"ଉଇକିପିଡ଼ିଆ:ଜାଣିବା କଥା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ "ଉଇକିପିଡ଼ିଆ:ଜାଣିବା କଥା"ଟି କିଳାଗଲା ([edit=autoconfirmed] (ଅସିମୀତ) [move=autoconfirmed] (ଅସିମୀତ))
Reverting AGF edits. Please raise a consensus first.
୮ କ ଧାଡ଼ି:
|-
|
[[File:Odia Wikipedia FAQ Booklet version 1.0.pdf|thumb|right|ୱିକିପିଡ଼ିଆଇକିପିଡ଼ିଆ ବାବଦରେ ଥରକୁଥର ପଚରାଯାଇଥିବା ପ୍ରଶ୍ନସବୁର ଉତ୍ତରର ପି.ଡି.ଏଫ]]
== ୱିକିପିଡ଼ିଆଉଇକିପିଡ଼ିଆ କ'ଣ? ==
ୱିକିପିଡ଼ିଆଉଇକିପିଡ଼ିଆ ଗୋଟିଏ ଖୋଲା ଅନଲାଇନ ଜ୍ଞାନକୋଷ ଯାହାକି ପୃଥିବୀପୃଥିବି ସାରାର ଲେଖକମାନଙ୍କ ଦ୍ଵାରା ଲେଖାଯାଇଅଛି । ଇଁରାଜି ୱିକିପିଡ଼ିଆଉଇକିପିଡ଼ିଆ ସବୁଠୁ ବଡ଼ ୱିକିପିଡ଼ିଆଉଇକିପିଡ଼ିଆ । ଏଥିରେ ୩୮ଲକ୍ଷରୁ ଅଧିକ ଲେଖା ଅଛି । ୨୦ଟି<!--http://meta.wikimedia.org/wiki/India_Program/Indic_Languages--> ଭାରତୀୟ ଭାଷାକୁ ମିଶାଇ ୱିକିପିଡ଼ିଆରଉଇକିପିଡ଼ିଆର ପ୍ରକଳ୍ପ ସବୁ ୨୮୨ରୁ<!--http://meta.wikimedia.org/wiki/List_of_Wikipedias--> ବେଶି ଭାଷାରେ ଅଛି । ୱିକିପିଡ଼ିଆରଉଇକିପିଡ଼ିଆର ସବୁ ଲେଖା ନାନା ଲେଖକଙ୍କ ଠାରୁ ସୁଧରାଯାଇଅଛି ।
 
ୱିକିପିଡ଼ିଆରଉଇକିପିଡ଼ିଆର ସହ-ନିର୍ମାତାତିଆରିକାର ଜିମି ୱେଲ୍‌ସଉଏଲସ ୱିକିପିଡ଼ିଆକୁଉଇକିପିଡ଼ିଆକୁ "ଏକ ବହୁଭାଷି ଜ୍ଞାନକୋଷ ଯାହା ମାଗଣାରେ ପୃଥିବୀରପୃଥିବିର ଯେକୌଣସି ପଢ଼ାଳିକୁ ତା ନିଜ ଭାଷାରେ ଲେଖିବା ଓ ପଢ଼ିବାରେ ସାହାଯ୍ୟ କରେ" ବୋଲି କହନ୍ତି ।
 
== ୱିକିଉଇକି କଣ? ==
ସାଧାରଣ ଭାବରେ ଗୋଟିଏ ୱେବ୍‌ସାଇଟରେବେବସାଇଟରେ କିଛି ଅଦଳବଦଳ କରିବା ପାଇଁ ବୈଷୟିକ ଜ୍ଞାନ ଓ ଲେଖକର ଅନୁମତି ଲୋଡ଼ା । ୱିକିଉଇକି ଗୋଟିଏ ସଫଟବେର ଯାହା ଆମକୁ ଏହି ସବୁ ଅସୁବିଧାରୁଝିନଝଟରୁ ମୁକ୍ତି ଦେଇଥାଏ ଆଉ ବୈଷୟିକ ଜ୍ଞାନ ବିନା ବି ଖୋଲା ଭାବେ କିଛି ବି ଲେଖା ଲେଖିବାରେ, ବଦଳାଇବାରେ ଅବା ଲିଭାଇବାରେ କରିବାରେ ସାହାଯ୍ୟ କରିଥାଏ। ଯେହେତୁ ୱିକିଉଇକି ସଫ୍‌ଟୱେର୍‌ରେସଫଟବେରରେ ଲେଖାସବୁ ଲେଖିବା ଭାରି ସହଜ, ଏହା ଏକାସାଙ୍ଗେ ଗୁଡ଼ିଏ ଲେଖକଙ୍କୁ ଲେଖିବାରେ ସାହାଯ୍ୟ କରିଥାଏ ।
 
ୱିକିଉଇକି ସଫ୍‌ଟୱେର୍‌କୁସଫଟବେରକୁ ୱାଡ଼୍ଉଆଡ଼ କନିଙ୍ଗହାମ ୧୯୯୪ରେ ତିଆରି କରିଥିଲେ । ମାର୍ଚ ୨୫ରେ ସେ ''ୱିକିୱିକିୱେବ୍‌ଉଇକିଉଇକିବେବ ସଫ୍‌ଟୱେର୍‌ସଫଟବେର''କୁ ତିଆରିକରି www.c2.com ରେ ବାହାର କରିଥିଲେ । ସେ ନିଜେ ଏହାର ନାଆଁ '''ୱିକିଉଇକି''' ଦେବାକୁ ମତ ଦେଇଥିଲେ ।
ହନଲୁଲୁ ବିମାନଘାଟିରେ ଜଣେ କର୍ମଚାରୀଠୁକର୍ମଚାରିଠୁ ଏହି ୱିକିୱିକିଉଇକିଉଇକି ନାଆଁଟି ପାଇଥିଲେ, ହାୱାଇହାଉଆଇ ଭାଷାରେ ଯାହାର ମାନେ '''''ଗତି''''' ।
 
== ୱିକିଉଇକିୱିକିପିଡ଼ିଆଉଇକିପିଡ଼ିଆ କଣ ଏକା ଜିନିଷ? ==
ନାଁ, ୱିକିଉଇକିୱିକିପିଡ଼ିଆଉଇକିପିଡ଼ିଆ ଏକା ନୁହନ୍ତି । ୱିକିଉଇକି, ୱିକିପିଡ଼ିଆରଉଇକିପିଡ଼ିଆର ଆଉ ଗୋଟେ ନାଆଁ ନୁହେଁ । ୱିକିଉଇକି ଗୋଟିଏ ସଫ୍‌ଟୱେରସଫଟବେର ଯାହାକି ମିଳିତ ଲେଖାଲେଖିରେ ସାହାଯ୍ୟ କରିଥାଏ, ୱିକିପିଡ଼ିଆଉଇକିପିଡ଼ିଆ ଗୋଟିଏ ୱେବ୍‌ସାଇଟବେବସାଇଟ ଯାହାକି ୱିକିଉଇକି ସଫ୍‌ଟୱେରକୁସଫଟବେରକୁ ବ୍ୟବହାର କରିଥାଏ । ଆହୁରି ମଧ୍ୟ, ୱିକିପିଡ଼ିଆଉଇକିପିଡ଼ିଆ ୱିକିଉଇକି ସଫ୍‌ଟୱେର୍‌ସଫଟବେର ବ୍ୟବହାର କରୁଥିବା କେତେଗୁଡ଼ିଏ ୱେବ୍‌ସାଇଟବେବସାଇଟ ଭିତରୁ ଗୋଟେ । ୱିକିପିଡ଼ିଆଉଇକିପିଡ଼ିଆ ଇଣ୍ଟର୍‌ନେଟରେଇଣ୍ଟରନେଟରେ ଥିବା ସବୁଠୁ ବେଶି ଜଣାଶୁଣା ଆଉ ବହୁତଢେର ଉନ୍ନତଭଲ ଭଲ ଲେଖାରେ ପରିପୂର୍ଣ୍ଣଭରା ୱିକିଉଇକି ୱେବ୍‌ସାଇଟ୍‌ବେବସାଇଟ । ପ୍ରାୟ ଲୋକଙ୍କ ଭିତରେ ୱିକିଉଇକି ଆଉ ୱିକିପିଡ଼ିଆଉଇକିପିଡ଼ିଆ ସମାନ ବୋଲି ଥିବା ଧାରଣା ଗୋଟିଏ ଭୁଲ ଧାରଣା ।
 
== ୱିକିପିଡ଼ିଆରଉଇକିପିଡ଼ିଆର ଇତିହାସ ==
ରିକ୍‌ରିକ ଗେଟ୍‌ସଙ୍କଗେଟସଙ୍କ ତିଆରି ଇଣ୍ଟର୍‌ପିଡ଼ିଆରୁଇଁଟରପିଡ଼ିଆରୁ ପ୍ରଥମେ ସଭିଁକ ଦ୍ଵାରା ବଦଳାଯାଇପାରୁଥିବା ଭାଷାକୋଷର ଚିନ୍ତା ବାହାରିଥିଲା । ହେଲେ ଖାଲି ଯୋଜନାରୁ ବାହାରକୁ ଏହି ଚିନ୍ତା ଯାଇପାରିନଥିଲା । ନ୍ୟୁପିଡ଼ିଆନୁପିଡ଼ିଆ (Nupedia) ଆଉ ଗୋଟିଏ ଚିନ୍ତାଧାରାରେ ତିଆରି କରାଯାଇଥିଲା ଯେଉଁଥିରେ ପ୍ରସିଦ୍ଧଛାମୁଆଁ ଲେଖକ ଲେଖିକାମାନଙ୍କରଲେଖାଳିମାନଙ୍କର ଅଭିଜ୍ଞତାକୁ ଆଖି ଆଗରେ ରଖି ତିଆରି କରାଯାଇଥିଲା । ଯେହେତୁ ଲେଖାର ମାନ ଉପରେ ବେଶି ଗୁରୁତ୍ଵ ଦିଆଯାଉଥିଲା, ନ୍ୟୁପିଡ଼ିଆନୁପିଡ଼ିଆ ଧିରେ ଧିରେ ବଢ଼ିଚାଲୁଥିଲା । ତେଣୁ ନ୍ୟୁପିଡ଼ିଆରନୁପିଡ଼ିଆର କାମ କୁ ବଢ଼ାଇବା ପାଇଁ ଜିମି ଆଉ ସାଙ୍ଗର୍ସାଁଗର ୱିକିପିଡ଼ିଆଉଇକିପିଡ଼ିଆ ତିଆରି କରିଲେତିଆରିଲେ, ଯାହାକି ସମସ୍ତଙ୍କ ଦ୍ଵାରା ବଦଳାଯାଇପାରୁଥିବା ଗୋଟିଏ ଜ୍ଞାନକୋଷଥିଲା । ଲେଖାର ମାନ ଆଉ ଲୋକପ୍ରିୟ ହେବାରେ ୱିକିପିଡ଼ିଆଉଇକିପିଡ଼ିଆ ତାର ମୂଳ ନ୍ୟୁପିଡ଼ିଆରୁନୁପିଡ଼ିଆରୁ ଉପରକୁ ବଢିଲା । ଆଜି ସେହି ଜ୍ଞାନକୋଷର ଅନ୍ୟ ନାଆଁଅନ୍ୟନାଆଁ ପାଲଟିଛି ୱିକିପିଡ଼ିଆଉଇକିପିଡ଼ିଆ
 
ୱିକିପିଡ଼ିଆଉଇକିପିଡ଼ିଆ ଏକ ଅଣ-ଲାଭକାରି ସଂସ୍ଥା '''ୱିକିମିଡ଼ିଆଉଇକିମିଡ଼ିଆ ଫାଉଣ୍ଡେସନ୍‌ଫାଉଁଡେସନ''' ([[wmf:Home|http://wikimediafoundation.org]]) ଦ୍ଵାରା ପରିଚାଳିତ ହେଉଛି୤ସଁଭଳାଯାଉଛି
 
== ୱିକିପିଡ଼ିଆଉଇକିପିଡ଼ିଆ ଓଡ଼ିଶା।/ଭାରତ ସରକାରଙ୍କ ଦ୍ଵାରା ତିଆରି କରାଯାଇଛି କି? ==
ୱିକିପିଡ଼ିଆଉଇକିପିଡ଼ିଆ ଏକ ଅଣ-ଲାଭକାରି ସଂସ୍ଥା ୱିକିମିଡ଼ିଆଉଇକିମିଡ଼ିଆ ଅଧିନରେ କାମ କରୁଛି । ଏହି ସଂସ୍ଥା ସରକାରି ସଂସ୍ଥା ନୁହେଁ / ସରକାରଙ୍କ ସାହାଯ୍ୟରେ ଚାଲେନାହିଁ । ୱିକିମିଡ଼ିଆକୁଉଇକିମିଡ଼ିଆକୁ ଚଳାଇବା ପାଇଁ ଦରକାର ଟଙ୍କା ସାଧାରଣ ଲୋକଙ୍କ ଅନୁଦାନରୁ ଆସିଥାଏ ।
ଯେତେବେଳେ ୱିକିପିଡ଼ିଆଉଇକିପିଡ଼ିଆ ଏବେ ଅନେକ ନାଆଁ କଲାଣି ସରକାର ୱିକିପିଡ଼ିଆକୁଉଇକିପିଡ଼ିଆକୁ ସାହାଯ୍ୟ କରିବାକୁ ହାତ ବଢ଼ାଇଲେଣି ।
 
== ମୁଁ ଲେଖିବାକୁ ଯାଉଥିବା ଲେଖାଟିରେ ମୋର ଖୁବ ଭଲ ଜ୍ଞାନ ଥିବା ଦରକାର କି ? ==
ଏହା ଲୋକଙ୍କ ମନରେ ଥିବା ଏକ ଭୁଲ ଧାରଣା, ଖାଲି ଏଇଥି ପାଇଁ ହିଁ ଲୋକେ ୱିକିପିଡ଼ିଆରେଉଇକିପିଡ଼ିଆରେ ଲେଖିବାକୁ ଚାହୁଁନାହାନ୍ତି । ସତ କଥା ହେଉଛି ଆପଣଙ୍କୁ ନିଜ ଲେଖା ପାଇଁ ନିପୁଣ ହେବା କିଛି ଦରକାର ନାହିଁ । ଏମିତିରେ, ଗୋଟିଏ ବି ୱିକିପିଡ଼ିଆଉଇକିପିଡ଼ିଆ ଜଣେ ଲେଖକରଲେଖାଳିର ଲେଖା ନୁହେଁ । ସବୁ ଲେଖା ଅଲଗା ଅଲଗା ଦେଶର ଆଉ ଅଲଗା ଅଲଗା ଜାତି ଧର୍ମ ଓ ବର୍ଣ୍ଣରବେଉସାର ଲୋକଙ୍କର ଅବଦାନ ।
 
ଆସନ୍ତୁ ଉଦାହରଣଟିଏ ନେଇ ଦେଖିବାପରଖ କରିବା । ଭାବନ୍ତୁ କି କମ୍ପ୍ୟୁଟର ଉପରେ ଭୁବନେଶ୍ଵରର ସ୍କୁଲ ପିଲାଟିଏ ଲେଖାଟିଏ ଲେଖିବାକୁ ଚାଁହୁଛି, ସେ ଖାଲି କମ୍ପ୍ୟୁଟରର ସାଧାରଣ ବ୍ୟବହାର ଉପରେ କିଛି ଧାଡ଼ି ଲେଖିଦେଲା । କିଛି ଦିନ ପରେ ଇଞ୍ଜିନିୟରିଙ୍ଗ ପିଲାଟିଏ ସେ ଲେଖାକୁ ଦେଖି ସେଥିରେ କିଛି ନୁଆ କଥା ମିଶାଇଲା । ଆଉ କିଛି ଦିନ ପରେ ବେଙ୍ଗାଲୁରୁର କମ୍ପ୍ୟୁଟର ଇଞ୍ଜିନିୟର ଜଣେ ସେଥିରେ କିଛି ଚିତ୍ର ଆଉ ନିହାତି ଦରକାରି ଲେଖା ଆଉ କମ୍ପ୍ୟୁଟର କେମିତି କାମକରେ ସେକଥା ମିଶାଇଲେ । ଆଉ ସେମିତି ହୋଇ ସେ ଲେଖାଟିରେ କେତେ ଲୋକଙ୍କ ଲେଖା ମିଶି ଧିରେ ଧିରେ ବଢ଼ିଚାଲିଲା । ଏହି ସମାନ କଥା ସବୁ ୱିକିପିଡ଼ିଆଉଇକିପିଡ଼ିଆ ଲେଖାରେ ହୁଏ । ଆଉ ଆପଣ ବି ଏଥିରେ ସାମିଲ ହୋଇପାରିବେ । ନୁଆ ଲେଖା ମିଶାଇବା ଆଉ ପୁରୁଣା ଲେଖାକୁ ସୁଧାରି ଓଡ଼ିଆ ୱିକିପିଡ଼ିଆକୁଉଇକିପିଡ଼ିଆକୁ ଆପଣ ସାରା ପୃଥବୀରପୃଥିବିର ଭଲ ୱିକିପିଡ଼ିଆଙ୍କଉଇକିପିଡ଼ିଆଙ୍କ ଭିତରେ ଗୋଟିଏ କରିପାରିବେ ।
 
== ୱିକିପିଡ଼ିଆରେଉଇକିପିଡ଼ିଆରେ କେଉଁ କେଉଁ ଲେଖା ରହିବା ଦରକାର ଓ କଣ ଦରକାର ନାହିଁ, ଏହା ଉପରେ କିଛି ନୀତି ନିୟମ ଅଛି କି?==
 
ଆପଣ କିଛି ବି ବିଷୟରେ ୱିକିପିଡ଼ିଆରେଉଇକିପିଡ଼ିଆରେ ଲେଖିପାରିବେ, ତେବେ ଲେଖାଟି ଜ୍ଞାନକୋଷ ଯୋଗ୍ୟ ହେବା ଦରକାର । ଲେଖାଗୁଡ଼ିକୁ ଜ୍ଞାନକୋଷ ଯୋଗ୍ୟ କରିବା ଲାଗି ୱିକିପିଡ଼ିଆରଉଇକିପିଡ଼ିଆର କିଛି ନୀତି ନିୟମ ଅଛି ।
 
== ୱିକିପିଡ଼ିଆରେଉଇକିପିଡ଼ିଆରେ ମୁଁ ଲେଖିଥିବା ଲେଖାଟିକୁ ଅନେକେ ବଦଳାଉଛନ୍ତି, ଏମିତି କାହିଁକି ? ==
ୱିକିପିଡ଼ିଆରଉଇକିପିଡ଼ିଆର ଲେଖା ସବୁ ଜଣେ ଲୋକର ନୁହେଁ । ଏହା ଏକ ମିଳିତ ପ୍ରକଳ୍ପ, ଆଉ କେହି ଜଣେ ଏହାର ମାଲିକାନା ରଖିପାରିବ ନାହିଁ । ଏହାର ନୂଆ ସଙ୍କଳନ/ଲେଖା ମିଶାଣ/ବଦଳ କରାଯାଇପାରିବ । ବ୍ୟବହାରକାରୀମାନଙ୍କ ଲେଖାର ବଦଳକୁ ନେଇ ଉପୁଜିଥିବା କିମ୍ବା ୱିକିପିଡ଼ିଆରଉଇକିପିଡ଼ିଆର ଲେଖା ଭରସା ଯୋଗ୍ୟ ଜାଗାରୁ ନେବାର ଅସୁବିଧାକୁ ସୁଧାରିବା ପାଇଁ ୱିକିପିଡ଼ିଆରଉଇକିପିଡ଼ିଆର ନିଜର ନୀତି ନିୟମ ଅଛି ।
 
== ୱିକିପିଡ଼ିଆରେଉଇକିପିଡ଼ିଆରେ କିଏ କିଏ ଭାଗ ନେଇ ପାରିବେ? ==
ଯେକୌଣସି ଚଳଣିର, ଧର୍ମଧରମ ଅବା କର୍ମ କୁଶଳତାକରମକୁସଳତା ଥିବା କେହି ବି ଜ୍ଞାନ ବାଣ୍ଟିବାକୁ ଚାହୁଁଥିଲେ ୱିକିପିଡ଼ିଆରେଉଇକିପିଡ଼ିଆରେ ଭାଗ ନେଇ ପାରିବେ । ଏହା ଭିତରେ ସ୍କୁଲ ପିଲା, ଅବସର ନେଇସାରିଥିବା ମିଲିଟାରି ଲୋକେ, ଚାଷି, ଘରୁଆ ଲୋକେ, ସଫ୍‌ଟୱେର୍‌ସଫଟବେର ଚାକିରିଆ, ସରକାରି ଚାକିରିଆ ବା ଆଉ କେହି ଏଥିରେ ଭାଗ ନେଇ ପାରିବେ। ଗୁଡ଼ିଏ ଅଲଗା ଅଲଗା ଚିନ୍ତାଧାରାର ଲୋକେ ୱିକିପିଡ଼ିଆରେଉଇକିପିଡ଼ିଆରେ ଏକାଠି ହେଉଛନ୍ତି ନିଜର ଆଉ ଅନ୍ୟ ମାନଙ୍କର ଜ୍ଞାନ ବଢ଼ାଇବା ପାଇଁ, ଆଉ ତା ସହ ନିଜ ଭବିଷ୍ୟତ ପୀଢ଼ି ପରପିଢ଼ି ପାଇଁ ବି କିଛି ଜ୍ଞାନ ଛାଡ଼ିଯାଉଛନ୍ତି ।
 
== ୱିକିପିଡ଼ିଆଉଇକିପିଡ଼ିଆ ଇଁରାଜୀଇଁରାଜି ବ୍ୟତୀତ ଅଲଗା ଭାଷାରେ ମିଳୁଛି କି? ଓଡ଼ିଆ କି ଅଲଗା ଭାରତୀୟ ଭାଷାରେ ୱିକିପିଡ଼ିଆଉଇକିପିଡ଼ିଆ ଅଛି କି? ==
୨୮୨ରୁ ବେଶି ଭାଷାରେ ୱିକିପିଡ଼ିଆଉଇକିପିଡ଼ିଆ ଅଛି <!--[http://meta.wikimedia.org/wiki/List_of_Wikipedias]-->। ଆଉ ଓଡ଼ିଆରେ ବି ୱିକିପିଡ଼ିଆଉଇକିପିଡ଼ିଆ ଅଛି । ପ୍ରଥମ ୱିକିପିଡ଼ିଆଉଇକିପିଡ଼ିଆ ଇଁରାଜୀରେଇଁରାଜିରେ ହୋଇଥିଲା, ଯାହାକି ୨୦୦୧ ଜାନୁଆରୀରେ ଆରମ୍ଭ ହୋଇଥିଲା । ୨ ମାସ ପରେ ମାର୍ଚ ୨୦୦୧ରେ, ୱିକିପିଡ଼ିଆଉଇକିପିଡ଼ିଆ ଜର୍ମାନ ଭାଷାରେ କାମ କରିବା ଆରମ୍ଭ କଲା । ତାର କିଛି ମାସ ପରେ ଫ୍ରେଞ୍ଚ, ଚାଇନିଜ, ଡଚ, ହିବୁରୁ, ଇଟାଲିଅ, ରୁସିଅ ଆଦି ଭାଷାରେ ତିଆରି ହେଲା ।
ପ୍ରଥମ ବର୍ଷ କୌଣସି ଭାରତୀୟ ଭାଷାର ନିଜର ୱିକିପିଡ଼ିଆଉଇକିପିଡ଼ିଆ ନଥିଲା । ଜୁନ ୨୦୦୨ ରେ ଓଡ଼ିଆ, ପଞ୍ଜାବି ଓ ଅସମୀୟାଆସାମିରେ ଭାଷାରେ ୱିକିପିଡ଼ିଆଉଇକିପିଡ଼ିଆ ତିଆରି ହେଲା । ୨୦୦୨ ଡିସେମ୍ବରରେ ମାଲୟାଲାମରେ ତିଆରି ହେଲା । ୨୦୦୩ ବେଳକୁ ଅନେକ ଭାରତୀୟ ଭାଷାରେ ୱିକିପିଡ଼ିଆଉଇକିପିଡ଼ିଆ ତିଆରି ହେଲା । ଫେବ୍ରୁଆରୀରେ ଭୋଜପୁରୀଭୋଜପୁରି ଆରମ୍ଭ ହେଲା, ମେ' ରେ ମରାଠି, ଜୁନରେ କନ୍ନଡ଼, ଜୁଲାଇରେ ହିନ୍ଦୀ, ସେପ୍ଟେମ୍ବରରେ ତାମିଲ, ତେଲୁଗୁ ଓ ଗୁଜରାଟି ଡିସେମ୍ବରରେ ଆଉ ବଙ୍ଗଳାବଁଗଳା ୨୦୦୪ ଜାନୁଆରୀରେ ତିଆରି ହୋଇଛି । ଏବେ ପାଳି ଭାଷାରେ ଓ ସଂସ୍କୃତରେସଁସ୍କୃତରେ ୱିକିପିଡ଼ିଆଉଇକିପିଡ଼ିଆ ତିଆରି ହୋଇଛି ।<!--[http://meta.wikimedia.org/wiki/India_Program/Indic_Languages]-->
 
ଇଂରାଜୀଇଁରାଜି ୱିକିପିଡ଼ିଆରେଉଇକିପିଡ଼ିଆରେ ସବୁଠୁ ବେଶି ଲେଖା ଅଛି, ୨୦୧୦ ଏପ୍ରିଲ ବେଳକୁ ୩୩ ଲକ୍ଷରୁ ବେଶି ଲେଖା ଥିଲା । ଓଡ଼ିଆ ୱିକିପିଡ଼ିଆଉଇକିପିଡ଼ିଆ ଏ ଯାଏଁ [[Special:Statistics|{{NUMBEROFARTICLES}}]]ଟି ଲେଖା ଅଛି।
 
== ମୋତେ ଭଲ ଭାବେ ଇଂରାଜୀଇଁରାଜି ଜଣା, ଓଡ଼ିଆ ୱିକିପିଡ଼ିଆରେଉଇକିପିଡ଼ିଆରେ କାହିଁକି ଯୋଗ ଦେବି? ==
ଆପଣ ହୁଏତ ଭଲ ଭାବେ ଇଂରାଜୀଇଁରାଜି ଜାଣିଥାଇପାରନ୍ତି, ହେଲେ ସେଇଟି ନିଜ ମାତୃଭାଷାକୁ ଛାଡ଼ିଦେବାର ଗୋଟିଏ କାରଣ ହୋଇ ନ ପାରେ । ଆପଣ ନିଜର ଉଚ୍ଚଉଚ ଇଂରାଜୀଇଁରାଜି ଜ୍ଞାନକୁ ବ୍ୟବହାର କରି ଗୁଡ଼ାଏ ଜଣା ଅଜଣା କଥା ଏକାଠି କରି ଓଡ଼ିଆରେ ଆଉଥରେ ଲେଖିପାରିବେ । ଏହା ଭଲ ଭାବେ ଇଂରାଜୀଇଁରାଜି ଜାଣି ନଥିବା ଓ ଓଡ଼ିଆରେ ୱିକିପିଡ଼ିଆଉଇକିପିଡ଼ିଆ ପଢ଼ିବାକୁ ଚାହୁଁଥିବା ଲୋକଙ୍କୁ ସାହାଯ୍ୟ କରିବ ।
 
ବହୁତ ଗୁଡ଼ିଏଢେରେଗୁଡ଼ିଏ ଛୋଟ ଛୋଟ ଜାଣିବା କଥା ଇଂରାଜୀଇଁରାଜି ୱିକିପିଡ଼ିଆରେଉଇକିପିଡ଼ିଆରେ ଭାଷା ଓ ଭାବର ତଫାତ ସକାଶେ ଏଯାଏଁ ଅଜଣା ହୋଇ ରହିଛି | ସେସବୁ ଜାଣିବା କଥାକୁ ଇଂରାଜୀଇଁରାଜି ଠାରୁ ଆଞ୍ଚଳିକ ଭାଷାରେ ବେଶି ସହଜରେ ଲେଖି ହେବ । ଆଉ ସେସବୁ ଲେଖା ଯଦି ଇଂରାଜୀଇଁରାଜି ଭଲ ଭାବରେ ଥାଏ କିଛି ଏମିତି ପାଠକପଢ଼ାଳିଲେଖକଲେଖାଳି ଦରକାର ଯିଏ ଉଭୟ ଇଂରାଜୀ ଓଦୁଇଟି ଓଡ଼ିଆଜାକ ଭାଷା ଭଲ ଭାବରେ ଜାଣିଥିବ । ବେଳେବେଳେ ଇଂରାଜୀରେଇଁରାଜିରେ ଅନୁବାଦ ଟିକେ କଠିନକଠିଣ ଆଉ ଲେଖାର ଭାବ ସରିଯାଏ ଅନୁବାଦ ଭିତରେ ।
 
ଅନେକ ଭାରତୀୟ ଇଂରାଜୀରେଇଁରାଜିରେ ସେତେ ପ୍ରାଞ୍ଜଳ ନୁହନ୍ତି, ହେଲେ ଲୋକେ ସେମାନଙ୍କ ମାତୃଭାଷାରେ ସହଜରେ କଥାଭାଷା ଓ ଲେଖାଲେଖି କରିପାରନ୍ତି । ଆଉ ଇଂରାଜୀଇଁରାଜି ଜାଣିନଥିବା ଲୋକଙ୍କୁ ବି ନୂଆ ନୂଆ କଥା ଜାଣିବାରୁ ରୋକିବାର କିଛି କାରଣ ନାହିଁ ।
 
== ମୁଁ ଓଡ଼ିଆ ୱିକିପିଡ଼ିଆରେଉଇକିପିଡ଼ିଆରେ ଲେଖିବାକୁ ଚାହୁଁଛି, ହେଲେ ଓଡ଼ିଆ ଟାଇପ୍‌ଟାଇପ କରିଜାଣିନାହିଁ, କେମିତି ଲେଖିବି/ବଦଳାଇବି? ==
 
ଓଡ଼ିଆ ୱିକିପିଡ଼ିଆରେଉଇକିପିଡ଼ିଆରେ ଟାଇପ୍‌ଟାଇପ କରିବାପାଇଁ କେତେ ଗୁଡ଼ିଏ ବାଟ ଅଛି । ଓଡ଼ିଆ ୱିକିପିଡ଼ିଆଉଇକିପିଡ଼ିଆ ଭିତରେ ଗୋଟିଏ ସାଧନ/ଟୁଲ୍‌ଟୁଲ ଅଛି ଯେଉଁଥିରେ କିଛି ବି ବାହାର ଟୁଲ୍‌ଟୁଲ ବିନା ଆପଣ ଓଡ଼ିଆରେ ଟାଇପ୍‌ଟାଇପ କରିପାରିବେ । ଏହା ଇଂରାଜୀଇଁରାଜି ଇନ୍‌ପୁଟ୍‌ରୁଇନପୁଟରୁ ଆପେ ଆପେ ଓଡ଼ିଆକୁ ବଦଳାଇଦେବ, ଏଥିରେ '''ଇନସ୍କ୍ରିପ୍ଟ''' ଟାଇପ୍ ବ୍ୟବସ୍ଥା ବି ଅଛି, ତେଣୁ ଲେଖାଲେଖି ପାଇଁ ସେତେ ଅସୁବିଧା ହବନି । ଯଦି କିଛି ସହଯୋଗ ଦରକାର ତେବେ '''ସାହାଯ୍ୟ:ଓଡ଼ିଆରେ ଟାଇପ''' ଓଡ଼ିଆରେ ଲେଖି ଖୋଜିବା ବାକ୍ସ (Search Box) ଭିତରେ ଟାଇପ କଲେ ଓଡ଼ିଆ ଉଇକିପିଡ଼ିଆରେ ଅନେକଢେରେ କଥା ଜାଣିହେବ ।
 
== ମୁଁ ୱିକିପିଡ଼ିଆରେଉଇକିପିଡ଼ିଆରେ କାହିଁକି ଲେଖିବି? ଏଥିରେ ମୋର କଣ ଲାଭ ହେବ? ==
ଆମ ଜୀବନକାଳରେ ଆମେ ଅନେକ କଥା ଜାଣିଥାଉ, ଯାହା ଆମକୁ ଅନେକ ସମୟରେ ଅଲଗା ଅଲଗା ଜାଗାରୁ ମିଳିଥାଏ। ଯଦି ଆମେ ଏହି ଜ୍ଞାନକୁ ବାକିମାନଙ୍କ ଭିତରେ ନ ବାଣ୍ଟୁ ତାହେଲେ ଏହା ଆମ ଜୀବନ ସହ ଏ ପୃଥିବୀରୁପୃଥିବିରୁ ଚାଲିଯିବ । ଆଜି ଯାଏଁ ଏହିପରି କେତେ ଜ୍ଞାନ କେବେବି ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ, କାରଣ କେହି କେବେ ତାକୁ ବାକିମାନଙ୍କ ପାଇଁ ସାଇତି ରଖିଯାଇ ନାହାନ୍ତି। ୱିକିପିଡ଼ିଆରେଉଇକିପିଡ଼ିଆରେ ଆମେ ଏହିପରି କେତେ ଦରକାରି ଜିନିଷ ଲେଖିପାରିବା ଯାହା ଆସନ୍ତା ପୀଢ଼ିପିଢ଼ି ପାଇଁ ବହୁ କାମରେ ଆସିବ ।
 
ଆମ ଜ୍ଞାନକୁ ବାକିମାନଙ୍କ ଭିତରେ ବାଣ୍ଟିବା ଦ୍ଵାରା ଏହା ଦିନକୁ ଦିନ ବଢ଼ିବଢି ଚାଲିଥାଏ । ଆଜି ଆମେ ଯାହା ସବୁ ଜାଣିଛୁ, ତାହା କାଲି ଆମକୁ କିଏ ଜଣେ ଶିଖାଇଥିଲା । ତେଣୁ ଏହିପରି ଆମେ ବି ଆଜି ଆମର ଜଣା କଥାକଥାଜାକ ସଭିଙ୍କ ଭିତରେ ବାଣ୍ଟି ପାରିବା ।
 
ୱିକିପିଡ଼ିଆରଉଇକିପିଡ଼ିଆର ଲେଖକ ଲେଖିକାମାନେଲେଖାଳି ଅଲଗା ଅଲଗା ୱିକିଉଇକି ଲେଖାଗୁଡିକୁ ସବୁବେଳେ ବଦଳାଇବାବଦଳାଇବାରେ ଦ୍ଵାରା ଲେଖାସବୁ କାଳ ସଙ୍ଗେସାଙ୍ଗେ ତାଳ ଦେଇ ବଦଳୁଥାଏ ଯାହା ଇଣ୍ଟର୍‌ନେଟ୍‌ରଇଣ୍ଟରନେଟର ବାକିସବୁ ଜାଗାରେ ମିଳିବା ବିରଳ । ୱିକିରେଉଇକିରେ କିଛି ଲେଖିବା ଆଗରୁ ୱିକିଉଇକି ଲେଖକମାନେଲେଖାଳିମାନେ ବହୁ ସମୟରେ ସେହି ପ୍ରସଙ୍ଗ ଉପରେ କିଛି ଅଧିକ ପଢାପଢି କରିଥାନ୍ତି, ଯାହା ନିଜ ଦରକାରରେ ବି ଆସିଥାଏ । ଧିରେ ଧିରେ ଗୋଟିଏ ଲେଖାକୁ ଅନ୍ୟ ଜ୍ଞାନୀମାନେ ଠିକଭାବରେ ବଦଳାଇବାରୁ ସଭିଏଁ ଏହି ବିଷୟରେ ସନ୍ତୁଳିତ ଓ ସଠିକ ଛବି ପାଇଥାନ୍ତି । ଏହିପରି କିଛି ଗୋଟେ ବିଷୟରେ ରୁଚି ରଖିଥିବା ଲୋକେ ଏକାଠି ନିଜ ନିଜ ଭିତରେ ଜଣା ଅଜଣା କଥା ଦେବାନେବାରେବଦେବାନେବାରେ ଲାଭ ପାଇଥାନ୍ତି ।
 
==ଓଡିଆ ୱିକିପିଡ଼ିଆରେଉଇକିପିଡ଼ିଆରେ ଲେଖାଲେଖି କଲେ ମୋତେ କିଛି ଆର୍ଥିକ ସାହାଯ୍ୟ ମିଳିବ କି ? ==
ନା । ୱିକିପିଡ଼ିଆରେଉଇକିପିଡ଼ିଆରେ ଆପଣଙ୍କ ଅବଦାନ ପାଇଁ କିଛି ଆର୍ଥିକ ସାହାଯ୍ୟର କିଛି ବ୍ୟବସ୍ଥା ନାହିଁ । କିନ୍ତୁ ହଁ, ୱିକିପିଡିଆରେଉଇକିପିଡିଆରେ ଲେଖାଲେଖି ଦ୍ଵାରା ଆପଣଙ୍କ ବିଭିନ୍ନ ଜ୍ଞାନ ପୁଣି ସତେଜ ହୋଇଉଠେ, ଯାହା ଆପଣ ଭୁଲିଯାଇଥାନ୍ତେ ।
 
== ଓଡ଼ିଆ ୱିକିପିଡ଼ିଆରଉଇକିପିଡ଼ିଆର ଛୋଟ ଇତିହାସଟିଏ ମୋତେ କହିବେ କି ? ==
 
ଓଡ଼ିଆରେ ଟାଇପ୍‌ଟାଇପ କରିବା ଓ ପଢ଼ିବା ସେତେ ସହଜ ନଥିଲା । ୟୁନିକୋଡ଼୍‌ଇଉନିକୋଡ଼ ବାହାରିବା ଯାଏଁ ଏହି ଅସୁବିଧା ଏମିତି ଥିଲା । କିଛି ବର୍ଷପରେ ଓଡ଼ିଆର ସବୁ ଅକ୍ଷରକୁ ଏକାଠି କରି ୟୁନିକୋଡ଼୍‌ଇଉନିକୋଡ଼ ଲିପି (ଫଣ୍ଟ) ତିଆରି ହେଲା । ଓଡ଼ିଆ ୟୁନିକୋଡ଼୍‌ରେଇଉନିକୋଡ଼ରେ ଥିବା ପଢ଼ିବା ଓ ଲେଖିବା ଅସୁବିଧା ଗୁଡ଼ିକୁ ସୁଧାରିବା ପରେ ଏବେ ଏହା ବ୍ୟବହାରକାରୀମାନଙ୍କ ପାଇଁ ଭାରି ସହଜ ହୋଇ ପାରିଛି ।
 
ଓଡ଼ିଆ ୱିକିପିଡ଼ିଆଉଇକିପିଡ଼ିଆ ([[:or:ପ୍ରଧାନ ପୃଷ୍ଠା|http://or.wikipedia.org/]]) ୨୦୦୨ରେ ଆରମ୍ଭ ହୋଇଥିଲା । ପ୍ରଥମ ଭାରତୀୟ ଭାଷାଭାବେ ଓଡ଼ିଆ, ପଞ୍ଜାବୀପଞ୍ଜାବିଅସମୀୟାଅସିମିଆ ତିନୋଟି ଭାଷାରେ ୱିକିପିଡ଼ିଆଉଇକିପିଡ଼ିଆ ତିଆରି ହୋଇଥିଲା । ହେଲେ ତା'ପରେ ବିଶେଷ କିଛି କାମ ନ ହୋଇ ଏହା ସେମିତି ପଡ଼ିରହିଥିଲା । କିଛି ଦିନ ତଳେ କିଛି ଓଡ଼ିଆ ୱିକି ଲେଖକ ମାନଙ୍କଉଇକିଆଳିଙ୍କ ଚେଷ୍ଟାରେ ଏହା ପୁଣି ଥରେ ସଚଳ ହୋଇଛି । ମାଲାୟାଲମ ୱିକି ଲେଖକଉଇକିଆଳି ଜୁନେଦଙ୍କ ଚେଷ୍ଟାଯୋଗୁଁ ଓଡ଼ିଆରେ ଟାଇପ କରିବା ଟୁଲ୍‌ଟିଟୁଲଟି ତିଆରି କରାଯାଇଛି ଯେଉଁଟି ଆପଣଙ୍କୁ ସହଜରେ ଟାଇପ୍‌ଟାଇପ କରିବାରେ ସାହାଯ୍ୟ କରିବ । ଓଡ଼ିଆ ୱିକିପିଡ଼ିଆରେଉଇକିପିଡ଼ିଆରେ ଆଗରୁ ସେତେ ବେଶି କାମ ହୋଇନାହିଁ, ତେବେ ଯେହେତୁ ଏହାର ବିକାଶ ଏଇମାତ୍ର ଆରମ୍ଭ ହୋଇଛି ତେଣୁ ଭଲ ମାନର ଲେଖା ଦେଇ ହିଁ କେବଳ ଏହାକୁ ଉନ୍ନତ ୱିକିପିଡ଼ିଆଙ୍କଉଇକିପିଡ଼ିଆଙ୍କ ଭିତରେ ଗଣାଯାଇପାରିବ ।
 
==ୱିକିପିଡ଼ିଆଉଇକିପିଡ଼ିଆ ବାହାରେ ଆଉ କିଛି ପ୍ରକଳ୍ପ ଅଛିକି ? ==
 
ୱକିପିଡ଼ିଆଉଇକିପିଡ଼ିଆ କାମରେ ସଫଳ ହେବାପରେ ୱିକିମିଡ଼ିଆଉଇକିମିଡ଼ିଆ ଫାଉଣ୍ଡେସନ୍‌ଫାଉଣ୍ଡେସନ ଅନ୍‌ଲାଇନ୍‌ଅନଲାଇନ ଶବ୍ଦକୋଷ, ୱିକ୍ସିନାରିଉଇକ୍ସିନାରି ତିଆରି କରାଗଲା । ୱିକ୍ସିନାରିଉଇକ୍ସିନାରି ଅନେକ ଗୁଡ଼ିଏ ଭାଷାରେ ମାଗଣାରେ ମିଳୁଥିବା ଗୋଟିଏ ଶବ୍ଦକୋଷ ।
ୱିକିବୁକ୍ସ୍‌ଉଇକିବୁକ୍ସ- ଗୋଟିଏ ମାଗଣା ବହିର ଭଣ୍ଡାର ଯେଉଁଥିରେ ପଢ଼ା ବହି ସାଙ୍ଗକୁ ଅନେକ ମାନୁଆଲ୍‌ମାନୁଆଲ ମିଳିପାରିବ ମାଗଣାରେ, ୱିକିକୋଟ୍‌ସଉଇକିକୋଟସ- ଢଗଢମାଳି, ଲୋକକଥା, ବାଣି ଓ ଚିରକାଳ ମନେରହିବା ଭଳି କଥା ସବୁକୁ ନେଇ ଏହା ତିଆରି, କମନ୍‌ସକମନସ- ଏକ ଅନ୍‌ଲାଇନ୍‌ଅନଲାଇନ ମିଡ଼ିଆ ସଂଗ୍ରହାଳୟସାଇତା ଜାଗା, ଯାହା ଭିତରେ ଚିତ୍ର, ଭିଡ଼ିଓ ଓ କଥା ସବୁକୁ ସାଇତାଯାଇପାରିବ ।
 
ଓଡ଼ିଆରେ ଖାଲି ୱିକିପିଡ଼ିଆଉଇକିପିଡ଼ିଆୱିକ୍ସିନାରିଉଇକ୍ସିନାରି ପାଇଁ କାମ କରାଯାଉଅଛି, ବାକି ଗୁଡିକରେ କାମ ଆରମ୍ଭ କରିବାକୁ ପଡ଼ିବ ।
 
==ଆମ ପାଖରେ ଇଁରାଜି ୱିକିପିଡ଼ିଆଉଇକିପିଡ଼ିଆ ଥିଲାବେଳେ ଓଡ଼ିଆରେ ୱିକିଉଇକି ପ୍ରକଳ୍ପ ସବୁ କାହିଁକି ଦରକାର ? ==
ୱିକିମିଡ଼ିଆଉଇକିମିଡ଼ିଆ ସଙ୍ଘରସଁଘର (ୱିକିପିଡ଼ିଆଉଇକିପିଡ଼ିଆ ବି ଏହା ଭିତରେ ଅଛି) ମୂଳ ଲକ୍ଷ ଜ୍ଞାନକୁ ମାଗଣାରେ ଓ ସହଜରେ ଲୋକଙ୍କ ପାଖରେ ପହଞ୍ଚେଇବା, ଓଡ଼ିଆ ୱିକିପିଡ଼ିଆଉଇକିପିଡ଼ିଆ ଲୋପପାଉଥିବା ଓ ସାଧାରଣ ବ୍ୟବହାରରୁ କମିଯାଉଥିବା ଓଡ଼ିଆ ଭାଷାରେ ସେହି ଜ୍ଞାନକୁ କମ୍ପ୍ୟୁଟରକମ୍ପୁଟର ବ୍ୟବହାର କରିପାରୁଥିବା ଲୋକଙ୍କ ପାଖରେ ପହଞ୍ଚେଇବା ପାଇଁ ତିଆରି କରାଯାଇଛି ।
 
ସଂପ୍ରତିଏବେକାର ଯୁଗରେ ସ୍କୁଲ ପଢ଼ା ବେଶି ପିଲାଙ୍କୁ ଉପରେ ବେଶି ନଜର ଦେଇ ତିଆରି କରାଯାଉଛି, ଜ୍ଞାନ ଏକାଠି କରିବା, ପଢ଼ା ବହିର ବାହାରେ ଚିନ୍ତା କରିବା ପାଇଁ ପିଲାଙ୍କୁ ତିଆରି କରାଯାଉଛି । ସ୍କୁଲରେ, ଘରେ ସବୁଠି ଇଣ୍ଟରନେଟର ବ୍ୟବହାର ହେଉଛି, ଆଉ ତା ଦେଇ ପିଲାମାନେ ଅନେକ ସୁଯୋଗର ସୁବିଧା ନେଇ ପାରିବେ, ଖାସ କରି ୱିକିପିଡ଼ିଆଉଇକିପିଡ଼ିଆ ଓଡ଼ିଆର ଲେଖା ସବୁରୁ ବହୁତଢେର କଥା ଶିଖି ପାରିବେ । ଓଡ଼ିଆ ୱିକିପିଡ଼ିଆଉଇକିପିଡ଼ିଆ ନାନାଦି ବିଭାଗ: ଇତିହାସଠୁ ଆରମ୍ଭ କରି ଭୂଗୋଳ, ନକ୍ଷତ୍ର ବିଜ୍ଞାନତାରାବିଜ୍ଞାନ, ସାହିତ୍ୟରେ ଅନେକ କଥା ଶିଖିପାରିବେ । ଦୁନିଆଯାକର ଜ୍ଞାନକୁ ଏକାଠି କରିବାର ଏହା ସବୁଠୁ ସୁବିଧା ଓ ସଳଖ ଉପାୟ ବାଟ । ନିଜେ ଜାଣନ୍ତୁ ଓ ବାକିମାନଙ୍କୁ ବି ଜଣାନ୍ତୁ ଆଉ ତା ସଙ୍ଗେ ଆମ ଭାଷାକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରନ୍ତୁ ।
 
==ମୁଁ ୱିକିପିଡ଼ିଆରେଉଇକିପିଡ଼ିଆରେ ଲେଖାର ତଥ୍ୟରେ ଥିବା ଭୁଲ୍‌ଭଟକାଭୁଲଭଟକା ସବୁ ଉପରେ ଲେଖିବା କଥା ଭାବୁଛି, ୱିକିପିଡ଼ିଆରଉଇକିପିଡ଼ିଆର ପରିଚାଳକମାନେପରିଛାମାନେ ଏହା ଉପରେ କିଛି କହିବେ କି ? ==
ଏହିଭଳି ଭୁଲଭଟକା ବହୁ ପୁରୁଣା କାଳରୁ ଚଳିଆସିଥିବା ଚଳଣି ଉପରେ ଥିବା ଲେଖାରେ ଥାଇପାରେ । ପୁରୁଣା ଚଳଣିର କଥାସବୁ ଜାଣିବାର ମିଡ଼ିଆରେ (ଖବର କାଗଜ, ବହି, ବ୍ଲଗ, ଟେଲିଭିଜନ) ବାହାରିସାରିଥିବା ଲେଖାର ତଥ୍ୟରେ ଥିବା ଭୁଲ ଜାଣିବାର କିଛି ବାଟ ନଥାଏ, ସେସବୁ ମିଡ଼ିଆ ଓ ୱିକିପିଡ଼ିଆଉଇକିପିଡ଼ିଆ ଭିତରେ ତଫାତ ହେଉଛି ୱିକିପିଡ଼ିଆଉଇକିପିଡ଼ିଆ ଖୋଲା ଓ ସଭିଙ୍କ ଦ୍ଵାରା ବଦଳାଯାଇପାରିବ । ୱିକିପିଡ଼ିଆ ଉଇକିପିଡ଼ିଆ ଆପଣଙ୍କୁ ତଥ୍ୟରେ ଥିବା ଭୁଲସବୁକୁ ସୁଧାରିବାକୁ ସୁଯୋଗଦିଏ । ୱିକିପିଡ଼ିଆରେଉଇକିପିଡ଼ିଆରେ କେମିତି ଠିକ ଲେଖା ରହିବ ତାହା ଦେଖିବା ସବୁ ପାଠକପଢ଼ାଳିଙ୍କର ମାନଙ୍କମୂଳ ଉଦ୍ଦେଶ୍ୟକାମ ହେବା ଉଚିତ ଆଉ ସଭିଏଁ ଏଥିରେ ଭାଗ ନେଇ ଭୁଲ ସବୁକୁ ସୁଧାରିବା ଦରକାର ।
 
ଆପଣ ନୂଆ ଲେଖାଟିଏ ଲେଖିବା ବେଳେ ଟିକେ ଲେଖାର ମାନ ଓ ତଥ୍ୟସବୁ ଠିକ ଅଛି କି ନାନାଁ ଦେଖିନେବେ, ଯାହା ଲେଖାଟିକୁ ପଢିବାଯୋଗ୍ୟ କରିବ । ୱିକିପିଡ଼ିଆରେଉଇକିପିଡ଼ିଆରେ ଲେଖାସବୁ ଥରକରେ ଠିକ ହୁଏନାହିଁ, ଅନେକ ଥର ବଦଳ ହେବା ପରେ ଯାଇ ପୁରା ଠିକ ଲେଖାଟିଏ ମିଳେ । ତେଣୁ ଆପଣଙ୍କୁ ଅନୁରୋଧ, ୱିକିପିଡ଼ିଆରଉଇକିପିଡ଼ିଆର ଏହି ଲେଖାରେ ଭାଗ ନିଅନ୍ତୁ, ଆଉ ଲେଖାର ଭୁଲ ସବୁ ସୁଧାରିବାରେ ଭାଗ ନିଅନ୍ତୁ । ଅନେକ ଲୋକଙ୍କ ଦ୍ଵାରା ଲେଖାଗଲେ ଲେଖାରେ ଥିବା ଭୁଲସବୁ ସୁଧୁରିଯିବ ଓ ଶେଷରେ ପୁରା ଠିକ ଲେଖାଟିଏ ପାଠକମାନଙ୍କପଢ଼ାଳିମାନଙ୍କ ପାଖକୁ ଆସିବ । ଆଉ ୱିକିପିଡ଼ିଆରେଉଇକିପିଡ଼ିଆରେ ଲେଖାସବୁ ବହୁତଢେର ଶୀଘ୍ରଶିଘ୍ର ୱିକି ଲେଖକ ମାନଙ୍କଉଇକିଆଳିଙ୍କ ଦ୍ଵାରା ପଢ଼ା ଓ ବଦଳାଯାଏ, ତେଣୁ ଆପଣଙ୍କ ଲେଖାଟି ୫ ମିନିଟ ଭିତରେ ପୁରୁଣା ହୋଇଯାଇଥିବ ଓ ବଦଳା ଯାଇସାରିଥିବ ।
 
==ୱିକିପିଡ଼ିଆଉଇକିପିଡ଼ିଆ ଭଳି ଖୋଲା ଜ୍ଞାନକୋଷର ଭଲ ମନ୍ଦ ଗୁଣ ସବୁ କଣ ? ==
ୱିକିପିଡ଼ିଆରେଉଇକିପିଡ଼ିଆରେ ଥିବା ଲେଖା ସବୁ ବହୁ ଉତ୍ସାହୀଉତ୍ସାହି ଲୋକଙ୍କ ସହଯୋଗରେ ବଢେ । ୱିକିରଉଇକିର ଯେକୌଣସି ପ୍ରସଙ୍ଗ ଧରିନିଆଯାଉ,ଏହା ବିଷୟରେ କିଛି ଲୋକଙ୍କୁ ବହୁତ ଜଣା ଥାଇପାରେ, କିଛିଙ୍କୁ ସେହି ଭାଷାର ଅନେକ କିଛି ଜଣା ଥିବ, କିଛି ବ୍ୟାକରଣରେ ପଟୁ ଆଉ କିଛି ସେହି ବିଷୟରେ ପଣ୍ଡିତ ଥିବେ । ଯେତେବେଳେ ଏମିତି ଲୋକେ ଏକାଠି ଗୋଟିଏ ବିଷୟରେ ଲେଖାଲେଖି ଆଉ ସମ୍ପାଦନା କରନ୍ତି, ଧିରେ ଧିରେ ଭଲ ୱିକିଉଇକି ଲେଖାଟିଏ ଗଢ଼ିଉଠେ ।
 
ୱିକିଉଇକି ସହ ଯୋଡ଼ା ଲୋକମାନେ ସବୁବେଳେ ସହଯୋଗ ମନୋଭାବ ନେଇ ଏଠାକୁ ଆସନ୍ତି । ଏଠି ପରସ୍ପର ଭିତରେ ଜ୍ଞାନର ଦେବାନେବା ଦ୍ଵାରା ସମସ୍ତଙ୍କର ଲାଭ ହୁଏ । କିନ୍ତୁ କାଳକ୍ରମେ କିଛି ଖଳ ଲୋକ ବି ୱିକିଉଇକି ସହ ଜୋଡ଼ି ହୋଇଯାନ୍ତି,ଯେଉଁମାନଙ୍କ ଖରାପ ବୁଦ୍ଧିକୁ ଚିହ୍ନିବାକୁ ବେଶି ସମୟ ଲାଗେ ନାହିଁ । ୱିକିପିଡ଼ିଆରଉଇକିପିଡ଼ିଆର ନୀତି ଅନୁସାରେ ଆମେ ଏଠି ଲେଖୁଥିବା ବିଷୟ ସବୁ ବିଶ୍ୱାସଯୋଗ୍ୟ ସୂତ୍ରରୁ ଆସିଥିବା ଦରକାର ଓ ସତ ହେଇଥିବା ଦରକାର । କିନ୍ତୁ ୱିକିପିଡ଼ିଆରଉଇକିପିଡ଼ିଆର ଖୋଲା ବଦଳ ଗୁଣ ଯୋଗୁଁ କେହି ବି କୌଣସି ବି ଲେଖାର ଭାବ ଆଉ ସତ୍ୟତାକୁସତପଣିଆକୁ ବଦଳାଇପାରେ । ବହୁତ ସମୟରେ ଏହିଭଳି ଖଳ ବଦଳ ଗୁଡିକ ମନ୍ଦବୁଦ୍ଧି ବା କୌତୁହଳରେକୁତୁହଳରେ କରାଯାଏ । କିନ୍ତୁ ଗୋଟିଏ ସଜାଗଜାଗୁଆ ଆଉ ସଚେତଚେତା ୱିକିଉଇକି ସଙ୍ଘ ଏହି ସବୁ ଖରାପ କାମକୁ ବିରୋଧ କରିଥାଏ ଏବଂ ଠିକ କରିଥାଏ ।
 
==କେଉଁସବୁ ୱିକିଉଇକି ପ୍ରକଳ୍ପ ଓଡ଼ିଆ ୱିକିରେଉଇକିରେ ଏବେ ସଚଳ ଅଛି ?==
 
*'''ୱିକିପିଡ଼ିଆଉଇକିପିଡ଼ିଆ ([[:or:ପ୍ରଧାନ ପୃଷ୍ଠା|http://or.wikipedia.org]])'''
*'''ୱିକିଉଇକି ଅଭିଧାନ ([[:wikt:ପ୍ରଧାନ ପୃଷ୍ଠା|http://or.wiktionary.org]])'''
 
ଓଡ଼ିଆ ସଙ୍ଘ ସଚଳ ହେଲେ ଆମକୁ ଓଡ଼ିଆ '''ୱିକିଉଇକି କଥା''' ଓ ବାକି ୱିକିଉଇକି ପ୍ରକଳ୍ପ ସବୁ ଆରମ୍ଭ କରିବାକୁ ପଡ଼ିବ ।
 
==ୱିକିପିଡ଼ିଆରେଉଇକିପିଡ଼ିଆରେ ଲେଖାଲେଖି ବା ବଦଳାଇବା ବିଷୟରେ କିଛି ପଚାରିବାକୁ ଥିଲେ କାହାକୁ ପଚାରିବି ?==
ୱିକିଉଇକି ବିଷୟରେ ଥରକୁଥର ପଚରାଯାଇଥିବା ପ୍ରଶ୍ନ ଗୁଡିକ ଆପଣ ଓଡ଼ିଆ ୱିକିପିଡ଼ିଆରେଉଇକିପିଡ଼ିଆରେ ଏହି [[ସାହାଯ୍ୟ:ଭିତର ଚିଜ|ସାହାଯ୍ୟ]] ପୃଷ୍ଠାରୁଫରଦରୁ ପାଇ ପାରିବେ । ଆପଣ ଏ ବାବଦରେ ଯେକୌଣସି ସକ୍ରିୟସଚଳ ଓଡ଼ିଆ ୱିକିପିଡ଼ିଆଉଇକିପିଡ଼ିଆ ବ୍ୟବହାରକାରୀଙ୍କୁ ବି ପଚାରି ପାରିବେ । ତଥାପି ଯଦି ଆପଣଙ୍କ ଠିକ ଉତ୍ତର ନ ମିଳିଲା, ଆପଣ ଆମକୁ ଏହି ଠିକଣା '''[mailto:wikipedia-or@lists.wikimedia.org wikipedia-or@lists.wikimedia.org]''' ରେ ଇ-ମେଲ କରି ପାରନ୍ତି । ଆମେ ଏହି ଇ-ମେଲର ଯଥା ଶୀଘ୍ର ଉତ୍ତର ଦେବାକୁ ଚେଷ୍ଟା କରିବୁ ।
 
==ମୁଁ ଇଂରାଜି ୱିକିରେଉଇକିରେ ଲଗ ଇନ ନାମ ତିଆରି କରି ସାରିଛି। ମୁଁ କଣ ସେହି ଏକା ଲଗ ଇନ ନାମ ଓଡ଼ିଆ ୱିକିଉଇକି ପାଇଁ ବି ବ୍ୟବହାର କରି ପାରିବି ? ==
ହଁ । ଆପଣ ସବୁ ୱିକିଉଇକି ପ୍ରୋଜେକ୍ଟରେ ଗୋଟିଏ ଲଗ ଇନ ନାଁ ବ୍ୟବହାର କରି ପାରିବେ । ଏଥିପାଇଁ ଆପଣଙ୍କୁ ନିଜ ଲଗ ଇନ ନାଁ ବା ଖାତାକୁ ବିଭିନ୍ନ ୱିକିଉଇକି ପ୍ରୋଜେକ୍ଟ ପାଇଁ ଏକୀକରଣ କରିବାକୁ ପଡିବ । ଏ ବାବଦରେ ଆଧିକ ଜାଣିବା ପାଇଁ ଏହି ଲିଙ୍କ [[meta:SUL|help page on metawiki]] କୁ ଯାଆନ୍ତୁ ବା ସାହାଯ୍ୟ ପାଇଁ ଓଡ଼ିଆ ୱିକିଉଇକି ଇ-ମେଲ '''[mailto:wikipedia-or@lists.wikimedia.org wikipedia-or@lists.wikimedia.org]''' କୁ ମେଲ କରନ୍ତୁ ।
 
== ଓଡ଼ିଆ ୱିକିପିଡ଼ିଆଉଇକିପିଡ଼ିଆ ପାଇଁ ଗୁଗଲ୍‌ଗୁଗଲ ଓ ୟାହୁ ଗ୍ରୁପ ଭଳି କିଛି ଆଲୋଚନା ଗୋଷ୍ଠୀଗୋଠ ଅଛି କି ? ମୁଁ ଓଡ଼ିଆ ୱିକି ଲେଖକଙ୍କଉଇକିଆଳିଙ୍କ ସଙ୍ଗେ ଅନଲାଇନ ଚାଟ କରିପାରିବି କି ? ==
ହଁ, ଓଡ଼ିଆ ୱିକିପିଡ଼ିଆରଉଇକିପିଡ଼ିଆର ଏକ ମେଲ ତାଲିକା ଅଛି । ସେହି ମେଲ ତାଲିକାଟିରେ ନିଜ ନାଆଁ ଲେଖାଇ ଆପଣ ବାକି ୱିକି ଲେଖକଙ୍କଉଇକିଆଳିଙ୍କ ସଙ୍ଗେ ଆଲୋଚନା କରିପାରିବେ । ମେଲ ତାଲିକାରେ ନାଆଁ ଲେଖାଇବା ପାଇଁ [https://lists.wikimedia.org/mailman/listinfo/wikipedia-or ଏଠାକୁ] କୁ ଯାଆନ୍ତୁ ଆଉ ଆଲୋଚନା କରନ୍ତୁ ।
 
ଏକ ଫ୍ରିନୋଡ଼ ଇଣ୍ଟରନେଟ ରିଲେ ଚାଟ (IRC) ଓଡ଼ିଆ ୱିକିପିଡ଼ିଆଉଇକିପିଡ଼ିଆ ପାଇଁ ବି ଅଛି ଯେଉଁଥିରେ ଆପଣ ଅନଲାଇନରେ ଥିବା ପୃଥିବୀପୃଥିବି ଯାକର ଓଡ଼ିଆ ୱିକି ଲେଖକଙ୍କ ଉଇକିଆଳିଙ୍କ ସାଙ୍ଗରେ ଆଲୋଚନା କରିପାରିବେ ।
*Server: irc.freenode.net
*Channel: #wikipedia-or