"ଉଇକିପିଡ଼ିଆ:ଜାଣିବା କଥା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ବ୍ୟାକରଣଗତ ତ୍ରୁଟି କିଛି ସୁଧାରିବାକୁ ଚେଷ୍ଟା କରିଛି ୤\
୬୦ କ ଧାଡ଼ି:
ଅନେକ ଭାରତୀୟ ଇଂରାଜୀରେ ସେତେ ପ୍ରାଞ୍ଜଳ ନୁହନ୍ତି, ହେଲେ ଲୋକେ ସେମାନଙ୍କ ମାତୃଭାଷାରେ ସହଜରେ କଥାଭାଷା ଓ ଲେଖାଲେଖି କରିପାରନ୍ତି । ଆଉ ଇଂରାଜୀ ଜାଣିନଥିବା ଲୋକଙ୍କୁ ବି ନୂଆ ନୂଆ କଥା ଜାଣିବାରୁ ରୋକିବାର କିଛି କାରଣ ନାହିଁ ।
 
== ମୁଁ ଓଡ଼ିଆ ଉଇକିପିଡ଼ିଆରେୱିକିପିଡ଼ିଆରେ ଲେଖିବାକୁ ଚାହୁଁଛି, ହେଲେ ଓଡ଼ିଆ ଟାଇପଟାଇପ୍‌ କରିଜାଣିନାହିଁ, କେମିତି ଲେଖିବି/ବଦଳାଇବି? ==
 
ଓଡ଼ିଆ ଉଇକିପିଡ଼ିଆରେୱିକିପିଡ଼ିଆରେ ଟାଇପଟାଇପ୍‌ କରିବାପାଇଁ କେତେ ଗୁଡ଼ିଏ ବାଟ ଅଛି । ଓଡ଼ିଆ ଉଇକିପିଡ଼ିଆୱିକିପିଡ଼ିଆ ଭିତରେ ଗୋଟିଏ ସାଧନ/ଟୁଲଟୁଲ୍‌ ଅଛି ଯେଉଁଥିରେ କିଛି ବି ବାହାର ଟୁଲଟୁଲ୍‌ ବିନା ଆପଣ ଓଡ଼ିଆରେ ଟାଇପଟାଇପ୍‌ କରିପାରିବେ । ଏହା ଇଁରାଜିଇଂରାଜୀ ଇନପୁଟରୁଇନ୍‌ପୁଟ୍‌ରୁ ଆପେ ଆପେ ଓଡ଼ିଆକୁ ବଦଳାଇଦେବ, ଏଥିରେ '''ଇନସ୍କ୍ରିପ୍ଟ''' ଟାଇପ୍ ବ୍ୟବସ୍ଥା ବି ଅଛି, ତେଣୁ ଲେଖାଲେଖି ପାଇଁ ସେତେ ଅସୁବିଧା ହବନି । ଯଦି କିଛି ସହଯୋଗ ଦରକାର ତେବେ '''ସାହାଯ୍ୟ:ଓଡ଼ିଆରେ ଟାଇପ''' ଓଡ଼ିଆରେ ଲେଖି ଖୋଜିବା ବାକ୍ସ (Search Box) ଭିତରେ ଟାଇପ କଲେ ଓଡ଼ିଆ ଉଇକିପିଡ଼ିଆରେ ଢେରେଅନେକ କଥା ଜାଣିହେବ ।
 
== ମୁଁ ଉଇକିପିଡ଼ିଆରେୱିକିପିଡ଼ିଆରେ କାହିଁକି ଲେଖିବି? ଏଥିରେ ମୋର କଣ ଲାଭ ହେବ? ==
ଆମ ଜୀବନକାଳରେ ଆମେ ଅନେକ କଥା ଜାଣିଥାଉ, ଯାହା ଆମକୁ ଅନେକ ସମୟରେ ଅଲଗା ଅଲଗା ଜାଗାରୁ ମିଳିଥାଏ। ଯଦି ଆମେ ଏହି ଜ୍ଞାନକୁ ବାକିମାନଙ୍କ ଭିତରେ ନ ବାଣ୍ଟୁ ତାହେଲେ ଏହା ଆମ ଜୀବନ ସହ ଏ ପୃଥିବିରୁପୃଥିବୀରୁ ଚାଲିଯିବ । ଆଜି ଯାଏଁ ଏହିପରି କେତେ ଜ୍ଞାନ କେବେବି ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ, କାରଣ କେହି କେବେ ତାକୁ ବାକିମାନଙ୍କ ପାଇଁ ସାଇତି ରଖିଯାଇ ନାହାନ୍ତି। ଉଇକିପିଡ଼ିଆରେୱିକିପିଡ଼ିଆରେ ଆମେ ଏହିପରି କେତେ ଦରକାରି ଜିନିଷ ଲେଖିପାରିବା ଯାହା ଆସନ୍ତା ପିଢ଼ିପୀଢ଼ି ପାଇଁ ବହୁ କାମରେ ଆସିବ ।
 
ଆମ ଜ୍ଞାନକୁ ବାକିମାନଙ୍କ ଭିତରେ ବାଣ୍ଟିବା ଦ୍ଵାରା ଏହା ଦିନକୁ ଦିନ ବଢିବଢ଼ି ଚାଲିଥାଏ । ଆଜି ଆମେ ଯାହା ସବୁ ଜାଣିଛୁ, ତାହା କାଲି ଆମକୁ କିଏ ଜଣେ ଶିଖାଇଥିଲା । ତେଣୁ ଏହିପରି ଆମେ ବି ଆଜି ଆମର ଜଣା କଥାଜାକକଥା ସଭିଙ୍କ ଭିତରେ ବାଣ୍ଟି ପାରିବା ।
 
ଉଇକିପିଡ଼ିଆରୱିକିପିଡ଼ିଆର ଲେଖାଳିଲେଖକ ଲେଖିକାମାନେ ଅଲଗା ଅଲଗା ଉଇକିୱିକି ଲେଖାଗୁଡିକୁ ସବୁବେଳେ ବଦଳାଇବାରେବଦଳାଇବା ଦ୍ଵାରା ଲେଖାସବୁ କାଳ ସାଙ୍ଗେସଙ୍ଗେ ତାଳ ଦେଇ ବଦଳୁଥାଏ ଯାହା ଇଣ୍ଟରନେଟରଇଣ୍ଟର୍‌ନେଟ୍‌ର ବାକିସବୁ ଜାଗାରେ ମିଳିବା ବିରଳ । ଉଇକିରେୱିକିରେ କିଛି ଲେଖିବା ଆଗରୁ ଉଇକିୱିକି ଲେଖାଳିମାନେଲେଖକମାନେ ବହୁ ସମୟରେ ସେହି ପ୍ରସଙ୍ଗ ଉପରେ କିଛି ଅଧିକ ପଢାପଢି କରିଥାନ୍ତି, ଯାହା ନିଜ ଦରକାରରେ ବି ଆସିଥାଏ । ଧିରେ ଧିରେ ଗୋଟିଏ ଲେଖାକୁ ଅନ୍ୟ ଜ୍ଞାନୀମାନେ ଠିକଭାବରେ ବଦଳାଇବାରୁ ସଭିଏଁ ଏହି ବିଷୟରେ ସନ୍ତୁଳିତ ଓ ସଠିକ ଛବି ପାଇଥାନ୍ତି । ଏହିପରି କିଛି ଗୋଟେ ବିଷୟରେ ରୁଚି ରଖିଥିବା ଲୋକେ ଏକାଠି ନିଜ ନିଜ ଭିତରେ ଜଣା ଅଜଣା କଥା ବଦେବାନେବାରେଦେବାନେବାରେ ଲାଭ ପାଇଥାନ୍ତି ।
 
==ଓଡିଆ ଉଇକିପିଡ଼ିଆରେୱିକିପିଡ଼ିଆରେ ଲେଖାଲେଖି କଲେ ମୋତେ କିଛି ଆର୍ଥିକ ସାହାଯ୍ୟ ମିଳିବ କି ? ==
ନା । ଉଇକିପିଡ଼ିଆରେୱିକିପିଡ଼ିଆରେ ଆପଣଙ୍କ ଅବଦାନ ପାଇଁ କିଛି ଆର୍ଥିକ ସାହାଯ୍ୟର କିଛି ବ୍ୟବସ୍ଥା ନାହିଁ । କିନ୍ତୁ ହଁ, ଉଇକିପିଡିଆରେୱିକିପିଡିଆରେ ଲେଖାଲେଖି ଦ୍ଵାରା ଆପଣଙ୍କ ବିଭିନ୍ନ ଜ୍ଞାନ ପୁଣି ସତେଜ ହୋଇଉଠେ, ଯାହା ଆପଣ ଭୁଲିଯାଇଥାନ୍ତେ ।
 
== ଓଡ଼ିଆ ଉଇକିପିଡ଼ିଆରୱିକିପିଡ଼ିଆର ଛୋଟ ଇତିହାସଟିଏ ମୋତେ କହିବେ କି ? ==
 
ଓଡ଼ିଆରେ ଟାଇପଟାଇପ୍‌ କରିବା ଓ ପଢ଼ିବା ସେତେ ସହଜ ନଥିଲା । ଇଉନିକୋଡ଼ୟୁନିକୋଡ଼୍‌ ବାହାରିବା ଯାଏଁ ଏହି ଅସୁବିଧା ଏମିତି ଥିଲା । କିଛି ବର୍ଷପରେ ଓଡ଼ିଆର ସବୁ ଅକ୍ଷରକୁ ଏକାଠି କରି ଇଉନିକୋଡ଼ୟୁନିକୋଡ଼୍‌ ଲିପି (ଫଣ୍ଟ) ତିଆରି ହେଲା । ଓଡ଼ିଆ ଇଉନିକୋଡ଼ରେୟୁନିକୋଡ଼୍‌ରେ ଥିବା ପଢ଼ିବା ଓ ଲେଖିବା ଅସୁବିଧା ଗୁଡ଼ିକୁ ସୁଧାରିବା ପରେ ଏବେ ଏହା ବ୍ୟବହାରକାରୀମାନଙ୍କ ପାଇଁ ଭାରି ସହଜ ହୋଇ ପାରିଛି ।
 
ଓଡ଼ିଆ ଉଇକିପିଡ଼ିଆୱିକିପିଡ଼ିଆ ([[:or:ପ୍ରଧାନ ପୃଷ୍ଠା|http://or.wikipedia.org/]]) ୨୦୦୨ରେ ଆରମ୍ଭ ହୋଇଥିଲା । ପ୍ରଥମ ଭାରତୀୟ ଭାଷାଭାବେ ଓଡ଼ିଆ, ପଞ୍ଜାବିପଞ୍ଜାବୀଅସିମିଆଅସମୀୟା ତିନୋଟି ଭାଷାରେ ଉଇକିପିଡ଼ିଆୱିକିପିଡ଼ିଆ ତିଆରି ହୋଇଥିଲା । ହେଲେ ତା'ପରେ ବିଶେଷ କିଛି କାମ ନ ହୋଇ ଏହା ସେମିତି ପଡ଼ିରହିଥିଲା । କିଛି ଦିନ ତଳେ କିଛି ଓଡ଼ିଆ ଉଇକିଆଳିଙ୍କୱିକି ଲେଖକ ମାନଙ୍କ ଚେଷ୍ଟାରେ ଏହା ପୁଣି ଥରେ ସଚଳ ହୋଇଛି । ମାଲାୟାଲମ ଉଇକିଆଳିୱିକି ଲେଖକ ଜୁନେଦଙ୍କ ଚେଷ୍ଟାଯୋଗୁଁ ଓଡ଼ିଆରେ ଟାଇପ କରିବା ଟୁଲଟିଟୁଲ୍‌ଟି ତିଆରି କରାଯାଇଛି ଯେଉଁଟି ଆପଣଙ୍କୁ ସହଜରେ ଟାଇପଟାଇପ୍‌ କରିବାରେ ସାହାଯ୍ୟ କରିବ । ଓଡ଼ିଆ ଉଇକିପିଡ଼ିଆରେୱିକିପିଡ଼ିଆରେ ଆଗରୁ ସେତେ ବେଶି କାମ ହୋଇନାହିଁ, ତେବେ ଯେହେତୁ ଏହାର ବିକାଶ ଏଇମାତ୍ର ଆରମ୍ଭ ହୋଇଛି ତେଣୁ ଭଲ ମାନର ଲେଖା ଦେଇ ହିଁ କେବଳ ଏହାକୁ ଉନ୍ନତ ଉଇକିପିଡ଼ିଆଙ୍କୱିକିପିଡ଼ିଆଙ୍କ ଭିତରେ ଗଣାଯାଇପାରିବ ।
 
==ଉଇକିପିଡ଼ିଆୱିକିପିଡ଼ିଆ ବାହାରେ ଆଉ କିଛି ପ୍ରକଳ୍ପ ଅଛିକି ? ==
 
ଉଇକିପିଡ଼ିଆୱକିପିଡ଼ିଆ କାମରେ ସଫଳ ହେବାପରେ ଉଇକିମିଡ଼ିଆୱିକିମିଡ଼ିଆ ଫାଉଣ୍ଡେସନଫାଉଣ୍ଡେସନ୍‌ ଅନଲାଇନଅନ୍‌ଲାଇନ୍‌ ଶବ୍ଦକୋଷ, ଉଇକ୍ସିନାରିୱିକ୍ସିନାରି ତିଆରି କରାଗଲା । ଉଇକ୍ସିନାରିୱିକ୍ସିନାରି ଅନେକ ଗୁଡ଼ିଏ ଭାଷାରେ ମାଗଣାରେ ମିଳୁଥିବା ଗୋଟିଏ ଶବ୍ଦକୋଷ ।
ଉଇକିବୁକ୍ସୱିକିବୁକ୍ସ୍‌- ଗୋଟିଏ ମାଗଣା ବହିର ଭଣ୍ଡାର ଯେଉଁଥିରେ ପଢ଼ା ବହି ସାଙ୍ଗକୁ ଅନେକ ମାନୁଆଲମାନୁଆଲ୍‌ ମିଳିପାରିବ ମାଗଣାରେ, ଉଇକିକୋଟସୱିକିକୋଟ୍‌ସ- ଢଗଢମାଳି, ଲୋକକଥା, ବାଣି ଓ ଚିରକାଳ ମନେରହିବା ଭଳି କଥା ସବୁକୁ ନେଇ ଏହା ତିଆରି, କମନସକମନ୍‌ସ- ଏକ ଅନଲାଇନଅନ୍‌ଲାଇନ୍‌ ମିଡ଼ିଆ ସାଇତାସଂଗ୍ରହାଳୟ ଜାଗା, ଯାହା ଭିତରେ ଚିତ୍ର, ଭିଡ଼ିଓ ଓ କଥା ସବୁକୁ ସାଇତାଯାଇପାରିବ ।
 
ଓଡ଼ିଆରେ ଖାଲି ଉଇକିପିଡ଼ିଆୱିକିପିଡ଼ିଆଉଇକ୍ସିନାରିୱିକ୍ସିନାରି ପାଇଁ କାମ କରାଯାଉଅଛି, ବାକି ଗୁଡିକରେ କାମ ଆରମ୍ଭ କରିବାକୁ ପଡ଼ିବ ।
 
==ଆମ ପାଖରେ ଇଁରାଜି ଉଇକିପିଡ଼ିଆୱିକିପିଡ଼ିଆ ଥିଲାବେଳେ ଓଡ଼ିଆରେ ଉଇକିୱିକି ପ୍ରକଳ୍ପ ସବୁ କାହିଁକି ଦରକାର ? ==
ଉଇକିମିଡ଼ିଆୱିକିମିଡ଼ିଆ ସଁଘରସଙ୍ଘର (ଉଇକିପିଡ଼ିଆୱିକିପିଡ଼ିଆ ବି ଏହା ଭିତରେ ଅଛି) ମୂଳ ଲକ୍ଷ ଜ୍ଞାନକୁ ମାଗଣାରେ ଓ ସହଜରେ ଲୋକଙ୍କ ପାଖରେ ପହଞ୍ଚେଇବା, ଓଡ଼ିଆ ଉଇକିପିଡ଼ିଆୱିକିପିଡ଼ିଆ ଲୋପପାଉଥିବା ଓ ସାଧାରଣ ବ୍ୟବହାରରୁ କମିଯାଉଥିବା ଓଡ଼ିଆ ଭାଷାରେ ସେହି ଜ୍ଞାନକୁ କମ୍ପୁଟରକମ୍ପ୍ୟୁଟର ବ୍ୟବହାର କରିପାରୁଥିବା ଲୋକଙ୍କ ପାଖରେ ପହଞ୍ଚେଇବା ପାଇଁ ତିଆରି କରାଯାଇଛି ।
 
ଏବେକାରସଂପ୍ରତି ଯୁଗରେ ସ୍କୁଲ ପଢ଼ା ବେଶି ପିଲାଙ୍କୁ ଉପରେ ବେଶି ନଜର ଦେଇ ତିଆରି କରାଯାଉଛି, ଜ୍ଞାନ ଏକାଠି କରିବା, ପଢ଼ା ବହିର ବାହାରେ ଚିନ୍ତା କରିବା ପାଇଁ ପିଲାଙ୍କୁ ତିଆରି କରାଯାଉଛି । ସ୍କୁଲରେ, ଘରେ ସବୁଠି ଇଣ୍ଟରନେଟର ବ୍ୟବହାର ହେଉଛି, ଆଉ ତା ଦେଇ ପିଲାମାନେ ଅନେକ ସୁଯୋଗର ସୁବିଧା ନେଇ ପାରିବେ, ଖାସ କରି ଉଇକିପିଡ଼ିଆୱିକିପିଡ଼ିଆ ଓଡ଼ିଆର ଲେଖା ସବୁରୁ ଢେରବହୁତ କଥା ଶିଖି ପାରିବେ । ଓଡ଼ିଆ ଉଇକିପିଡ଼ିଆୱିକିପିଡ଼ିଆ ନାନାଦି ବିଭାଗ: ଇତିହାସଠୁ ଆରମ୍ଭ କରି ଭୂଗୋଳ, ତାରାବିଜ୍ଞାନନକ୍ଷତ୍ର ବିଜ୍ଞାନ, ସାହିତ୍ୟରେ ଅନେକ କଥା ଶିଖିପାରିବେ । ଦୁନିଆଯାକର ଜ୍ଞାନକୁ ଏକାଠି କରିବାର ଏହା ସବୁଠୁ ସୁବିଧା ଓ ସଳଖ ବାଟଉପାୟ । ନିଜେ ଜାଣନ୍ତୁ ଓ ବାକିମାନଙ୍କୁ ବି ଜଣାନ୍ତୁ ଆଉ ତା ସଙ୍ଗେ ଆମ ଭାଷାକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରନ୍ତୁ ।
 
==ମୁଁ ଉଇକିପିଡ଼ିଆରେୱିକିପିଡ଼ିଆରେ ଲେଖାର ତଥ୍ୟରେ ଥିବା ଭୁଲଭଟକାଭୁଲ୍‌ଭଟକା ସବୁ ଉପରେ ଲେଖିବା କଥା ଭାବୁଛି, ଉଇକିପିଡ଼ିଆରୱିକିପିଡ଼ିଆର ପରିଛାମାନେପରିଚାଳକମାନେ ଏହା ଉପରେ କିଛି କହିବେ କି ? ==
ଏହିଭଳି ଭୁଲଭଟକା ବହୁ ପୁରୁଣା କାଳରୁ ଚଳିଆସିଥିବା ଚଳଣି ଉପରେ ଥିବା ଲେଖାରେ ଥାଇପାରେ । ପୁରୁଣା ଚଳଣିର କଥାସବୁ ଜାଣିବାର ମିଡ଼ିଆରେ (ଖବର କାଗଜ, ବହି, ବ୍ଲଗ, ଟେଲିଭିଜନ) ବାହାରିସାରିଥିବା ଲେଖାର ତଥ୍ୟରେ ଥିବା ଭୁଲ ଜାଣିବାର କିଛି ବାଟ ନଥାଏ, ସେସବୁ ମିଡ଼ିଆ ଓ ଉଇକିପିଡ଼ିଆୱିକିପିଡ଼ିଆ ଭିତରେ ତଫାତ ହେଉଛି ଉଇକିପିଡ଼ିଆୱିକିପିଡ଼ିଆ ଖୋଲା ଓ ସଭିଙ୍କ ଦ୍ଵାରା ବଦଳାଯାଇପାରିବ । ଉଇକିପିଡ଼ିଆୱିକିପିଡ଼ିଆ ଆପଣଙ୍କୁ ତଥ୍ୟରେ ଥିବା ଭୁଲସବୁକୁ ସୁଧାରିବାକୁ ସୁଯୋଗଦିଏ । ଉଇକିପିଡ଼ିଆରେୱିକିପିଡ଼ିଆରେ କେମିତି ଠିକ ଲେଖା ରହିବ ତାହା ଦେଖିବା ସବୁ ପଢ଼ାଳିଙ୍କରପାଠକ ମୂଳମାନଙ୍କ କାମଉଦ୍ଦେଶ୍ୟ ହେବା ଉଚିତ ଆଉ ସଭିଏଁ ଏଥିରେ ଭାଗ ନେଇ ଭୁଲ ସବୁକୁ ସୁଧାରିବା ଦରକାର ।
 
ଆପଣ ନୂଆ ଲେଖାଟିଏ ଲେଖିବା ବେଳେ ଟିକେ ଲେଖାର ମାନ ଓ ତଥ୍ୟସବୁ ଠିକ ଅଛି କି ନାଁନା ଦେଖିନେବେ, ଯାହା ଲେଖାଟିକୁ ପଢିବାଯୋଗ୍ୟ କରିବ । ଉଇକିପିଡ଼ିଆରେୱିକିପିଡ଼ିଆରେ ଲେଖାସବୁ ଥରକରେ ଠିକ ହୁଏନାହିଁ, ଅନେକ ଥର ବଦଳ ହେବା ପରେ ଯାଇ ପୁରା ଠିକ ଲେଖାଟିଏ ମିଳେ । ତେଣୁ ଆପଣଙ୍କୁ ଅନୁରୋଧ, ଉଇକିପିଡ଼ିଆରୱିକିପିଡ଼ିଆର ଏହି ଲେଖାରେ ଭାଗ ନିଅନ୍ତୁ, ଆଉ ଲେଖାର ଭୁଲ ସବୁ ସୁଧାରିବାରେ ଭାଗ ନିଅନ୍ତୁ । ଅନେକ ଲୋକଙ୍କ ଦ୍ଵାରା ଲେଖାଗଲେ ଲେଖାରେ ଥିବା ଭୁଲସବୁ ସୁଧୁରିଯିବ ଓ ଶେଷରେ ପୁରା ଠିକ ଲେଖାଟିଏ ପଢ଼ାଳିମାନଙ୍କପାଠକମାନଙ୍କ ପାଖକୁ ଆସିବ । ଆଉ ଉଇକିପିଡ଼ିଆରେୱିକିପିଡ଼ିଆରେ ଲେଖାସବୁ ଢେରବହୁତ ଶିଘ୍ରଶୀଘ୍ର ଉଇକିଆଳିଙ୍କୱିକି ଲେଖକ ମାନଙ୍କ ଦ୍ଵାରା ପଢ଼ା ଓ ବଦଳାଯାଏ, ତେଣୁ ଆପଣଙ୍କ ଲେଖାଟି ୫ ମିନିଟ ଭିତରେ ପୁରୁଣା ହୋଇଯାଇଥିବ ଓ ବଦଳା ଯାଇସାରିଥିବ ।
 
==ଉଇକିପିଡ଼ିଆୱିକିପିଡ଼ିଆ ଭଳି ଖୋଲା ଜ୍ଞାନକୋଷର ଭଲ ମନ୍ଦ ଗୁଣ ସବୁ କଣ ? ==
ଉଇକିପିଡ଼ିଆରେୱିକିପିଡ଼ିଆରେ ଥିବା ଲେଖା ସବୁ ବହୁ ଉତ୍ସାହିଉତ୍ସାହୀ ଲୋକଙ୍କ ସହଯୋଗରେ ବଢେ । ଉଇକିରୱିକିର ଯେକୌଣସି ପ୍ରସଙ୍ଗ ଧରିନିଆଯାଉ,ଏହା ବିଷୟରେ କିଛି ଲୋକଙ୍କୁ ବହୁତ ଜଣା ଥାଇପାରେ, କିଛିଙ୍କୁ ସେହି ଭାଷାର ଅନେକ କିଛି ଜଣା ଥିବ, କିଛି ବ୍ୟାକରଣରେ ପଟୁ ଆଉ କିଛି ସେହି ବିଷୟରେ ପଣ୍ଡିତ ଥିବେ । ଯେତେବେଳେ ଏମିତି ଲୋକେ ଏକାଠି ଗୋଟିଏ ବିଷୟରେ ଲେଖାଲେଖି ଆଉ ସମ୍ପାଦନା କରନ୍ତି, ଧିରେ ଧିରେ ଭଲ ଉଇକିୱିକି ଲେଖାଟିଏ ଗଢ଼ିଉଠେ ।
 
ଉଇକିୱିକି ସହ ଯୋଡ଼ା ଲୋକମାନେ ସବୁବେଳେ ସହଯୋଗ ମନୋଭାବ ନେଇ ଏଠାକୁ ଆସନ୍ତି । ଏଠି ପରସ୍ପର ଭିତରେ ଜ୍ଞାନର ଦେବାନେବା ଦ୍ଵାରା ସମସ୍ତଙ୍କର ଲାଭ ହୁଏ । କିନ୍ତୁ କାଳକ୍ରମେ କିଛି ଖଳ ଲୋକ ବି ଉଇକିୱିକି ସହ ଜୋଡ଼ି ହୋଇଯାନ୍ତି,ଯେଉଁମାନଙ୍କ ଖରାପ ବୁଦ୍ଧିକୁ ଚିହ୍ନିବାକୁ ବେଶି ସମୟ ଲାଗେ ନାହିଁ । ଉଇକିପିଡ଼ିଆରୱିକିପିଡ଼ିଆର ନୀତି ଅନୁସାରେ ଆମେ ଏଠି ଲେଖୁଥିବା ବିଷୟ ସବୁ ବିଶ୍ୱାସଯୋଗ୍ୟ ସୂତ୍ରରୁ ଆସିଥିବା ଦରକାର ଓ ସତ ହେଇଥିବା ଦରକାର । କିନ୍ତୁ ଉଇକିପିଡ଼ିଆରୱିକିପିଡ଼ିଆର ଖୋଲା ବଦଳ ଗୁଣ ଯୋଗୁଁ କେହି ବି କୌଣସି ବି ଲେଖାର ଭାବ ଆଉ ସତପଣିଆକୁସତ୍ୟତାକୁ ବଦଳାଇପାରେ । ବହୁତ ସମୟରେ ଏହିଭଳି ଖଳ ବଦଳ ଗୁଡିକ ମନ୍ଦବୁଦ୍ଧି ବା କୁତୁହଳରେକୌତୁହଳରେ କରାଯାଏ । କିନ୍ତୁ ଗୋଟିଏ ଜାଗୁଆସଜାଗ ଆଉ ଚେତାସଚେତ ଉଇକିୱିକି ସଙ୍ଘ ଏହି ସବୁ ଖରାପ କାମକୁ ବିରୋଧ କରିଥାଏ ଏବଂ ଠିକ କରିଥାଏ ।
 
==କେଉଁସବୁ ଉଇକିୱିକି ପ୍ରକଳ୍ପ ଓଡ଼ିଆ ଉଇକିରେୱିକିରେ ଏବେ ସଚଳ ଅଛି ?==
 
*'''ଉଇକିପିଡ଼ିଆୱିକିପିଡ଼ିଆ ([[:or:ପ୍ରଧାନ ପୃଷ୍ଠା|http://or.wikipedia.org]])'''
*'''ଉଇକିୱିକି ଅଭିଧାନ ([[:wikt:ପ୍ରଧାନ ପୃଷ୍ଠା|http://or.wiktionary.org]])'''
 
ଓଡ଼ିଆ ସଙ୍ଘ ସଚଳ ହେଲେ ଆମକୁ ଓଡ଼ିଆ '''ଉଇକିୱିକି କଥା''' ଓ ବାକି ଉଇକିୱିକି ପ୍ରକଳ୍ପ ସବୁ ଆରମ୍ଭ କରିବାକୁ ପଡ଼ିବ ।
 
==ଉଇକିପିଡ଼ିଆରେୱିକିପିଡ଼ିଆରେ ଲେଖାଲେଖି ବା ବଦଳାଇବା ବିଷୟରେ କିଛି ପଚାରିବାକୁ ଥିଲେ କାହାକୁ ପଚାରିବି ?==
ଉଇକିୱିକି ବିଷୟରେ ଥରକୁଥର ପଚରାଯାଇଥିବା ପ୍ରଶ୍ନ ଗୁଡିକ ଆପଣ ଓଡ଼ିଆ ଉଇକିପିଡ଼ିଆରେୱିକିପିଡ଼ିଆରେ ଏହି [[ସାହାଯ୍ୟ:ଭିତର ଚିଜ|ସାହାଯ୍ୟ]] ଫରଦରୁପୃଷ୍ଠାରୁ ପାଇ ପାରିବେ । ଆପଣ ଏ ବାବଦରେ ଯେକୌଣସି ସଚଳସକ୍ରିୟ ଓଡ଼ିଆ ଉଇକିପିଡ଼ିଆୱିକିପିଡ଼ିଆ ବ୍ୟବହାରକାରୀଙ୍କୁ ବି ପଚାରି ପାରିବେ । ତଥାପି ଯଦି ଆପଣଙ୍କ ଠିକ ଉତ୍ତର ନ ମିଳିଲା, ଆପଣ ଆମକୁ ଏହି ଠିକଣା '''[mailto:wikipedia-or@lists.wikimedia.org wikipedia-or@lists.wikimedia.org]''' ରେ ଇ-ମେଲ କରି ପାରନ୍ତି । ଆମେ ଏହି ଇ-ମେଲର ଯଥା ଶୀଘ୍ର ଉତ୍ତର ଦେବାକୁ ଚେଷ୍ଟା କରିବୁ ।
 
==ମୁଁ ଇଂରାଜି ଉଇକିରେୱିକିରେ ଲଗ ଇନ ନାମ ତିଆରି କରି ସାରିଛି। ମୁଁ କଣ ସେହି ଏକା ଲଗ ଇନ ନାମ ଓଡ଼ିଆ ଉଇକିୱିକି ପାଇଁ ବି ବ୍ୟବହାର କରି ପାରିବି ? ==
ହଁ । ଆପଣ ସବୁ ଉଇକିୱିକି ପ୍ରୋଜେକ୍ଟରେ ଗୋଟିଏ ଲଗ ଇନ ନାଁ ବ୍ୟବହାର କରି ପାରିବେ । ଏଥିପାଇଁ ଆପଣଙ୍କୁ ନିଜ ଲଗ ଇନ ନାଁ ବା ଖାତାକୁ ବିଭିନ୍ନ ଉଇକିୱିକି ପ୍ରୋଜେକ୍ଟ ପାଇଁ ଏକୀକରଣ କରିବାକୁ ପଡିବ । ଏ ବାବଦରେ ଆଧିକ ଜାଣିବା ପାଇଁ ଏହି ଲିଙ୍କ [[meta:SUL|help page on metawiki]] କୁ ଯାଆନ୍ତୁ ବା ସାହାଯ୍ୟ ପାଇଁ ଓଡ଼ିଆ ଉଇକିୱିକି ଇ-ମେଲ '''[mailto:wikipedia-or@lists.wikimedia.org wikipedia-or@lists.wikimedia.org]''' କୁ ମେଲ କରନ୍ତୁ ।
 
== ଓଡ଼ିଆ ଉଇକିପିଡ଼ିଆୱିକିପିଡ଼ିଆ ପାଇଁ ଗୁଗଲଗୁଗଲ୍‌ ଓ ୟାହୁ ଗ୍ରୁପ ଭଳି କିଛି ଆଲୋଚନା ଗୋଠଗୋଷ୍ଠୀ ଅଛି କି ? ମୁଁ ଓଡ଼ିଆ ଉଇକିଆଳିଙ୍କୱିକି ଲେଖକଙ୍କ ସଙ୍ଗେ ଅନଲାଇନ ଚାଟ କରିପାରିବି କି ? ==
ହଁ, ଓଡ଼ିଆ ଉଇକିପିଡ଼ିଆରୱିକିପିଡ଼ିଆର ଏକ ମେଲ ତାଲିକା ଅଛି । ସେହି ମେଲ ତାଲିକାଟିରେ ନିଜ ନାଆଁ ଲେଖାଇ ଆପଣ ବାକି ଉଇକିଆଳିଙ୍କୱିକି ଲେଖକଙ୍କ ସଙ୍ଗେ ଆଲୋଚନା କରିପାରିବେ । ମେଲ ତାଲିକାରେ ନାଆଁ ଲେଖାଇବା ପାଇଁ [https://lists.wikimedia.org/mailman/listinfo/wikipedia-or ଏଠାକୁ] କୁ ଯାଆନ୍ତୁ ଆଉ ଆଲୋଚନା କରନ୍ତୁ ।
 
ଏକ ଫ୍ରିନୋଡ଼ ଇଣ୍ଟରନେଟ ରିଲେ ଚାଟ (IRC) ଓଡ଼ିଆ ଉଇକିପିଡ଼ିଆୱିକିପିଡ଼ିଆ ପାଇଁ ବି ଅଛି ଯେଉଁଥିରେ ଆପଣ ଅନଲାଇନରେ ଥିବା ପୃଥିବିପୃଥିବୀ ଯାକର ଓଡ଼ିଆ ଉଇକିଆଳିଙ୍କୱିକି ଲେଖକଙ୍କ ସାଙ୍ଗରେ ଆଲୋଚନା କରିପାରିବେ ।
*Server: irc.freenode.net
*Channel: #wikipedia-or