"ଉଇକିପିଡ଼ିଆ:ଜାଣିବା କଥା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୬ କ ଧାଡ଼ି:
ରିକ ଗେଟସଙ୍କ ତିଆରି ଇଁଟରପିଡ଼ିଆରୁ ପ୍ରଥମେ ସଭିଁକ ଦ୍ଵାରା ବଦଳାଯାଇପାରୁଥିବା ଭାଷାକୋଷର ଚିନ୍ତା ବାହାରିଥିଲା । ହେଲେ ଖାଲି ଯୋଜନାରୁ ବାହାରକୁ ଏହି ଚିନ୍ତା ଯାଇପାରିନଥିଲା । ନୁପିଡ଼ିଆ (Nupedia) ଆଉ ଗୋଟିଏ ଚିନ୍ତାଧାରାରେ ତିଆରି କରାଯାଇଥିଲା ଯେଉଁଥିରେ ଛାମୁଆଁ ଲେଖାଳିମାନଙ୍କର ଅଭିଜ୍ଞତାକୁ ଆଖି ଆଗରେ ରଖି ତିଆରି କରାଯାଇଥିଲା । ଯେହେତୁ ଲେଖାର ମାନ ଉପରେ ବେଶି ଗୁରୁତ୍ଵ ଦିଆଯାଉଥିଲା, ନୁପିଡ଼ିଆ ଧିରେ ଧିରେ ବଢ଼ିଚାଲୁଥିଲା । ତେଣୁ ନୁପିଡ଼ିଆର କାମ କୁ ବଢ଼ାଇବା ପାଇଁ ଜିମି ଆଉ ସାଁଗର ଉଇକିପିଡ଼ିଆ ତିଆରିଲେ, ଯାହାକି ସମସ୍ତଙ୍କ ଦ୍ଵାରା ବଦଳାଯାଇପାରୁଥିବା ଗୋଟିଏ ଜ୍ଞାନକୋଷଥିଲା । ଲେଖାର ମାନ ଆଉ ଲୋକପ୍ରିୟ ହେବାରେ ଉଇକିପିଡ଼ିଆ ତାର ମୂଳ ନୁପିଡ଼ିଆରୁ ଉପରକୁ ବଢିଲା । ଆଜି ସେହି ଜ୍ଞାନକୋଷର ଅନ୍ୟନାଆଁ ପାଲଟିଛି ଉଇକିପିଡ଼ିଆ ।
 
ଉଇକିପିଡ଼ିଆ ଏକ ଅଣ-ଲାଭକାରି ସଂସ୍ଥା '''ଉଇକିମିଡ଼ିଆ ଫାଉଁଡେସନ''' ([[wmf:Home|http://wikimediafoundation.comorg]]) ଦ୍ଵାରା ସଁଭଳାଯାଉଛି ।
 
== ଉଇକିପିଡ଼ିଆ ଓଡ଼ିଶା।/ଭାରତ ସରକାରଙ୍କ ଦ୍ଵାରା ତିଆରି କରାଯାଇଛି କି? ==