"ଗୁରୁଦିବସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୨୭ କ ଧାଡ଼ି:
|relatedto =
}}
'''ଗୁରୁଦିବସ''' ଭାରତର[[ଭାରତ]]ର ୨ୟ [[ଭାରତର ରାଷ୍ଟ୍ରପତି|ରାଷ୍ଟ୍ରପତି]] [[ସର୍ବପଲ୍ଲୀ ରାଧାକୃଷ୍ଣନ]]ଙ୍କ ଜନ୍ମତିଥିରେ ପାଳିତ ଏକ ବିଶେଷ ଦିବସ ଯାହା ଗୁରୁ ବା ଶିକ୍ଷକ ମାନଙ୍କୁ ସମ୍ମାନ ଜଣାଇ ଛାତ୍ରମାନଙ୍କ ଦେଇ ପାଳନ କରାଯାଇଥାଏ ।
 
ଭାରତର[[ଭାରତ]]ର ପୂର୍ବତନ [[ଭାରତର ରାଷ୍ଟ୍ରପତି|ରାଷ୍ଟ୍ରପତି]] ଡ. ସର୍ବପଲ୍ଲୀ ରାଧାକୃଷ୍ଣନ ଏକାଧାର ଜଣେ ସୁଗୁରୁ, ଛାତ୍ରବତ୍ସଳ ଶିକ୍ଷକ ଥିଲେ । ତାଙ୍କର ଜୀବନ ଶିକ୍ଷାର ବିକାଶରେ ସମର୍ପିତ ଥିଲା । ତାହାଙ୍କର ଦେହାନ୍ତ ପରେ ତାଙ୍କର ଜନ୍ମତିଥିକୁ ଏହି ଦିନକୁ ଗୁରୁଦିବସ ଭାବରେ ପାଳନ କରାଯାଏ ।
 
କେତେକ ଦେଶରେ [[ଶିକ୍ଷକ]] ମାନଙ୍କୁ ସମ୍ମାନ ଜଣାଇ ଅଲଗା ଅଲଗା ଦିନରେ ଏହି ଦିବସ ପାଳନ କରାଯାଇଥାଏ । ସାରା ପୃଥିବୀରେ [[ବିଶ୍ଵ ସିକ୍ଷକଶିକ୍ଷକ ଦିବସ]] ଅକ୍ଟୋବର ୫ରେ ପାଳନ କରାଯାଇଥାଏ । [[ଇଉନେସ୍କୋ]] ଦେଇ ଗୁରୁ ମାନଙ୍କର ଗୁରୁତ୍ଵ ଅନୁଭବ କରିବା ଓ ସେମାନଙଙ୍କୁ ବିଶେଷ ସମ୍ମାନ ଦେବା ପାଇଁ ଏହି ଦିବସ ସାରା ପୃଥିବୀରେ ପାଳିତ ହୋଇଥାଏ ।<ref>[http://www.unesco.org/en/teacher-education/advocacy/world-teachers-day/ World Teachers’ Day, October 5]</ref>
 
==ଇତିହାସ==
ଶିକ୍ଷକ ଦିବସ ଅନେକ ଦେଶରେ ୨୦ଶ ଶତକ ପରେ ସ୍ଵାଧୀନ ଭାବରେ ପାଳିତ ହେବା ଆରମ୍ଭ ହେଲା । [[ଆର୍ଜେଣ୍ଟିନା]]ରେ ଏହା [[ଡୋମିନିଙ୍ଗୋ ଫଷ୍ଟିନୋ ସାର୍ମେଣ୍ଟିନୋ]]<!--[[Domingo Faustino Sarmiento]]-->ଙ୍କ ଦେହାନ୍ତ ତାରିଖ ସେପ୍ଟେମ୍ବର ୧୯୧୫ ଠାରୁ<ref>[http://www.jardindeinfantesdfs.com.ar/historia.htm#El%20Maestro%20Argentino:%20Domingo%20F.%20Sarmiento Historia]</ref> ପାଳନ କରୁଥିବା ବେଳେ [[ଭାରତ]]ରେ ବିଶିଷ୍ଠ ଶିକ୍ଷାବିଦ ଓ ପୁର୍ବତନ [[ଭାରତର ରାଷ୍ଟ୍ରପତି|ରାଷ୍ଟ୍ରପତି]] ଡ. [[ସର୍ବପଲ୍ଲୀ ରାଧାକୃଷ୍ଣନ]]ଙ୍କ ଜନ୍ମତିଥିରେ ସେପ୍ଟେମ୍ବର ୫ ୧୯୬୨ ଠାରୁ ପାଳିତ ହୋଇଆସୁଅଛି <ref>http://www.indianchild.com/teachers_day_india.htm.</ref>)
 
==ପାଳନ==
୪୨ କ ଧାଡ଼ି:
{{ଆଧାର}}
 
[[ବିଭାଗଶ୍ରେଣୀ:ପାଳିତ ଦିବସ]]
[[ବିଭାଗଶ୍ରେଣୀ:ଜାତୀୟ ଦିବସ]]
[[ଶ୍ରେଣୀ:ସେପ୍ଟେମ୍ବର ମାସର ପାଳିତ ଦିବସ]]
 
"https://or.wikipedia.org/wiki/ଗୁରୁଦିବସ"ରୁ ଅଣାଯାଇଅଛି