"ଉଇକିପିଡ଼ିଆ:ଶିକ୍ଷଣ/Editing" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ପିଚ୍+
ଅନୁବାଦ
୭ କ ଧାଡ଼ି:
କେତେକ [[Wikipedia:Protection policy|କିଳାଯାଇଥିବା ପୃଷ୍ଠାକୁ ଛାଡ଼ି]] ପ୍ରତି ପୃଷ୍ଠାରେ ଏକ "'''''ଏହାକୁ ବଦଳାନ୍ତୁ '''''" ପତି ରହିଛି ଯାହା ଆପଣଙ୍କୁ ସେହି ପୃଷ୍ଠାକୁ ସମ୍ପାଦନା କରିବାରେ ସାହାଯ୍ୟ କରିଥାଏ । ଏହା [[ଉଇକିପିଡ଼ିଆ]]ର ଏକ ସାଧାରଣ ସୁବିଧା ଯାହା ଏକ ପ୍ରସଙ୍ଗରେ ଥିବା ଭୁଲଭଟକାକୁ ସୁଧାରି ତାହାକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣ କିଛି ନୂଆ ତଥ୍ୟ ଯୋଗ କରୁଛନ୍ତି ତେବେ ସେଥିରେ ଦୟାକରି [[Wikipedia:Citing sources|ମୂଳ ଆଧାର]], ବା ଯେଉଁଠାରୁ ଆପଣ ତଥ୍ୟଟି ଜାଣିବାକୁ ପାଇଛନ୍ତି ତାହା ଉଲ୍ଲେଖ କରନ୍ତୁ, କାରଣ, [[Wikipedia:Verifiability|ଆଧାର ବିନା ଲେଖାଯାଇଥିବା ତଥ୍ୟ ହଟାଇଦିଆଯିବାର ସମ୍ଭାବନା ଥାଏ ]] ।
 
ଆପଣ ଯେତେବେଳେ ଏକ ପୃଷ୍ଠାରେ କିଛି ବଦଳାନ୍ତି '''[[Help:Edit summary|ସାରକଥା]]''' ଘରେ ଆପଣଙ୍କ ସମ୍ପାଦନାର ସାରକଥାଟିଏ ଲେଖିବା ଉଚିତ (ଏହା ସମ୍ପାଦନା ଘର ତଳେ ପାଇପାରିବେ) । ଆପଣଙ୍କ ସାରକଥାଟି ଅଳ୍ପ ହେଲେ ବି କିଛି ଅସୁବିଧା ନାହିଁ । ଯଥା, ଯଦି ଆପଣ ଏକ ବନାନ ସୁଧାରିଲେ, କେବଳ "ବନାନ" ବୋଲି ସାରକଥାରେ ଲେଖିଲେ ବି ଚଳିବ ।
First, any time you edit a page, it is considered good [[Wikipedia:Etiquette|etiquette]] (or "Wikiquette") to enter a explanation of your changes in the '''[[Help:Edit summary|Edit summary]]''' box, which you'll find below the edit window. It's okay for your explanation to be quite short. For example, if you are making a spelling correction, you might just type "typo". Also, if the change you have made to a page is minor, such as correcting a spelling or grammar error, it's helpful if you check the box "This is a [[Help:Minor edit|minor edit]]". (This box is only available if you have logged in.) For your sandbox edit, you probably want an edit summary such as "''Testing''".
 
ଏଥି ସହିତ ଆପଣ '''[[Help:Show preview|ଦେଖଣା]]''' ଉପରେ କ୍ଲିକ କରି ସାଇତିବା ପରେ ଆପଣଙ୍କ ଲେଖାଟି କେମିତି ଦେଖାଯିବ ତାହା ଦେଖିପାରିବେ । ସମ୍ପାଦନା ଶିଖିବା ପାଇଁ ଆପଣ [[Wikipedia:Tutorial/Editing/sandbox|ପରଖ ଘର]]କୁ ଯାଇ "''ଏହାକୁ ବଦଳାନ୍ତୁ''" ପତି ଉପରେ କ୍ଲିକ କରନ୍ତୁ । କ୍ଲିକ କଲା ପରେ ତାହା ଏକ ସମ୍ପାଦନା ଘର ଖୋଲିବ ଯେଉଁଠାରେ ଆପଣ ଲେଖା ସବୁ ଦେଖିପାରିବେ । ସେଠାରେ ଇଆଡୁ ସିଆଡୁ କିଛି ଲେଖି ଦିଅନ୍ତୁ । ଏବେ '''ଏହାକୁ ବଦଳାନ୍ତ'''ରେ କ୍ଲିକ କରନ୍ତୁ ଆଉ ଦେଖନ୍ତୁ ଆପଣ କଣ ଲେଖିଛନ୍ତି ।
Second, you should always use the '''[[Help:Show preview|Show preview]]''' button. After you've entered a change in the edit box for the [[Wikipedia:Tutorial/Editing/sandbox|sandbox]], click the <!-- Can someone put an actual button here to make things clear to newusers? -->'''{{Mediawiki:Showpreview}}''' button instead of '''Save Page'''. This lets you to see what the page will look like after your edit, ''before'' you actually save. We all make mistakes; this feature helps you catch them before other people see them. Using Show Preview before saving also lets you try format changes and other edits without cluttering up the [[Help:Page history|page history]]. Do not forget to save your edits after previewing, though!
 
==ସମ୍ପାଦନା ସାରକଥା==
To practice editing, go to the [[Wikipedia:Tutorial/Editing/sandbox|sandbox]] and click the "''Edit''" tab. When you click the "''Edit''" tab, that will open an editing window containing the text for that page. Type in something fun and interesting, or just replace words for your own words. Now click the '''Save page''' button and see what you have done!
 
==Edit summary==
Your first practice edit (above) left off two steps that you should do if you are editing an article or other page that people will read. So click the "Edit" tab again, enter some text, and then do those two additional steps.