"ଗୁରୁ ପୂର୍ଣ୍ଣିମା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ନୂତନ: ଗୁରୁ ପୂର୍ଣ୍ଣିମା
 
ଟିକେ ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା
୧ କ ଧାଡ଼ି:
{{ମୁଣ୍ଡିଆ}}
{{stub}}
==ଗୁରୁ ପୂର୍ଣ୍ଣିମା==
ବିଷ୍ଣୁଙ୍କ ଅବତାର ବ୍ୟାସଦେବଙ୍କ ଜନ୍ମଦିବସକୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ରୂପେ ପାଳନ କରାଯାଏ ୤ ଋଷି ପରାଶରଙ୍କ ଔରସରେ ମତ୍ସ୍ୟଗନ୍ଧା (ସତ୍ୟବତୀ)<!--ମତ୍ସ୍ୟଗନ୍ଧା: ଧୀବରରାଜକନ୍ୟା, ଯୋଜନଗନ୍ଧା, ସତ୍ୟବତୀ-->ଙ୍କ ଗର୍ଭରୁ ଆଷାଢ଼ ପୂର୍ଣ୍ଣିମା ଦିନ ମହର୍ଷି ବ୍ୟାସଦେବ ଗଙ୍ଗାନଦୀ ଗର୍ଭସ୍ଥ କୃଷ୍ଣଦ୍ବୀପରେ ଜନ୍ମ ଗ୍ରହଣ କରିଥିଲେ ୤ ବ୍ୟାସଦେବଙ୍କ ଔରସରେ ଶୁକଦେବ ଜନ୍ମ ହୋଇଥିଲେ ୤
୭ କ ଧାଡ଼ି:
==ବ୍ୟାସଦେବଙ୍କ ଅନ୍ୟନାମ==
*ବେଦବ୍ୟାସ: ବେଦମାନଙ୍କ ସଂଗ୍ରହ ଓ ବିଭାଗ କରିଥିବାରୁ
: ପୁରାଣାନୁସାରେ ଭିନ୍ନ ଭିନ୍ନ କଳ୍ପରେ ପ୍ରତ୍ୟେକ ଦ୍ବାପରଦ୍ଵାପର ଯୁଗରେ ଜନ୍ମଗ୍ରହଣ କରି ବେଦମାନଙ୍କ[[ବେଦ]]ମାନଙ୍କ ସଂଗ୍ରହ ଓ ବିଭାଗକାରୀ ୨୮ ଜଣ ଋଷି ବେଦବ୍ୟାସ ଭାବେ ପରିଚିତ୤ ଏମାନେ ବ୍ରହ୍ମା ବା ବିଷ୍ଣୁଙ୍କର ଅବତାର ବୋଲି କଥିତ ୤ ପ୍ରଥମ ଦ୍ବାପରଦ୍ଵାପର ଯୁଗରେ ସ୍ବୟଂସ୍ଵୟଂ ବ୍ରହ୍ମା ବେଦବ୍ୟାସ ରୂପେ, ଦ୍ବିତୀୟଦ୍ଵିତୀୟ ଦ୍ବାପରରେଦ୍ଵାପରରେ ପ୍ରଜାପତି ବା ମନୁ, ତୃତୀୟ ଦ୍ବାପରରେଦ୍ଵାପରରେ ଶୁକ୍ରାଚାର୍ଯ୍ୟ, ଚତୁର୍ଥ ଦ୍ବାପରରେଦ୍ଵାପରରେ ବୃହଷ୍ପତି ବେଦଭାଷ୍ୟ ରୂପେ ପରିଚିତ ହୁଅନ୍ତି | ସ୍ବୟଂଭୁବସ୍ଵୟଂଭୁବ, ଉଶନା, ସବିତା, ମୃତ୍ୟୁ ବା ଯମ, ଇନ୍ଦ୍ର, ବସିଷ୍ଠ, ସାରସ୍ବତସାରସ୍ଵତ, ତ୍ରିଧାମ, ଋଷଭ ବା ତ୍ରିବୃଷ, ସୁତେଜା ବା ଭାରଦ୍ବାଜଭାରଦ୍ଵାଜ, ଅନ୍ତରିକ୍ଷ ବା ଧର୍ମ, ବ୍ପୁବନ୍‌ ବା ସୁଚକ୍ଷୁ, ତ୍ରଯ୍ୟାରୁଣି, ଧନଞ୍ଜୟ, କୃତଞ୍ଜୟ, ଋତଞ୍ଜୟ, ଭରଦ୍ବାଜ, ଗୌତମ, ଉତ୍ତମ ବା ହର୍ଯ୍ୟତ୍ମା, ବାଚଶ୍ରବା ବା ନାରାୟଣ ବା ବେଣ, ସୋମମୁଖ୍ୟାୟନ ବା ତୃଣବିନ୍ଦୁ, ଋକ୍ଷ ବା ବାଲ୍ମୀକି, ଶକ୍ତି, ପରାଶର, ଜାତୁକର୍ଣ୍ଣ ଓ କୃଷ୍ଣ ଦ୍ବୈପାୟନଦ୍ଵୈପାୟନ ''ବେଦବ୍ୟାସ'' ଭୂମିକାରେ ଅବତିର୍ଣ୍ଣ ହୋଇଥାଆନ୍ତି୤
 
* ଦ୍ବୈପାୟନଦ୍ଵୈପାୟନ: ଗଙ୍ଗା ନଦୀମଧ୍ୟସ୍ଥ ଦ୍ବୀପରେ ଏହାଙ୍କ ଜନ୍ମ ହୋଇଥିବାରୁ
* କୃଷ୍ଣ ଦ୍ବୈପାୟନଦ୍ଵୈପାୟନ: ଏହାଙ୍କ ଦେହର ବର୍ଣ୍ଣ କଳା ହୋଇଥିବାରୁ ଓ କୃଷ୍ଣଦ୍ବୀପରେକୃଷ୍ଣଦ୍ଵୀପରେ ଜନ୍ମଗ୍ରହଣ କରିଥିବାରୁ
*କାନୀନ: ଅବିବାହିତା ସତ୍ୟବତୀଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିଥିବାରୁ
*ସତ୍ୟଭାରତ: ମହାଭାରତର ପ୍ରଣେତା ହୋଇଥିବାରୁ
୧୯ କ ଧାଡ଼ି:
 
==ଆହୁରି ଦେଖନ୍ତୁ==
* [[ମହାଭାରତ]]
==ବାହାର ଲିଙ୍କ==
==ଆଧାର==
{{ଆଧାର}}
 
==ବାହାର ଲିଙ୍କଆଧାର==
[[ବିଭାଗ:ଧର୍ମ]]
 
[[ବିଭାଗ:ହିନ୍ଦୁ ଧର୍ମ]]
[[ବିଭାଗଶ୍ରେଣୀ:ଧର୍ମ]]
[[ବିଭାଗ:ହିନ୍ଦୁ ପର୍ବ]]
[[ବିଭାଗଶ୍ରେଣୀ:ହିନ୍ଦୁ ଧର୍ମ]]
[[ବିଭାଗଶ୍ରେଣୀ:ହିନ୍ଦୁ ପର୍ବ]]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
[[en:Guru Purnima]]
[[hi:गुरू-पूर्णिमा]]
[[kn:ಗುರು ಪೂರ್ಣಿಮಾ]]
[[mr:गुरुपौर्णिमा]]
[[nl:Guru Purnima]]
[[ne:गुरु पूर्णिमा]]
[[nn:Guru purnima]]
[[te:గురుపౌర్ణమి]]
[[sa:व्यासपूर्णिमा]]