"ଜଗନ୍ନାଥଙ୍କ ବେଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ବାହାର ଲିଙ୍କ: clean up, replaced: ହିନ୍ଦୁ ଧରମ → ହିନ୍ଦୁ ଧର୍ମ using AWB
ଟିକେNo edit summary
୨ କ ଧାଡ଼ି:
# ନବଯୌବନ ବେଶ
# ବାଚେରୀ ବେଶ
# [[ରାଧାଦାମୋଦର ବେଶ]]: ଶ୍ରୀଜୀଉଙ୍କର ରାଧା ଦାମୋଦର ବେଶ ପ୍ରତ୍ୟେକ ବର୍ଷ ଆଶ୍ୱିନ ଶୁକ୍ଳ ଏକାଦଶୀ ଠାରୁ [[କାର୍ତ୍ତିକ]] ଶୁକ୍ଳ [[ଦଶମୀ]] ପର୍ଯ୍ୟନ୍ତ ଦୀର୍ଘ ଏକମାସ ପର୍ଯ୍ୟନ୍ତ ପ୍ରତ୍ୟହ ଅନୁଷ୍ଠିତ ହୋଇଥାଏ ୤
# [[ଠିଆକିଆ ବେଶ]] ବା ଲକ୍ଷ୍ମୀନାରାୟଣ ବେଶ: [[କାର୍ତ୍ତିକ]] ଶୁକ୍ଳ [[ଏକାଦଶୀ]]
# [[ବାଙ୍କଚୂଡ଼ା ବେଶ]] ବା [[ବାମନ ବେଶ]]: [[କାର୍ତ୍ତିକ]] ଶୁକ୍ଳ [[ଦ୍ଵାଦଶୀ]]
୧୨ କ ଧାଡ଼ି:
# ଗିରି ଗୋବର୍ଦ୍ଧନ ବେଶ
# କୃଷ୍ଣ ବଳରାମ ବେଶ
# ପ୍ରଳମ୍ବାସୁରବଧ ବେଶ: [[ଭାଦ୍ରବ]] [[ମାସ]] [[କୃଷ୍ଣପକ୍ଷ]] [[ଦ୍ଵାଦଶୀ]] ତିଥିରେ [[ଜଗନ୍ନାଥ ମନ୍ଦିର|ଶ୍ରୀମନ୍ଦିର]]ରେ ଶ୍ରୀବିଗ୍ରହମାନଙ୍କୁ ପ୍ରଳମ୍ବାସୁର ବଧ ବେଶରେ ସଜ୍ଜିତ କରାଯାଏ ୤ ଠାକୁରମାନଙ୍କ ମଧ୍ୟାହ୍ନଧୂପ ନୀତି ଶେଷ ହେବାପରେ ଏହି ବେଶ କରାଯାଇଥାଏ ୤
# କାଳୀୟଦଳନ ବେଶ
# ପଦ୍ମମୁଖ ବେଶ
# ଝୁଲଣ ବେଶ
# [[ଗଜ ଉଦ୍ଧାରଣ ବେଶ]]: [[ମାଘ]][[ମାସ]] [[ପୂର୍ଣ୍ଣିମା]] ଦିନ [[ଶ୍ରୀମନ୍ଦିର]]ରେ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଥାଏ ୤
# ଗଜ ଉଦ୍ଧାରଣ ବେଶ
# ନିତ୍ୟ ଧୂପ ବେଶ
# ନିତ୍ୟ ତଡ଼ପ ଉତ୍ତରା ବେଶ