"ଉଇକିପିଡ଼ିଆ:ଜାଣିବା କଥା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
/* ମୁଁ ଇଁରାଜି ଉଇକିରେ ଲଗ ଇନ ନାଁ ତିଆରି କରି ସାରିଛି। ମୁଁ କଣ ସେହି ଏକା ଲଗ ଇନ ନାଁ ଓଡିଆ ଉଇକି ପାଇଁ ବି ବ୍ୟବ...
୧୧୩ କ ଧାଡ଼ି:
ଉଇକି ବିଷୟରେ ଥରକୁଥର ପଚରାଯାଇଥିବା ପ୍ରଶ୍ନ ଗୁଡିକ ଆପଣ ଓଡ଼ିଆ ଉଇକିପିଡ଼ିଆରେ ଏହି [[ସାହାଯ୍ୟ:ଭିତର ଚିଜ|ସାହାଯ୍ୟ]] ଫରଦରୁ ପାଇ ପାରିବେ । ଆପଣ ଏ ବାବଦରେ ଯେକୌଣସି ସଚଳ ଓଡ଼ିଆ ଉଇକିପିଡ଼ିଆ ବ୍ୟବହାରକାରୀଙ୍କୁ ବି ପଚାରି ପାରିବେ । ତଥାପି ଯଦି ଆପଣଙ୍କ ଠିକ ଉତ୍ତର ନ ମିଳିଲା, ଆପଣ ଆମକୁ ଏହି ଠିକଣା "wikipedia-or@lists.wikimedia.org" ରେ ଇ-ମେଲ କରି ପାରନ୍ତି । ଆମେ ଏହି ଇ-ମେଲର ଯଥା ଶୀଘ୍ର ଉତ୍ତର ଦେବାକୁ ଚେଷ୍ଟା କରିବୁ ।
 
==ମୁଁ ଇଁରାଜିଇଂରାଜି ଉଇକିରେ ଲଗ ଇନ ନାଁନାମ ତିଆରି କରି ସାରିଛି। ମୁଁ କଣ ସେହି ଏକା ଲଗ ଇନ ନାଁନାମ ଓଡିଆଓଡ଼ିଆ ଉଇକି ପାଇଁ ବି ବ୍ୟବହାର କରି ପାରିବି ? ==
ହଁ । ଆପଣ ସବୁ ଉଇକି ପ୍ରୋଜେକ୍ଟରେ ଗୋଟିଏ ଲଗ ଇନ ନାଁ ବ୍ୟବହାର କରି ପାରିବେ । ଏଥିପାଇଁ ଆପଣଙ୍କୁ ନିଜ ଲଗ ଇନ ନାଁ ବା ଖାତାକୁ ବିଭିନ୍ନ ଉଇକି ପ୍ରୋଜେକ୍ଟ ପାଇଁ ଏକୀକରଣ କରିବାକୁ ପଡିବ । ଏ ବାବଦରେ ଆଧିକ ଜାଣିବା ପାଇଁ ଏହି ଲିଙ୍କ [http[meta://meta.wikimedia.org/wiki/SUL |help page on metawiki]] କୁ ଯାଆନ୍ତୁ ବା ସାହାଯ୍ୟ ପାଇଁ ଓଡିଆଓଡ଼ିଆ ଉଇକି ଇ- ମେଲ '''[mailto:wikipedia-or@lists.wikimedia.org wikipedia-or@lists.wikimedia.org]''' କୁ ମେଲ କରନ୍ତୁ। କରନ୍ତୁ
 
== ଓଡ଼ିଆ ଉଇକିପିଡ଼ିଆ ପାଇଁ ଗୁଗଲ ଓ ୟାହୁ ଗ୍ରୁପ ଭଳି କିଛି ଆଲୋଚନା ଗୋଠ ଅଛି କି ? ମୁଁ ଓଡ଼ିଆ ଉଇକିଆଳିଙ୍କ ସଙ୍ଗେ ଅନଲାଇନ ଚାଟ କରିପାରିବି କି ? ==