"ଉଇକିପିଡ଼ିଆ:ଜାଣିବା କଥା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୫ କ ଧାଡ଼ି:
 
== ଉଇକି କଣ? ==
ସାଧାରଣ ଭାବରେ ଗୋଟିଏ ବେବସାଇଟରେ କିଛି ଅଦଳବଦଳ କରିବା ପାଇଁ ବୈଷୟିକ ଜ୍ଞାନ ଓ ଲେଖକର ଅନୁମତି ଲୋଡ଼ା । ଉଇକି ଗୋଟିଏ ସଫଟବେର ଯାହା ଆମକୁ ଏହି ସବୁ ଝିନଝଟରୁ ମୁକ୍ତି ଦେଇଥାଏ ଆଉ ଟେକନିକିଆବୈଷୟିକ ଜ୍ଞାନ ବିନା ବି ଖୋଲା ଭାବେ କିଛି ବି ଲେଖା ଲେଖିବାରେ, ବଦଳାଇବାରେ ଅବା ଲିଭାଇବାରେ କରିବାରେ ସାହାଯ୍ୟ କରିଥାଏ। ଯେହେତୁ ଉଇକି ସଫଟବେରରେ ଲେଖାସବୁ ଲେଖିବା ଭାରି ସହଜ, ଏହା ଏକାସାଙ୍ଗେ ଗୁଡ଼ିଏ ଲେଖକଙ୍କୁ ଲେଖିବାରେ ସାହାଯ୍ୟ କରିଥାଏ ।
 
ଉଇକି ସଫଟବେରକୁ ଉଆଡ଼ କନିଁଗହାମକନିଙ୍ଗହାମ ୧୯୯୪ରେ ତିଆରିଥିଲେତିଆରି କରିଥିଲେ । ମାର୍ଚ ୨୫ରେ ସେ ''ଉଇକିଉଇକିବେବ ସଫଟବେର''କୁ ତିଆରିକରି www.c2.com ରେ ବାହାର କରିଥିଲେ । ସେ ନିଜେ ଏହାର ନାଆଁ '''ଉଇକି''' ଦେବାକୁ ମତ ଦେଇଥିଲେ ।
ହନଲୁଲୁ ବିମାନଘାଟିରେ ଜଣେ କର୍ମଚାରିଠୁ ଏହି ଉଇକିଉଇକି ନାଆଁଟି ପାଇଥିଲେ, ହାଉଆଇ ଭାଷାରେ ଯାହାର ମାନେ '''''ଗତି''''' ।