"ଚିତାଗଛ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.2) (Robot: Adding my:ကန့်ချုပ်ဖြူပင်
୨୬ କ ଧାଡ଼ି:
ଶ୍ବେତ ଚିତାମୂଳ ଉଷ୍ଣବୀର୍ଯ୍ୟ, କଟୁପାଚକ, ଅଗ୍ନିବର୍ଧକ, ଅଳ୍ପବିଷାକ୍ତ, ଅଜୀର୍ଣ, ଗୁଳ୍ମ, ପ୍ଳୀହା, ଯକୃତ, ଉଦରୀ, ଶୂଳ, କୃମି, ଶୋଥ, ଅର୍ଶ, ବାତଶ୍ଳେଷ୍ମ, କାସ, ତୃଷ୍ଣା, ଶ୍ଳେଷ୍ମପିତ୍ତ, ଗ୍ରହଣୀ, କୁଷ୍ଠ, ବ୍ରଣ ଆଦିର ନିବାରକ କ୍ଷତ, ଅସ୍ତ୍ରାଘାତ ଆଦିର ଚକିତ୍ସାରେ ଉପଯୋଗୀ।
== ବ୍ୟବହାର ==
ମୁଖ୍ୟତଃ ଏହାର ମୂଳକୁ ଔଷଧରୂପେ ବ୍ୟବହାର କରାଯାଇଥାଏ। କ୍ଷତ, ଧବଳଛଉ, ଯକୃତ ରୋଗରେ ଏହାର ଉପଯୋଗ ହୋଇଥାଏ। ପ୍ରସବ ଯନ୍ତ୍ରଣା ପାଉଥିବା ସ୍ତ୍ରୀର ପୀଡ଼ାକୁ ଲାଘବ କରିବାପାଇଁ କବିରାଜମାନେ ଏହାର ପ୍ରୟୋଗ କରିଥାନ୍ତି। ଏହା [[ତ୍ରିମଦ]], [[ପଞ୍ଚକୋଳ]], [[ପଞ୍ଚୋଷଣପଞ୍ଚଷୋଣ]], [[ଷଡଷଣଷଡ଼ଷଣ]] ଆଦି ଆୟୁର୍ବେଦିକ ଔଷଧରେ ବ୍ୟବହୃତ ଘଟକମାନଙ୍କ ଭିତରୁ ଅନ୍ୟତମ।
 
== ଆଧାର ==
{{ଆଧାର}}
"https://or.wikipedia.org/wiki/ଚିତାଗଛ"ରୁ ଅଣାଯାଇଅଛି