"ଉଇକିପିଡ଼ିଆ:ଜାଣିବା କଥା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୦ କ ଧାଡ଼ି:
[[File:Odia Wikipedia FAQ Booklet version 1.0.pdf|thumb|right|ଇକିପିଡ଼ିଆ ବାବଦରେ ଥରକୁଥର ପଚରାଯାଇଥିବା ପ୍ରଶ୍ନସବୁର ଉତ୍ତରର ପି.ଡି.ଏଫ]]
== ଉଇକିପିଡ଼ିଆ କ'ଣ? ==
ଉଇକିପିଡ଼ିଆ ଗୋଟିଏ ଖୋଲା ଅନଲାଇନ ଜ୍ଞାନକୋଷ ଯାହାକି ପୃଥିବି ସାରାର ଲେଖକମାନଙ୍କ ଦ୍ଵାରା ଲେଖାଯାଇଅଛି । ଇଁରାଜି ଉଇକିପିଡ଼ିଆ ସବୁଠୁ ବଡ଼ ଉଇକିପିଡ଼ିଆ । ଏଥିରେ ପାଖାପାଖି୩୮ଲକ୍ଷରୁ ୩୪ ଲକ୍ଷଅଧିକ ଲେଖା ଅଛି । ୨୦ଟି<!--http://meta.wikimedia.org/wiki/India_Program/Indic_Languages--> ଭାରତୀୟ ଭାଷାକୁ ମିଶାଇ ଉଇକିପିଡ଼ିଆର ପ୍ରକଳ୍ପ ସବୁ ୨୮୨ରୁ<!--http://meta.wikimedia.org/wiki/List_of_Wikipedias--> ବେଶି ଭାଷାରେ ଅଛି । ଉଇକିପିଡ଼ିଆର ସବୁ ଲେଖା ନାନା ଲେଖକଙ୍କ ଠାରୁ ସୁଧରାଯାଇଅଛି ।
 
ଉଇକିପିଡ଼ିଆର ସହ-ତିଆରିକାର ଜିମି ଉଏଲସ ଉଇକିପିଡ଼ିଆକୁ "ଏକ ବହୁଭାଷି ଜ୍ଞାନକୋଷ ଯାହା ମାଗଣାରେ ପୃଥିବିର ଯେକୌଣସି ପଢ଼ାଳିକୁ ତା ନିଜ ଭାଷାରେ ଲେଖିବା ଓ ପଢ଼ିବାରେ ସାହାଯ୍ୟ କରେ" ବୋଲି କହନ୍ତି ।