"ଉଇକିପିଡ଼ିଆ:ଶିକ୍ଷଣ/Editing" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ବଦଳ ସାରକଥା ଲୁଚାଇଦିଅନ୍ତୁ
(ଅନୁବାଦ)
ଆପଣ ଯେତେବେଳେ ଏକ ପୃଷ୍ଠାରେ କିଛି ବଦଳାନ୍ତି '''[[Help:Edit summary|ସାରକଥା]]''' ଘରେ ଆପଣଙ୍କ ସମ୍ପାଦନାର ସାରକଥାଟିଏ ଲେଖିବା ଉଚିତ (ଏହା ସମ୍ପାଦନା ଘର ତଳେ ପାଇପାରିବେ) । ଆପଣଙ୍କ ସାରକଥାଟି ଅଳ୍ପ ହେଲେ ବି କିଛି ଅସୁବିଧା ନାହିଁ । ଯଥା, ଯଦି ଆପଣ ଏକ ବନାନ ସୁଧାରିଲେ, କେବଳ "ବନାନ" ବୋଲି ସାରକଥାରେ ଲେଖିଲେ ବି ଚଳିବ ।
 
ଏଥି ସହିତ ଆପଣ '''[[Help:Show preview|ଦେଖଣା]]''' ଉପରେ କ୍ଲିକ କରି ସାଇତିବା ପରେ ଆପଣଙ୍କ ଲେଖାଟି କେମିତି ଦେଖାଯିବ ତାହା ଦେଖିପାରିବେ । ସମ୍ପାଦନା ଶିଖିବା ପାଇଁ ଆପଣ [[Wikipedia:Tutorial/Editing/sandbox|ପରଖ ଘର]]କୁ ଯାଇ "''ଏହାକୁ ବଦଳାନ୍ତୁ''" ପତି ଉପରେ କ୍ଲିକ କରନ୍ତୁ । କ୍ଲିକ କଲା ପରେ ତାହା ଏକ ସମ୍ପାଦନା ଘର ଖୋଲିବ ଯେଉଁଠାରେ ଆପଣ ଲେଖା ସବୁ ଦେଖିପାରିବେ । ସେଠାରେ ଇଆଡୁ ସିଆଡୁ କିଛି ଲେଖି ଦିଅନ୍ତୁ । ଏବେ '''ଏହାକୁ ବଦଳାନ୍ତବଦଳାନ୍ତୁ'''ରେ କ୍ଲିକ କରନ୍ତୁ ଆଉ ଦେଖନ୍ତୁ ଆପଣ କଣ ଲେଖିଛନ୍ତି ।
 
==ସମ୍ପାଦନା ସାରକଥା==
 
==Show preview==
[[File:Mediawiki-button-preview-or.png|thumb|right|600px|The "[[Help:Show preview|Showଏହାକୁ previewବଦଳାନ୍ତୁ]]" button"ସାଇତିବେ"ର ଡାହାଣରେ ଅଛିbutton is right next to the "save page" button and below the [[Help:Edit summary|edit summary]] field.]]
Second, you should always use the '''[[Help:Show preview|Show preview]]''' button. After you've entered a change in the edit box for the [[Wikipedia:Tutorial/Editing/sandbox|sandbox]], click the <!-- Can someone put an actual button here to make things clear to newusers? -->'''{{Mediawiki:Showpreview}}''' button instead of '''Save Page'''. This lets you to see what the page will look like after your edit, ''before'' you actually save. We all make mistakes; this feature helps you catch them before other people see them. Using Show Preview before saving also lets you try format changes and other edits without cluttering up the [[Help:Page history|page history]]. Do not forget to save your edits after previewing, though!
 
୧୭,୧୧୭

ଗୋଟି ସମ୍ପାଦନା