"ଉଇକିପିଡ଼ିଆ:ଜାଣିବା କଥା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
/* ମୁଁ ଇଁରାଜି ଉଇକିରେ ଲଗ ଇନ ନାଁ ତିଆରି କରି ସାରିଛି। ମୁଁ କଣ ସେହି ଏକା ଲଗ ଇନ ନାଁ ଓଡିଆ ଉଇକି ପାଇଁ ବି ବ୍ୟବ...
୭୯ କ ଧାଡ଼ି:
ଓଡ଼ିଆରେ ଟାଇପ କରିବା ଓ ପଢ଼ିବା ସେତେ ସହଜ ନଥିଲା । ଇଉନିକୋଡ଼ ବାହାରିବା ଯାଏଁ ଏହି ଅସୁବିଧା ଏମିତି ଥିଲା । କିଛି ବର୍ଷପରେ ଓଡ଼ିଆର ସବୁ ଅକ୍ଷରକୁ ଏକାଠି କରି ଇଉନିକୋଡ଼ ଲିପି (ଫଣ୍ଟ) ତିଆରି ହେଲା । ଓଡ଼ିଆ ଇଉନିକୋଡ଼ରେ ଥିବା ପଢ଼ିବା ଓ ଲେଖିବା ଅସୁବିଧା ଗୁଡ଼ିକୁ ସୁଧାରିବା ପରେ ଏବେ ଏହା ବ୍ୟବହାରକାରୀମାନଙ୍କ ପାଇଁ ଭାରି ସହଜ ହୋଇ ପାରିଛି ।
 
ଓଡ଼ିଆ ଉଇକିପିଡ଼ିଆ ([[:or:ପ୍ରଧାନ ପୃଷ୍ଠା|http://or.wikipedia.org/]]) ୨୦୦୨ରେ ଆରମ୍ଭ ହୋଇଥିଲା । ପ୍ରଥମ ଭାରତୀୟ ଭାଷାଭାବେ ଓଡ଼ିଆ, ପଞ୍ଜାବି ଓ ଅସିମିଆ ତିନୋଟି ଭାଷାରେ ଉଇକିପିଡ଼ିଆ ତିଆରି ହୋଇଥିଲା । ହେଲେ ତା'ପରେ ବିଶେଷ କିଛି କାମ ନ ହୋଇ ଏହା ସେମିତି ପଡ଼ିରହିଥିଲା । କିଛି ଦିନ ତଳେ କିଛି ଓଡ଼ିଆ ଉଇକିଆଳିଙ୍କ ଚେଷ୍ଟାରେ ଏହା ପୁଣି ଥରେ ସଚଳ ହୋଇଛି । ମାଲାଇଆଲମମାଲାୟାଲମ ଉଇକିଆଳି ଜୁନେଦଙ୍କ ଚେଷ୍ଟାଯୋଗୁଁ ଓଡ଼ିଆରେ ଟାଇପ କରିବା ଟୁଲଟି ତିଆରି କରାଯାଇଛି ଯେଉଁଟି ଆପଣଙ୍କୁ ସହଜରେ ଟାଇପ କରିବାରେ ସାହାଯ୍ୟ କରିବ । ଓଡ଼ିଆ ଉଇକିପିଡ଼ିଆରେ ଆଗରୁ ସେତେ ବେଶି କାମ ହୋଇନାହିଁ, ତେବେ ଯେହେତୁ ଏହାର ବିକାଶ ଏଇମାତ୍ର ଆରମ୍ଭ ହୋଇଛି ତେଣୁ ଭଲ ମାନର ଲେଖା ଦେଇ ହିଁ କେବଳ ଏହାକୁ ଉନ୍ନତ ଉଇକିପିଡ଼ିଆଙ୍କ ଭିତରେ ଗଣାଯାଇପାରିବ ।
 
==ଉଇକିପିଡ଼ିଆ ବାହାରେ ଆଉ କିଛି ପ୍ରକଳ୍ପ ଅଛିକି ? ==