"ଉଇକିପିଡ଼ିଆ:ଜାଣିବା କଥା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୮ କ ଧାଡ଼ି:
|-
|
[[File:Odia Wikipedia FAQ Booklet version 1.0.pdf|thumb|right|ଇକିପିଡ଼ିଆୱିକିପିଡ଼ିଆ ବାବଦରେ ଥରକୁଥର ପଚରାଯାଇଥିବା ପ୍ରଶ୍ନସବୁର ଉତ୍ତରର ପି.ଡି.ଏଫ]]
== ଉଇକିପିଡ଼ିଆୱିକିପିଡ଼ିଆ କ'ଣ? ==
ଉଇକିପିଡ଼ିଆୱିକିପିଡ଼ିଆ ଗୋଟିଏ ଖୋଲା ଅନଲାଇନ ଜ୍ଞାନକୋଷ ଯାହାକି ପୃଥିବିପୃଥିବୀ ସାରାର ଲେଖକମାନଙ୍କ ଦ୍ଵାରା ଲେଖାଯାଇଅଛି । ଇଁରାଜି ଉଇକିପିଡ଼ିଆୱିକିପିଡ଼ିଆ ସବୁଠୁ ବଡ଼ ଉଇକିପିଡ଼ିଆୱିକିପିଡ଼ିଆ । ଏଥିରେ ୩୮ଲକ୍ଷରୁ ଅଧିକ ଲେଖା ଅଛି । ୨୦ଟି<!--http://meta.wikimedia.org/wiki/India_Program/Indic_Languages--> ଭାରତୀୟ ଭାଷାକୁ ମିଶାଇ ଉଇକିପିଡ଼ିଆରୱିକିପିଡ଼ିଆର ପ୍ରକଳ୍ପ ସବୁ ୨୮୨ରୁ<!--http://meta.wikimedia.org/wiki/List_of_Wikipedias--> ବେଶି ଭାଷାରେ ଅଛି । ଉଇକିପିଡ଼ିଆର ୱିକିପିଡ଼ିଆର ସବୁ ଲେଖା ନାନା ଲେଖକଙ୍କ ଠାରୁ ସୁଧରାଯାଇଅଛି ।
 
ଉଇକିପିଡ଼ିଆରୱିକିପିଡ଼ିଆର ସହ-ତିଆରିକାରନିର୍ମାତା ଜିମି ଉଏଲସୱେଲ୍‌ସ ଉଇକିପିଡ଼ିଆକୁୱିକିପିଡ଼ିଆକୁ "ଏକ ବହୁଭାଷି ଜ୍ଞାନକୋଷ ଯାହା ମାଗଣାରେ ପୃଥିବିରପୃଥିବୀର ଯେକୌଣସି ପଢ଼ାଳିକୁ ତା ନିଜ ଭାଷାରେ ଲେଖିବା ଓ ପଢ଼ିବାରେ ସାହାଯ୍ୟ କରେ" ବୋଲି କହନ୍ତି ।
 
== ଉଇକିୱିକି କଣ? ==
ସାଧାରଣ ଭାବରେ ଗୋଟିଏ ବେବସାଇଟରେୱେବ୍‌ସାଇଟରେ କିଛି ଅଦଳବଦଳ କରିବା ପାଇଁ ବୈଷୟିକ ଜ୍ଞାନ ଓ ଲେଖକର ଅନୁମତି ଲୋଡ଼ା । ଉଇକିୱିକି ଗୋଟିଏ ସଫଟବେର ଯାହା ଆମକୁ ଏହି ସବୁ ଝିନଝଟରୁଅସୁବିଧାରୁ ମୁକ୍ତି ଦେଇଥାଏ ଆଉ ବୈଷୟିକ ଜ୍ଞାନ ବିନା ବି ଖୋଲା ଭାବେ କିଛି ବି ଲେଖା ଲେଖିବାରେ, ବଦଳାଇବାରେ ଅବା ଲିଭାଇବାରେ କରିବାରେ ସାହାଯ୍ୟ କରିଥାଏ। ଯେହେତୁ ଉଇକିୱିକି ସଫଟବେରରେସଫ୍‌ଟୱେର୍‌ରେ ଲେଖାସବୁ ଲେଖିବା ଭାରି ସହଜ, ଏହା ଏକାସାଙ୍ଗେ ଗୁଡ଼ିଏ ଲେଖକଙ୍କୁ ଲେଖିବାରେ ସାହାଯ୍ୟ କରିଥାଏ ।
 
ଉଇକିୱିକି ସଫଟବେରକୁସଫ୍‌ଟୱେର୍‌କୁ ଉଆଡ଼ୱାଡ଼୍ କନିଙ୍ଗହାମ ୧୯୯୪ରେ ତିଆରି କରିଥିଲେ । ମାର୍ଚ ୨୫ରେ ସେ ''ଉଇକିଉଇକିବେବୱିକିୱିକିୱେବ୍‌ ସଫଟବେରସଫ୍‌ଟୱେର୍‌''କୁ ତିଆରିକରି www.c2.com ରେ ବାହାର କରିଥିଲେ । ସେ ନିଜେ ଏହାର ନାଆଁ '''ଉଇକିୱିକି''' ଦେବାକୁ ମତ ଦେଇଥିଲେ ।
ହନଲୁଲୁ ବିମାନଘାଟିରେ ଜଣେ କର୍ମଚାରିଠୁକର୍ମଚାରୀଠୁ ଏହି ଉଇକିଉଇକିୱିକିୱିକି ନାଆଁଟି ପାଇଥିଲେ, ହାଉଆଇହାୱାଇ ଭାଷାରେ ଯାହାର ମାନେ '''''ଗତି''''' ।
 
== ଉଇକିୱିକିଉଇକିପିଡ଼ିଆୱିକିପିଡ଼ିଆ କଣ ଏକା ଜିନିଷ? ==
ନାଁ, ଉଇକିୱିକିଉଇକିପିଡ଼ିଆୱିକିପିଡ଼ିଆ ଏକା ନୁହନ୍ତି । ଉଇକିୱିକି, ଉଇକିପିଡ଼ିଆରୱିକିପିଡ଼ିଆର ଆଉ ଗୋଟେ ନାଆଁ ନୁହେଁ । ଉଇକିୱିକି ଗୋଟିଏ ସଫଟବେରସଫ୍‌ଟୱେର ଯାହାକି ମିଳିତ ଲେଖାଲେଖିରେ ସାହାଯ୍ୟ କରିଥାଏ, ଉଇକିପିଡ଼ିଆୱିକିପିଡ଼ିଆ ଗୋଟିଏ ବେବସାଇଟୱେବ୍‌ସାଇଟ ଯାହାକି ଉଇକିୱିକି ସଫଟବେରକୁସଫ୍‌ଟୱେରକୁ ବ୍ୟବହାର କରିଥାଏ । ଆହୁରି ମଧ୍ୟ, ଉଇକିପିଡ଼ିଆୱିକିପିଡ଼ିଆ ଉଇକିୱିକି ସଫଟବେରସଫ୍‌ଟୱେର୍‌ ବ୍ୟବହାର କରୁଥିବା କେତେଗୁଡ଼ିଏ ବେବସାଇଟୱେବ୍‌ସାଇଟ ଭିତରୁ ଗୋଟେ । ଉଇକିପିଡ଼ିଆୱିକିପିଡ଼ିଆ ଇଣ୍ଟରନେଟରେଇଣ୍ଟର୍‌ନେଟରେ ଥିବା ସବୁଠୁ ବେଶି ଜଣାଶୁଣା ଆଉ ଢେରବହୁତ ଭଲ ଭଲଉନ୍ନତ ଲେଖାରେ ଭରାପରିପୂର୍ଣ୍ଣ ଉଇକିୱିକି ବେବସାଇଟୱେବ୍‌ସାଇଟ୍‌ । ପ୍ରାୟ ଲୋକଙ୍କ ଭିତରେ ଉଇକିୱିକି ଆଉ ଉଇକିପିଡ଼ିଆୱିକିପିଡ଼ିଆ ସମାନ ବୋଲି ଥିବା ଧାରଣା ଗୋଟିଏ ଭୁଲ ଧାରଣା ।
 
== ଉଇକିପିଡ଼ିଆରୱିକିପିଡ଼ିଆର ଇତିହାସ ==
ରିକରିକ୍‌ ଗେଟସଙ୍କଗେଟ୍‌ସଙ୍କ ତିଆରି ଇଁଟରପିଡ଼ିଆରୁଇଣ୍ଟର୍‌ପିଡ଼ିଆରୁ ପ୍ରଥମେ ସଭିଁକ ଦ୍ଵାରା ବଦଳାଯାଇପାରୁଥିବା ଭାଷାକୋଷର ଚିନ୍ତା ବାହାରିଥିଲା । ହେଲେ ଖାଲି ଯୋଜନାରୁ ବାହାରକୁ ଏହି ଚିନ୍ତା ଯାଇପାରିନଥିଲା । ନୁପିଡ଼ିଆନ୍ୟୁପିଡ଼ିଆ (Nupedia) ଆଉ ଗୋଟିଏ ଚିନ୍ତାଧାରାରେ ତିଆରି କରାଯାଇଥିଲା ଯେଉଁଥିରେ ଛାମୁଆଁପ୍ରସିଦ୍ଧ ଲେଖାଳିମାନଙ୍କରଲେଖକ ଲେଖିକାମାନଙ୍କର ଅଭିଜ୍ଞତାକୁ ଆଖି ଆଗରେ ରଖି ତିଆରି କରାଯାଇଥିଲା । ଯେହେତୁ ଲେଖାର ମାନ ଉପରେ ବେଶି ଗୁରୁତ୍ଵ ଦିଆଯାଉଥିଲା, ନୁପିଡ଼ିଆନ୍ୟୁପିଡ଼ିଆ ଧିରେ ଧିରେ ବଢ଼ିଚାଲୁଥିଲା । ତେଣୁ ନୁପିଡ଼ିଆରନ୍ୟୁପିଡ଼ିଆର କାମ କୁ ବଢ଼ାଇବା ପାଇଁ ଜିମି ଆଉ ସାଁଗରସାଙ୍ଗର୍ ଉଇକିପିଡ଼ିଆୱିକିପିଡ଼ିଆ ତିଆରିଲେତିଆରି କରିଲେ, ଯାହାକି ସମସ୍ତଙ୍କ ଦ୍ଵାରା ବଦଳାଯାଇପାରୁଥିବା ଗୋଟିଏ ଜ୍ଞାନକୋଷଥିଲା । ଲେଖାର ମାନ ଆଉ ଲୋକପ୍ରିୟ ହେବାରେ ଉଇକିପିଡ଼ିଆୱିକିପିଡ଼ିଆ ତାର ମୂଳ ନୁପିଡ଼ିଆରୁନ୍ୟୁପିଡ଼ିଆରୁ ଉପରକୁ ବଢିଲା । ଆଜି ସେହି ଜ୍ଞାନକୋଷର ଅନ୍ୟନାଆଁଅନ୍ୟ ନାଆଁ ପାଲଟିଛି ଉଇକିପିଡ଼ିଆୱିକିପିଡ଼ିଆ
 
ଉଇକିପିଡ଼ିଆୱିକିପିଡ଼ିଆ ଏକ ଅଣ-ଲାଭକାରି ସଂସ୍ଥା '''ଉଇକିମିଡ଼ିଆୱିକିମିଡ଼ିଆ ଫାଉଁଡେସନଫାଉଣ୍ଡେସନ୍‌''' ([[wmf:Home|http://wikimediafoundation.org]]) ଦ୍ଵାରା ସଁଭଳାଯାଉଛିପରିଚାଳିତ ହେଉଛି୤
 
== ଉଇକିପିଡ଼ିଆୱିକିପିଡ଼ିଆ ଓଡ଼ିଶା।/ଭାରତ ସରକାରଙ୍କ ଦ୍ଵାରା ତିଆରି କରାଯାଇଛି କି? ==
ଉଇକିପିଡ଼ିଆୱିକିପିଡ଼ିଆ ଏକ ଅଣ-ଲାଭକାରି ସଂସ୍ଥା ଉଇକିମିଡ଼ିଆୱିକିମିଡ଼ିଆ ଅଧିନରେ କାମ କରୁଛି । ଏହି ସଂସ୍ଥା ସରକାରି ସଂସ୍ଥା ନୁହେଁ / ସରକାରଙ୍କ ସାହାଯ୍ୟରେ ଚାଲେନାହିଁ । ଉଇକିମିଡ଼ିଆକୁୱିକିମିଡ଼ିଆକୁ ଚଳାଇବା ପାଇଁ ଦରକାର ଟଙ୍କା ସାଧାରଣ ଲୋକଙ୍କ ଅନୁଦାନରୁ ଆସିଥାଏ ।
ଯେତେବେଳେ ଉଇକିପିଡ଼ିଆୱିକିପିଡ଼ିଆ ଏବେ ଅନେକ ନାଆଁ କଲାଣି ସରକାର ଉଇକିପିଡ଼ିଆକୁୱିକିପିଡ଼ିଆକୁ ସାହାଯ୍ୟ କରିବାକୁ ହାତ ବଢ଼ାଇଲେଣି ।
 
== ମୁଁ ଲେଖିବାକୁ ଯାଉଥିବା ଲେଖାଟିରେ ମୋର ଖୁବ ଭଲ ଜ୍ଞାନ ଥିବା ଦରକାର କି ? ==
ଏହା ଲୋକଙ୍କ ମନରେ ଥିବା ଏକ ଭୁଲ ଧାରଣା, ଖାଲି ଏଇଥି ପାଇଁ ହିଁ ଲୋକେ ଉଇକିପିଡ଼ିଆରେୱିକିପିଡ଼ିଆରେ ଲେଖିବାକୁ ଚାହୁଁନାହାନ୍ତି । ସତ କଥା ହେଉଛି ଆପଣଙ୍କୁ ନିଜ ଲେଖା ପାଇଁ ନିପୁଣ ହେବା କିଛି ଦରକାର ନାହିଁ । ଏମିତିରେ, ଗୋଟିଏ ବି ଉଇକିପିଡ଼ିଆୱିକିପିଡ଼ିଆ ଜଣେ ଲେଖାଳିରଲେଖକର ଲେଖା ନୁହେଁ । ସବୁ ଲେଖା ଅଲଗା ଅଲଗା ଦେଶର ଆଉ ଅଲଗା ଅଲଗା ବେଉସାରଜାତି ଧର୍ମ ଓ ବର୍ଣ୍ଣର ଲୋକଙ୍କର ଅବଦାନ ।
 
ଆସନ୍ତୁ ଉଦାହରଣଟିଏ ନେଇ ପରଖ କରିବାଦେଖିବା । ଭାବନ୍ତୁ କି କମ୍ପ୍ୟୁଟର ଉପରେ ଭୁବନେଶ୍ଵରର ସ୍କୁଲ ପିଲାଟିଏ ଲେଖାଟିଏ ଲେଖିବାକୁ ଚାଁହୁଛି, ସେ ଖାଲି କମ୍ପ୍ୟୁଟରର ସାଧାରଣ ବ୍ୟବହାର ଉପରେ କିଛି ଧାଡ଼ି ଲେଖିଦେଲା । କିଛି ଦିନ ପରେ ଇଞ୍ଜିନିୟରିଙ୍ଗ ପିଲାଟିଏ ସେ ଲେଖାକୁ ଦେଖି ସେଥିରେ କିଛି ନୁଆ କଥା ମିଶାଇଲା । ଆଉ କିଛି ଦିନ ପରେ ବେଙ୍ଗାଲୁରୁର କମ୍ପ୍ୟୁଟର ଇଞ୍ଜିନିୟର ଜଣେ ସେଥିରେ କିଛି ଚିତ୍ର ଆଉ ନିହାତି ଦରକାରି ଲେଖା ଆଉ କମ୍ପ୍ୟୁଟର କେମିତି କାମକରେ ସେକଥା ମିଶାଇଲେ । ଆଉ ସେମିତି ହୋଇ ସେ ଲେଖାଟିରେ କେତେ ଲୋକଙ୍କ ଲେଖା ମିଶି ଧିରେ ଧିରେ ବଢ଼ିଚାଲିଲା । ଏହି ସମାନ କଥା ସବୁ ଉଇକିପିଡ଼ିଆୱିକିପିଡ଼ିଆ ଲେଖାରେ ହୁଏ । ଆଉ ଆପଣ ବି ଏଥିରେ ସାମିଲ ହୋଇପାରିବେ । ନୁଆ ଲେଖା ମିଶାଇବା ଆଉ ପୁରୁଣା ଲେଖାକୁ ସୁଧାରି ଓଡ଼ିଆ ଉଇକିପିଡ଼ିଆକୁୱିକିପିଡ଼ିଆକୁ ଆପଣ ସାରା ପୃଥିବିରପୃଥବୀର ଭଲ ଉଇକିପିଡ଼ିଆଙ୍କୱିକିପିଡ଼ିଆଙ୍କ ଭିତରେ ଗୋଟିଏ କରିପାରିବେ ।
 
== ଉଇକିପିଡ଼ିଆରେୱିକିପିଡ଼ିଆରେ କେଉଁ କେଉଁ ଲେଖା ରହିବା ଦରକାର ଓ କଣ ଦରକାର ନାହିଁ, ଏହା ଉପରେ କିଛି ନୀତି ନିୟମ ଅଛି କି?==
 
ଆପଣ କିଛି ବି ବିଷୟରେ ଉଇକିପିଡ଼ିଆରେୱିକିପିଡ଼ିଆରେ ଲେଖିପାରିବେ, ତେବେ ଲେଖାଟି ଜ୍ଞାନକୋଷ ଯୋଗ୍ୟ ହେବା ଦରକାର । ଲେଖାଗୁଡ଼ିକୁ ଜ୍ଞାନକୋଷ ଯୋଗ୍ୟ କରିବା ଲାଗି ଉଇକିପିଡ଼ିଆରୱିକିପିଡ଼ିଆର କିଛି ନୀତି ନିୟମ ଅଛି ।
 
== ଉଇକିପିଡ଼ିଆରେୱିକିପିଡ଼ିଆରେ ମୁଁ ଲେଖିଥିବା ଲେଖାଟିକୁ ଅନେକେ ବଦଳାଉଛନ୍ତି, ଏମିତି କାହିଁକି ? ==
ଉଇକିପିଡ଼ିଆରୱିକିପିଡ଼ିଆର ଲେଖା ସବୁ ଜଣେ ଲୋକର ନୁହେଁ । ଏହା ଏକ ମିଳିତ ପ୍ରକଳ୍ପ, ଆଉ କେହି ଜଣେ ଏହାର ମାଲିକାନା ରଖିପାରିବ ନାହିଁ । ଏହାର ନୂଆ ସଙ୍କଳନ/ଲେଖା ମିଶାଣ/ବଦଳ କରାଯାଇପାରିବ । ବ୍ୟବହାରକାରୀମାନଙ୍କ ଲେଖାର ବଦଳକୁ ନେଇ ଉପୁଜିଥିବା କିମ୍ବା ଉଇକିପିଡ଼ିଆରୱିକିପିଡ଼ିଆର ଲେଖା ଭରସା ଯୋଗ୍ୟ ଜାଗାରୁ ନେବାର ଅସୁବିଧାକୁ ସୁଧାରିବା ପାଇଁ ଉଇକିପିଡ଼ିଆରୱିକିପିଡ଼ିଆର ନିଜର ନୀତି ନିୟମ ଅଛି ।
 
== ଉଇକିପିଡ଼ିଆରେୱିକିପିଡ଼ିଆରେ କିଏ କିଏ ଭାଗ ନେଇ ପାରିବେ? ==
ଯେକୌଣସି ଚଳଣିର, ଧରମଧର୍ମ ଅବା କରମକୁସଳତାକର୍ମ କୁଶଳତା ଥିବା କେହି ବି ଜ୍ଞାନ ବାଣ୍ଟିବାକୁ ଚାହୁଁଥିଲେ ଉଇକିପିଡ଼ିଆରେୱିକିପିଡ଼ିଆରେ ଭାଗ ନେଇ ପାରିବେ । ଏହା ଭିତରେ ସ୍କୁଲ ପିଲା, ଅବସର ନେଇସାରିଥିବା ମିଲିଟାରି ଲୋକେ, ଚାଷି, ଘରୁଆ ଲୋକେ, ସଫଟବେରସଫ୍‌ଟୱେର୍‌ ଚାକିରିଆ, ସରକାରି ଚାକିରିଆ ବା ଆଉ କେହି ଏଥିରେ ଭାଗ ନେଇ ପାରିବେ। ଗୁଡ଼ିଏ ଅଲଗା ଅଲଗା ଚିନ୍ତାଧାରାର ଲୋକେ ଉଇକିପିଡ଼ିଆରେୱିକିପିଡ଼ିଆରେ ଏକାଠି ହେଉଛନ୍ତି ନିଜର ଆଉ ଅନ୍ୟ ମାନଙ୍କର ଜ୍ଞାନ ବଢ଼ାଇବା ପାଇଁ, ଆଉ ତା ସହ ନିଜ ପରପିଢ଼ିଭବିଷ୍ୟତ ପୀଢ଼ି ପାଇଁ ବି କିଛି ଜ୍ଞାନ ଛାଡ଼ିଯାଉଛନ୍ତି ।
 
== ଉଇକିପିଡ଼ିଆୱିକିପିଡ଼ିଆ ଇଁରାଜିଇଁରାଜୀ ବ୍ୟତୀତ ଅଲଗା ଭାଷାରେ ମିଳୁଛି କି? ଓଡ଼ିଆ କି ଅଲଗା ଭାରତୀୟ ଭାଷାରେ ଉଇକିପିଡ଼ିଆୱିକିପିଡ଼ିଆ ଅଛି କି? ==
୨୮୨ରୁ ବେଶି ଭାଷାରେ ଉଇକିପିଡ଼ିଆୱିକିପିଡ଼ିଆ ଅଛି <!--[http://meta.wikimedia.org/wiki/List_of_Wikipedias]-->। ଆଉ ଓଡ଼ିଆରେ ବି ଉଇକିପିଡ଼ିଆୱିକିପିଡ଼ିଆ ଅଛି । ପ୍ରଥମ ଉଇକିପିଡ଼ିଆୱିକିପିଡ଼ିଆ ଇଁରାଜିରେଇଁରାଜୀରେ ହୋଇଥିଲା, ଯାହାକି ୨୦୦୧ ଜାନୁଆରୀରେ ଆରମ୍ଭ ହୋଇଥିଲା । ୨ ମାସ ପରେ ମାର୍ଚ ୨୦୦୧ରେ, ଉଇକିପିଡ଼ିଆୱିକିପିଡ଼ିଆ ଜର୍ମାନ ଭାଷାରେ କାମ କରିବା ଆରମ୍ଭ କଲା । ତାର କିଛି ମାସ ପରେ ଫ୍ରେଞ୍ଚ, ଚାଇନିଜ, ଡଚ, ହିବୁରୁ, ଇଟାଲିଅ, ରୁସିଅ ଆଦି ଭାଷାରେ ତିଆରି ହେଲା ।
ପ୍ରଥମ ବର୍ଷ କୌଣସି ଭାରତୀୟ ଭାଷାର ନିଜର ଉଇକିପିଡ଼ିଆୱିକିପିଡ଼ିଆ ନଥିଲା । ଜୁନ ୨୦୦୨ ରେ ଓଡ଼ିଆ, ପଞ୍ଜାବି ଓ ଆସାମିରେଅସମୀୟା ଉଇକିପିଡ଼ିଆଭାଷାରେ ୱିକିପିଡ଼ିଆ ତିଆରି ହେଲା । ୨୦୦୨ ଡିସେମ୍ବରରେ ମାଲୟାଲାମରେ ତିଆରି ହେଲା । ୨୦୦୩ ବେଳକୁ ଅନେକ ଭାରତୀୟ ଭାଷାରେ ଉଇକିପିଡ଼ିଆୱିକିପିଡ଼ିଆ ତିଆରି ହେଲା । ଫେବ୍ରୁଆରୀରେ ଭୋଜପୁରିଭୋଜପୁରୀ ଆରମ୍ଭ ହେଲା, ମେ' ରେ ମରାଠି, ଜୁନରେ କନ୍ନଡ଼, ଜୁଲାଇରେ ହିନ୍ଦୀ, ସେପ୍ଟେମ୍ବରରେ ତାମିଲ, ତେଲୁଗୁ ଓ ଗୁଜରାଟି ଡିସେମ୍ବରରେ ଆଉ ବଁଗଳାବଙ୍ଗଳା ୨୦୦୪ ଜାନୁଆରୀରେ ତିଆରି ହୋଇଛି । ଏବେ ପାଳି ଭାଷାରେ ଓ ସଁସ୍କୃତରେସଂସ୍କୃତରେ ଉଇକିପିଡ଼ିଆୱିକିପିଡ଼ିଆ ତିଆରି ହୋଇଛି ।<!--[http://meta.wikimedia.org/wiki/India_Program/Indic_Languages]-->
 
ଇଁରାଜିଇଂରାଜୀ ଉଇକିପିଡ଼ିଆରେୱିକିପିଡ଼ିଆରେ ସବୁଠୁ ବେଶି ଲେଖା ଅଛି, ୨୦୧୦ ଏପ୍ରିଲ ବେଳକୁ ୩୩ ଲକ୍ଷରୁ ବେଶି ଲେଖା ଥିଲା । ଓଡ଼ିଆ ଉଇକିପିଡ଼ିଆୱିକିପିଡ଼ିଆ ଏ ଯାଏଁ [[Special:Statistics|{{NUMBEROFARTICLES}}]]ଟି ଲେଖା ଅଛି।
 
== ମୋତେ ଭଲ ଭାବେ ଇଁରାଜିଇଂରାଜୀ ଜଣା, ଓଡ଼ିଆ ଉଇକିପିଡ଼ିଆରେୱିକିପିଡ଼ିଆରେ କାହିଁକି ଯୋଗ ଦେବି? ==
ଆପଣ ହୁଏତ ଭଲ ଭାବେ ଇଁରାଜିଇଂରାଜୀ ଜାଣିଥାଇପାରନ୍ତି, ହେଲେ ସେଇଟି ନିଜ ମାତୃଭାଷାକୁ ଛାଡ଼ିଦେବାର ଗୋଟିଏ କାରଣ ହୋଇ ନ ପାରେ । ଆପଣ ନିଜର ଉଚଉଚ୍ଚ ଇଁରାଜିଇଂରାଜୀ ଜ୍ଞାନକୁ ବ୍ୟବହାର କରି ଗୁଡ଼ାଏ ଜଣା ଅଜଣା କଥା ଏକାଠି କରି ଓଡ଼ିଆରେ ଆଉଥରେ ଲେଖିପାରିବେ । ଏହା ଭଲ ଭାବେ ଇଁରାଜିଇଂରାଜୀ ଜାଣି ନଥିବା ଓ ଓଡ଼ିଆରେ ଉଇକିପିଡ଼ିଆୱିକିପିଡ଼ିଆ ପଢ଼ିବାକୁ ଚାହୁଁଥିବା ଲୋକଙ୍କୁ ସାହାଯ୍ୟ କରିବ ।
 
ଢେରେଗୁଡ଼ିଏବହୁତ ଗୁଡ଼ିଏ ଛୋଟ ଛୋଟ ଜାଣିବା କଥା ଇଁରାଜିଇଂରାଜୀ ଉଇକିପିଡ଼ିଆରେୱିକିପିଡ଼ିଆରେ ଭାଷା ଓ ଭାବର ତଫାତ ସକାଶେ ଏଯାଏଁ ଅଜଣା ହୋଇ ରହିଛି | ସେସବୁ ଜାଣିବା କଥାକୁ ଇଁରାଜିଇଂରାଜୀ ଠାରୁ ଆଞ୍ଚଳିକ ଭାଷାରେ ବେଶି ସହଜରେ ଲେଖି ହେବ । ଆଉ ସେସବୁ ଲେଖା ଯଦି ଇଁରାଜିଇଂରାଜୀ ଭଲ ଭାବରେ ଥାଏ କିଛି ଏମିତି ପଢ଼ାଳିପାଠକଲେଖାଳିଲେଖକ ଦରକାର ଯିଏ ଦୁଇଟିଉଭୟ ଇଂରାଜୀ ଓ ଜାକଓଡ଼ିଆ ଭାଷା ଭଲ ଭାବରେ ଜାଣିଥିବ । ବେଳେବେଳେ ଇଁରାଜିରେଇଂରାଜୀରେ ଅନୁବାଦ ଟିକେ କଠିଣକଠିନ ଆଉ ଲେଖାର ଭାବ ସରିଯାଏ ଅନୁବାଦ ଭିତରେ ।
 
ଅନେକ ଭାରତୀୟ ଇଁରାଜିରେଇଂରାଜୀରେ ସେତେ ପ୍ରାଞ୍ଜଳ ନୁହନ୍ତି, ହେଲେ ଲୋକେ ସେମାନଙ୍କ ମାତୃଭାଷାରେ ସହଜରେ କଥାଭାଷା ଓ ଲେଖାଲେଖି କରିପାରନ୍ତି । ଆଉ ଇଁରାଜିଇଂରାଜୀ ଜାଣିନଥିବା ଲୋକଙ୍କୁ ବି ନୂଆ ନୂଆ କଥା ଜାଣିବାରୁ ରୋକିବାର କିଛି କାରଣ ନାହିଁ ।
 
== ମୁଁ ଓଡ଼ିଆ ଉଇକିପିଡ଼ିଆରେ ଲେଖିବାକୁ ଚାହୁଁଛି, ହେଲେ ଓଡ଼ିଆ ଟାଇପ କରିଜାଣିନାହିଁ, କେମିତି ଲେଖିବି/ବଦଳାଇବି? ==