"ଉଇକିପିଡ଼ିଆ:ଶିକ୍ଷଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ robot Removing: tt:Ярдәм:Däreslek (deleted), ang:Wikipedia:Tutorial (deleted)
No edit summary
୬ କ ଧାଡ଼ି:
==ଉଇକିପିଡ଼ିଆକୁ ବଦଳାଇବା ଶିକ୍ଷଣ – ଆରମ୍ଭ==
[[File:Wikipedia video tutorial-1-Editing-en.ogv|right|thumb|220px|କେମିତି ବଦଳାଇବେ ଉଇକିପିଡ଼ିଆର ଲେଖା ସବୁକୁ]]
[[ଉଇକିପିଡ଼ିଆ]] ଗୋଟିଏ ମିଳିତ ଚେଷ୍ଟାରେ ତିଆରି ଭାଷାକୋଷଜ୍ଞାନକୋଷ ଯେଉଁଥିରେ '''ଆପଣ''' ବି ଭାଗନେଇ ପାରିବେ ଓ ଲେଖାସବୁ ଲେଖିପାରିବେ/ବଦଳାଇପାରିବେ । ଏହି ଶିକ୍ଷଣ ଆପଣଙ୍କୁ [[Wikipedia:Who writes Wikipedia|ଉଇକିପିଡ଼ିଆ ଦାତା]]ଟିଏ ହେବାରେ ସାହାଯ୍ୟ କରିବ ।
 
ଏହି ତଳ ଫରଦସବୁପୃଷ୍ଠାସବୁ ଆପଣଙ୍କୁ ଉଇକିପିଡ଼ିଆର ଲେଖାସବୁର ଶୈଳୀ ଓ ଭିତର ଭାଗ ଉପରେ ଅଧିକ ଜାଣିବାରେ ସାହାଯ୍ୟ କରିବ, ଆହୁରି ବି ଉଇକିମିଡ଼ିଆ ସଙ୍ଘ, ଉଇକିପିଡ଼ିଆର ନୀତିନିୟମ ଓ ସଭାସବୁ ବିଷୟରେ ଜାଣିବାରେ ସାହାଯ୍ୟ କରିବ ।
 
ଏହା ଏକ ପ୍ରାଥମିକ ''ଶିକ୍ଷଣ'', [[Help:Wikipedia: The Missing Manual|ଏକ ସବିଶେଷ ବଖଣାବଖାଣ]] ନୁହେଁ । ଯଦି ଆପଣ ଅଧିକ ଜାଣିବାକୁ ଚାହୁଁଥାନ୍ତି, ତେବେ ବାକି ଫରଦମାନଙ୍କୁପୃଷ୍ଠାମାନଙ୍କୁ ଯିବାପାଇଁ ଏଠାରେ ଲିଙ୍କସବୁ ଅଛି । ଆପଣ ସେସବୁକୁ ଅଲଗା ପତି/ଉଇଣ୍ଡୋ (Tab/Window)ରେ ଖୋଲି ପଢ଼ି ପାରନ୍ତି ।
 
"''ସାଣ୍ଡବାକ୍ସପରଖ ଘର''"କୁ ଯିବା ପାଇଁ ଲିଙ୍କ ସବୁ ଅଛି ଯେଉଁଥିରେ ଆପଣ ଯଦି କିଛି ଶିଖିବାକୁ ଚାହୁଁଥାନ୍ତି ସେଠାରେ ଅଭ୍ୟାସ କରିପାରିବେ । ନୂଆ ନୂଆ ପରଖ କରନ୍ତୁ ଓ ନୂଆ ନୂଆ କଥା ଜାଣନ୍ତୁ! ସେଠାରେ ଆପଣ କିଛି ପରଖ କଲେ କେହି କିଛି ଭାବିବେ ନାହିଁ ।
 
ତେଣୁ, [[Wikipedia:Tutorial/Editing|ଆସନ୍ତୁ ଉଇକିପିଡ଼ିଆରେ ଲେଖାସବୁକୁ ବଦଳାଇବା ଶିଖିବା]]!!
 
<p style="font-size:85%">''ମନେରଖନ୍ତୁ: ଏହି ଶିକ୍ଷଣ ଆଗରୁ ରଖାଯାଇଥିବା ମୂଳ ଗଢ଼ଣକୁ ନେଇ ତିଆରି କରାଯାଇଛି, ଯଦି ଆପଣ ଲଗଇନ କରି ନାହାନ୍ତି କିମ୍ବା ନିଜ ପସନ୍ଦସବୁକୁ ବଦଳାଇଛନ୍ତି ତେବେ ଲିଙ୍କଗୁଡ଼ିକର ଅବସ୍ଥାନ ଅଲଗା ଅଲଗା ହୋଇପାରେ ।''</p>