"ଦଶମୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ + ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା
ଟିକେNo edit summary
୧ କ ଧାଡ଼ି:
==ଦଶମୀ==
'ଦଶମୀ' ଚନ୍ଦ୍ରପକ୍ଷର ଦଶମ ଦିବସ - ଚନ୍ଦ୍ରର ଦଶମ କଳାର ହ୍ରାସ ବା ବୃଦ୍ଧିଜନିତ [[ତିଥି]] ୤ [[ନବମୀ]]ର ପରବର୍ତ୍ତୀ ଓ [[ଏକାଦଶୀ]]ର ପୂର୍ବବର୍ତ୍ତୀ ତିଥି୤ କୃଷ୍ଣ ପକ୍ଷର ଦଶମୀକୁ କୃଷ୍ଣା ଦଶମୀ ଓ ଶୁକ୍ଳ ପକ୍ଷର ଦଶମୀକୁ ଶୁକ୍ଳା ଦଶମୀ କୁହାଯାଇଥାଏ ୤
 
* ଶୁକ୍ଳପକ୍ଷର ଦଶମୀ [[ଗୁରୁବାର]] ଦିନ ପଡ଼ିଲେ [[ସୁଦଶା ବ୍ରତ]] ପାଳନ କରାଯାଏ ୤
 
* [[ପୌଷ]] ଶୁକ୍ଳ ଦଶମୀ: ସମ୍ବର ଦଶମୀ (ଶାମ୍ବରୀ ଦଶମୀ; ସୂର୍ଯ୍ୟପୂଜା)
:(ଯେବେ ଏ ଦଶମୀ [[ଗୁରୁବାର]] ଦିନ ପଡ଼େ ତେବେ ସୁଦଶାବ୍ରତ ହୁଏ ୤)
* [[ଫାଲ୍‌ଗୁନ]] ଶୁକ୍ଳ ଦଶମୀ: ଫଗୁ ଦଶମୀ (ଦୋଳଯାତ୍ରାର ଆରମ୍ଭ ଦିନ; ଶ୍ରୀକୃଷ୍ଣପୂଜା)
* [[ଆଶ୍ୱିନ]] ଶୁକ୍ଳପକ୍ଷ ଦଶମୀ: ବିଜୟା ଦଶମୀ (ଦଶହରା)
"https://or.wikipedia.org/wiki/ଦଶମୀ"ରୁ ଅଣାଯାଇଅଛି