାହାର ଆଧାର ==
"https://or.wikipedia.org/wiki/ପୁଦିନା"ରୁ ଅଣାଯାଇଅଛି