"ଲୁହା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.2) (Robot: Adding simple:Iron
ଟିକେNo edit summary
୧ କ ଧାଡ଼ି:
[[File:Iron lamp.jpg|thumb|ଲୌହ ଗୁଣ୍ଡ]]
 
ଲୌହ ପୃଥିବୀର ଅତି ସାଧାରଣ ଧାତୁ ଅଟେ ।୤ ଏହା ୮ମ ସ୍ତମ୍ଭର ଏକ ମୌଳିକ ଧାତୁ ।୤ ଏହାର ପ୍ରତୀକ ହେଉଛି Fe ଯାହା ଲାଟିନ୍ ଶବ୍ଦ ଫେରମ୍‌ରୁ ଆସିଛି ।୤ ଏହାର ପରମାଣୁ କ୍ରମାଙ୍କ ୨୬ ଓ ବସ୍ତୁତ୍ୱ ସଂଖ୍ୟା ହେଉଛି ୫୫.୮୫ ।୤
 
ଦୃଢ ଓ ଶସ୍ତା ହୋଇଥିବାରୁ ଏହାର ପ୍ରଚୁର ବ୍ୟବହାର ହୁଏ ।୤ ଇସ୍ପାତ୍ ତିଆରି କରିବା ପାଇଁ ଲୌହ ହେଉଛି ମୁଖ୍ୟ ବସ୍ତୁ ।୤ ଯେହେତୁ ଚୁମ୍ବକୀୟ, ଏହା ଚୁମ୍ବକ ତିଆରିରେ ବ୍ୟବହୃତ ହୁଏ ।୤
 
==ଗୁଣ==
===ଭୌତିକ ଗୁଣ===
ଲୌହ ଏକ ଧୂଷର ରଙ୍ଗର ଧାତୁ ।୤ ଏହା ଚୁମ୍ବକୀୟ ଅଟେ ।୤ ଅତି ମଜବୁତ୍ ହୋଇଥିବାରୁ ଏହା ଅନେକ କାମରେ ଲାଗେ ।୤ ବିଶୁଦ୍ଧ।୤ବିଶୁଦ୍ଧ ଲୌହ ନମନୀୟ, କିନ୍ତୁ ଇସ୍ପାତ୍ (ଲୌହ ଏବଂ ଅଳ୍ପ ଅଙ୍ଗାରକର ମିଶ୍ରଧାତୁ) ଅଧିକ ମଜବୁତ୍ ୤ ଅଙ୍ଗାରକର ଅଧିକ ମାତ୍ରା ଲୌହକୁ ଦୃଢ କରେ, ହେଲେ ଅତ୍ୟଧିକ ଅଙ୍ଗାରକ ଭଙ୍ଗୁର କରିଦିଏ ।୤
 
===ରାସାୟନିକ ଗୁଣ===
ଲୌହ ଅତିମାତ୍ରାରେ ପ୍ରତିକ୍ରିୟାଶୀଳ । ସଲ୍‌ଫ୍ୟୁରିକ୍ ଅମ୍ଳ ପରି ଅଧିକାଂଶ ଅମ୍ଳ ସହିତ ଏହା ପ୍ରତିକ୍ରିୟା କରେ। ୤ ସଲ୍‌ଫ୍ୟୁରିକ୍୤ସଲ୍‌ଫ୍ୟୁରିକ୍ ଅମ୍ଳ ସହିତ ମିଶି ଏହା ଫେରସ୍ ସଲ୍‌ଫେଟ୍ ତିଆରି କରେ ।୤ ଏହି।୤ଏହି ପ୍ରତିକ୍ରିୟା ଧାତୁ ସଫା କରିବା ପାଇଁ ବ୍ୟବହୃତ ହୁଏ ।
 
ଲୌହ ବାୟୁ ଓ ଜଳ ସହିତ ପ୍ରତିକ୍ରିୟା କରି କଳଙ୍କି ସୃଷ୍ଟି କରେ ।୤ କଳଙ୍କି ଲୌହରୁ ଅଧିକ କଳଙ୍କି ସୃଷ୍ଟି କରେ।କରେ ଶେଷରେ, ସମ୍ପୂର୍ଣ ଲୌହଖଣ୍ଡଟି କଳଙ୍କିରେ ପରିଣତ ହୁଏ । ୤ ଆଲୁମିନିଅମ୍ ପରି ଧାତୁରେ କଳଙ୍କି ଲାଗେ ନାହିଁ ୤ ଲୌହ, କ୍ରୋମିଅମ୍ ଓ ଅଙ୍ଗାରକ ସହ ମିଶି ଇସ୍ପାତ୍ ସୃଷ୍ଟି କରେ, ଯାହା ସାଧାରଣତଃ କଳଙ୍କି ଧରେ ନାହିଁ ।
 
ଲୌହ ଗୁଣ୍ଡ ସଲ୍‌ଫର୍ ସହ ମିଶି ଲୌହ ସଲ୍‌ଫାଇଡ୍ ନାମକ ଏକ କଳା କଠିନ ସୃଷ୍ଟି କରେ ।୤ ଲୌହ କ୍ଲୋରିନ୍ ସହ ମିଶି ଲୌହ କ୍ଲୋରାଇଡ୍ ମଧ୍ୟ ତିଆରି କରେ ।
 
===ରାସାୟନିକ ଯୌଗିକ===
ଅନ୍ୟାନ୍ୟ ମୌଳିକ ସହ ମିଶି ଲୌହ ଯୌଗିକ ତିଆରି କରେ। ସାଧାରଣତଃ ଲୌହ ଜାରିତ ହୁଏ।ହୁଏ ଲୌହ ଦୁଇ କିମ୍ବା ତିନୋଟି ଇଲେକ୍ଟ୍ରନ୍ ତ୍ୟାଗ କରେ।କରେ । ଦୁଇଟି ଇଲେକ୍ଟ୍ରନ୍ ତ୍ୟାଗ କରିଥିବା ଯୌଗିକକୁ ଫେରସ୍ ଯୌଗିକ କୁହାଯାଏ ।୤ ତିନୋଟି ଇଲେକ୍ଟ୍ରନ୍ ତ୍ୟାଗ କରିଥିବା ଯୌଗିକକୁ ଫେରିକ୍ ଯୌଗିକ କୁହାଯାଏ।କୁହାଯାଏ ।
 
 
 
<gallery>
Line ୩୧ ⟶ ୨୭:
 
==ମୃତ୍ତିକାରେ ଲୌହ==
ଲୌହ ମୃତ୍ତିକାରେ କ୍ୱଚିତ୍ ମିଳେ ।୤ ମାଟି ତଳେ ସାଧାରଣତଃ ହେମାଟାଇଟ୍ ମିଳେ ।୤ ହେମାଟାଇଟ୍‌ରୁ ଲୌହ ନିଷ୍କାସନ କରାଯାଏ ୤।
ମାଂସରେ ମଧ୍ୟ କିଛି ଲୌହ ମିଳେ ।୤ ରକ୍ତର ହିମୋଗ୍ଲୋବିନ୍‌ରେ ମଧ୍ୟ ଲୌହ ମିଳେ ।୤, କିନ୍ତୁ, ସବୁ ରକ୍ତରେ ହିମୋଗ୍ଲୋବିନ୍ ନଥାଏ ୤।
 
ମାଂସରେ ମଧ୍ୟ କିଛି ଲୌହ ମିଳେ ।୤ ରକ୍ତର ହିମୋଗ୍ଲୋବିନ୍‌ରେ ମଧ୍ୟ ଲୌହ ମିଳେ ।୤ କିନ୍ତୁ, ସବୁ ରକ୍ତରେ ହିମୋଗ୍ଲୋବିନ୍ ନଥାଏ ୤।
 
== ଲୌହ ତିଆରି ==
[[File:Engelsberg-Huettenwerk-01.jpg|thumb|ବୃହତ୍ ଚୂଲା]]
ବଡବଡ଼ କାରଖାନା ମାନଙ୍କରେ ହେମାଟାଇଟ୍‌କୁ କୋକ୍ ସହ ତରଳାଇ ଲୌହ ତିଆରି କରାଯାଏ।କରାଯାଏ ।
 
==ବ୍ୟବହାର==
===ଧାତୁ ଭାବରେ===
[[File:Znamensk most.jpg|thumb|right|200px|ଲୌହ ନିର୍ମିତ ପୋଲ]]
ଲୌହ ଅନ୍ୟ ଧାତୁମାନଙ୍କ ତୁଳନାରେ ସର୍ବାଧିକ ବ୍ୟବହୃତ ହୁଏ ୤। କାରଣ ଏହା ମଜବୁତ୍ ଓ ଶସ୍ତା ।୤ ଲୌହ ଘର, ପୋଲ, କଣ୍ଟା, ପେଞ୍ଚ, ନଳ ଇତ୍ୟାଦି ତିଆରିରେ ବ୍ୟବହୃତ ହୁଏ ।୤ ଚୁମ୍ବକୀୟ ହୋଇଥିବାରୁ ଅନେକ ଚୁମ୍ବକରେ ମଧ୍ୟ ବ୍ୟବହୃତ ହୁଏ ୤।
 
 
===ଯୌଗିକ ଭାବରେ===
ଲୌହ ଯୌଗିକମାନେ ଅନେକ କାମରେ ଲାଗନ୍ତି ୤। ଲୌହ କ୍ଲୋରାଇଡ୍ ଜଳକୁ ସଫା କରେ ୤। ଲୌହ ସଲ୍‌ଫେଟ୍ ସିମେଣ୍ଟରେ ବ୍ୟବହୃତ ହୁଏ
 
===ଖାଦ୍ୟରେ ବ୍ୟବହାର===
Line ୫୨ ⟶ ୪୬:
 
==ସୁରକ୍ଷା==
ଲୌହର ମାତ୍ରା ବଢିଲେ ଏହା ଶରୀର ପାଇଁ କ୍ଷତିକାରକ ୤। ଲୌହ ଥିବା ଜୀବସାର ଅଧିକ ମାତ୍ରାରେ ଖାଇଲେ, ଆମେ ଅସୁସ୍ଥ ହୋଇ ପଡୁ ‌‌।
 
==ଅନ୍ୟାନ୍ୟ ପୃଷ୍ଟା==
Line ୫୮ ⟶ ୫୨:
 
==ଆଧାର==
{{ଆଧାର}}
<references></references>
 
<!--{{Periodic Table}}-->
 
[[Categoryଶ୍ରେଣୀ:ମୌଳିକ]]
[[Categoryଶ୍ରେଣୀ:ଧାତୁ]]
[[Categoryଶ୍ରେଣୀ:Transition metals]]
 
{{Link FA|af}}
{{Link GA|eo}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
 
[[af:Yster]]
[[als:Eisen]]
"https://or.wikipedia.org/wiki/ଲୁହା"ରୁ ଅଣାଯାଇଅଛି