"ଯାଜପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୨୧ କ ଧାଡ଼ି:
}}
 
{{About| 'ଯାଜପୁର ସହର'| 'ଯାଜପୁର ଜିଲ୍ଲା' ନିମନ୍ତେ|ଯାଜପୁର ଜିଲ୍ଲା}}
'''ଯାଜପୁର''' ନଦୀ ଆଉ ପାହାଡ଼ରେ ଭରା [[ଓଡ଼ିଶା]]ର ଏକ ସହର । ଏହାର ଉତ୍ତର ଦିଗ ରେ [[ଭଦ୍ରକ ଜିଲ୍ଲା]] ଅଛି । ଯାଜପୁରଠାରେ ଥିବା [[ବିରଜା ମନ୍ଦିର]] [[ଓଡ଼ିଶା]]ର ସର୍ବତ୍ର ପରିଚିତ, [[ଯାଜପୁର]]କୁ ସେଇଥିପାଇଁ ବିରଜା କ୍ଷେତ୍ର ବୋଲି କୁହାଯାଏ । କେଶରୀ ରାଜାଙ୍କ ଶାସନ କାଳରେ ଏହା [[ଓଡ଼ିଶା]]ର ରାଜଧାନୀ ଥିଲା, କାଳକ୍ରମେ [[କଟକ]]କୁ ଉଠିଗଲା [[ଓଡ଼ିଶା]]ର ରାଜଧାନୀ । "ଯାଜପୁର" ଶବ୍ଦ ର ବ୍ୟୁତ୍ପତ୍ତି ହୋଇଛି ସଂସ୍କୃତ ଶବ୍ଦ "ୟାଜ୍" ଅର୍ଥାତ୍ ୟଜ୍ଞ କରିବା ରୁ, ବା ଏହା ଯାଗୟଜ୍ଞ କରିବାକୁ ବୁଝାଏ । ଏଠାରେ ଯଯାତି କେଶରୀ ଦଶଟି ଅଶ୍ୱମେଧ ଯାଗ କରାଇଥିଲେ ଏବଂ କାନ୍ୟକୁବ୍ଜ ରୁ ୧୦,୦୦୦ ବ୍ରାହ୍ମଣ ଅଣାଇଥିଲେ ତଥା [[ଓଡ଼ିଶା]]ରେ ସେମାନଙ୍କୁ ଜାଗା ଜମି ଦେଇ ଶାସନ ଦାନ କରିଥିଲେ । ତେଣୁ ଏହି ସ୍ଥାନ କୁ ଯାଜପୁର, ଯାଜନଗର, ୟଜ୍ଞପୁର ମଧ୍ୟ କୁହାଯାଏ ।
 
Line ୩୩ ⟶ ୩୪:
==ଆଧାର==
{{ଆଧାର}}
 
{{ଜିଲା ସଦର ମହକୁମା}}
{{ଓଡ଼ିଶାର ସହର}}
{{ଓଡ଼ିଶା}}
 
[[ଶ୍ରେଣୀ:ଯାଜପୁର ଜିଲ୍ଲା]]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
[[bn:জাজাপুর]]
"https://or.wikipedia.org/wiki/ଯାଜପୁର"ରୁ ଅଣାଯାଇଅଛି